ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ନିୟମିତ ସେବନ କରନ୍ତୁ ଗାଜର୍ ଜୁସ୍, ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର

ଭୁବନେଶ୍ୱର ୦୨/୧୨ : ଗାଜର ଜୁସ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର। ଗାଜରରେ ବିଟା-କ୍ୟାରୋଟିନ ନାମକ ଔଷଧୀୟ ତତ୍ୱ ରହିଛି ଯାହା କ୍ୟାନସରକୁ ନିୟନ୍ତ୍ରଣ କରିଥାଏ। ଗାଜର ଜୁସ ସେବନ ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ। ବୟସ ବଢିବା ସହ ଶରୀର ଦୁର୍ବଳ ହୋଇଥାଏ। ଗାଜର ଜୁସ ସେବନ ଦ୍ୱାରା ଏହି ଦୁର୍ବଳତା ଦୂର ହୋଇଥାଏ। ଗାଜର ଜୁସ ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଲାଭଦାୟକ। ଏହାର ଆହୁରି ଅନେକ ଫାଇଦା ରହିଛି। ଗାଜର ଜୁସ […]

ଖେଳ ଦେଶ ବିଦେଶ

ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !

କାନବେରା,୦୩/୧୨: ଅଷ୍ଟ୍ରେଲିଆ ପାଇଁ ଅଡୁଆ ବଡିବାରେ ଲାଗିଛି । ଦଳର ଖେଳାଳିଙ୍କ ଆହତ ସମସ୍ୟା ପିଛା ଛାଡ଼ୁନି । ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌, ଓପନର ଡେଭିଡ୍‌ ୱାର୍ଣ୍ଣରଙ୍କ ପରେ ପ୍ରମୁଖ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ପିଠି ଏବଂ ପଞ୍ଜରାରେ ଆଘାତ ଲାଗିଛି । ଏନେଇ ଅଦିନାୟକ ଆରୋନ ଫିଞ୍ଚ୍ ସୂଚନା ଦେଇଛନ୍ତି । ତୃତୀୟ ଦିନିକିଆ ପୂର୍ବରୁ ପିଞ୍ଚ୍ କହିଥିଲେ ଯେ, ଷ୍ଟାର୍କଙ୍କ ପିଠି ଓ ପଞ୍ଜରାରେ ଯନ୍ତ୍ରଣା […]

ଖେଳ ଦେଶ ବିଦେଶ

ଧାଓ୍ୱନଙ୍କ ସହ ଟି୨୦ ସିରିଜରେ କିଏ କରିବେ ଓପନିଂ ? ଏହି ବ୍ୟାଟସମ୍ୟାନଙ୍କ ନାଁ ନେଲେ ଗାଭାସ୍କର, କହିଲେ…

ସିଡନୀ,୦୩/୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି । ଏବେ ଟି୨୦ ସିରିଜ୍ ଖେଳିବେ ଉଭୟ ଦଳ । ମ୍ୟାଚରେ କିଏ ଓପନିଂ କରିବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଦିନିକିଆ ସିରିଜର ଗୋଟିଏ ବି ମ୍ୟାଚରେ ଭାରତ ଭଲ ଆରମ୍ଭ କରିନଥିଲା । ଶିଖର ଧାଓ୍ୱନ ଭଲ ଫର୍ମରେ ଥିଲେ ମଧ୍ୟ ତାଙ୍କର ସାଥି ଓପନର କିଏ ହେବ ତାହା ସ୍ପଷ୍ଟ ହୋଇନାହିଁ । ଏହାମଧ୍ୟରେ ଦଳର ପୂର୍ବତନ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ ୩।୧୨: ଅନଲାଇନ୍‌ରେ ହେବନାହିଁ ସିବିଏସଇର ବୋର୍ଡ ପରୀକ୍ଷା । ୨୦୨୧ରେ ହେବାକୁ ଥିବା ପରୀକ୍ଷା ଲିଖିତ ଭାବେ ଦେବେ ଛାତ୍ରଛାତ୍ରୀ । ସିବିଏସଇ ଅଧିକାରୀ ଏ ନେଇ ସ୍ପଷ୍ଟ କରିବା ସହ କରିଛନ୍ତି ଯେ, ବୋର୍ଡ ପରୀକ୍ଷା ଅନଲାଇନ୍‌ରେ କରିବା ନେଇ କୌଣସି ପ୍ରସ୍ତାବ ନାହିଁ । ବୋର୍ଡ ପରୀକ୍ଷା ଗତ ବର୍ଷ ଭଳି ସାମାନ୍ୟ ଲିଖିତ ଭାବେ କରାଯିବ । ମାତ୍ର ଏପର୍ଯ୍ୟନ୍ତ ପରୀକ୍ଷା ତାରିଖ ଧାର୍ଯ୍ୟ ହୋଇନାହିଁ । ସିବିଏସଇ ଅଧିକାରୀ କହିଛନ୍ତି […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆମେରିକାର ଆଇଟି କମ୍ପାନୀ ଆଇଆଇଟି ଛାତ୍ରଙ୍କୁ ଅଫର୍ କରିଛି ଦେଢ କୋଟି ପ୍ୟାକେଜ୍ ଚାକିରୀ

ନୂଆଦିଲ୍ଲୀ ୦୩/୧୨ : କରୋନା କାଳରେସାରା ବିଶ୍ୱ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହିଭଳି ସମୟରେ ପ୍ରମୁଖ ଆଇଟି କମ୍ପାନୀ ଆକର୍ଷଣୀୟ ପ୍ଲେସମେଣ୍ଟ ପ୍ରଦାନ କରୁଛି। କିଛି ଘରୋଇ ଓ ବିଦେଶୀ ଆଇଟି କମ୍ପାନୀ ଛାତ୍ରଛାତ୍ରୀଙ୍କୁ ଭଲ ପ୍ୟାକେଜ ସହ ଚାକିରୀ ଅଫର କରୁଛି। ଆମେରିକାର କୋହେସିଟି ଆଇଟି କମ୍ପାନୀ ଜଣେ ଆଇଟି ଛାତ୍ରଙ୍କୁ ସର୍ବାଧିକ ୨୦ ହଜାର ଆମେରିକୀୟ ଡଲାର, ପାଖାପାଖି ଦେଢ଼ କୋଟି ଟଙ୍କାର ଚାକିରୀ ଅଫର କରିଛି। ନେଦରଲ୍ୟାଣ୍ଡର ଟ୍ରେଡିଂ କମ୍ପାନୀ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଏମ୍‌ଡିଏଚ୍‌ ମସଲାର ପ୍ରତିଷ୍ଠାତା ଧରମପାଲ ଗୁଲାଟିଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ମସଲା କମ୍ପାନି ଏମ୍‌ଡିଏଚ୍‌ର ମାଲିକ ଧରମପାଲ ଗୁଲାଟିଙ୍କର ୯୮ ବର୍ଷ ବୟସରେ ପରଲୋକ ଘଟିଛି। ମସଲା ଦୁନିଆର ରାଜା କୁହାଯାଉଥିବା ଧରମପାଲ ଗୁଲାଟି ଦିଲ୍ଲୀର ମାତା ଚାନାନ ଦେବୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ବେଶ୍‌ କିଛିଦିନ ହେବ ଚିକିତ୍ସିତ ହେଉଥିଲେ। ଗୁରୁବାର ସକାଳେ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି। ଧରମପାଲ ଗୁଲାଟିଙ୍କୁ ଲୋକେ ‘ଦାଦାଜୀ’ ଓ ‘ମହାଶୟଜୀ’ ନାମରେ ମଧ୍ୟ ଜାଣନ୍ତି। ସେ ୧୯୨୩ ମସିହାରେ ପାକିସ୍ତାନର ସିଆଲକୋଟରେ ଜନ୍ମଗ୍ରହଣ କରିଥିଲେ। ବଡ଼ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟାରେ ୩୫ ହଜାର ୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୫୨୬ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ହସ୍ତଗତ ହୋଇଛି। ଦିନକ ମଧ୍ୟରେ ଦେଶରେ ପୁଣି ୩୫ ହଜାର ୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୩୪ ହଜାର ୯୬୫ରେ ପହଞ୍ଚିଛି। ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ପୁଣି ୫୨୬ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତକଙ୍କ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ୩ ଲକ୍ଷ ୨୦ ହଜାର ପାର୍‌ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ପୁଣି ୫ ମୃତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ‌ସେମାନଙ୍କ ମଧ୍ୟରୁ ୨୪୯ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୫ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୧୭ରେ ପହଞ୍ଚିଛି। ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୧୩ ହଜାର ୩୯୪ ଜଣ। ଗତ ୨୪ ଘଣ୍ଟା ମଧ୍ୟରୁ […]

ଖେଳ ଦେଶ ବିଦେଶ

ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରୁକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ

କାନବେରା ୦୨।୧୨: ସଂଘର୍ଷ କରି ଶେଷରେ ଜିତିଲା ଭାରତ। ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ତୃତୀୟ ଦିନିକିଆରେ ଘରୋଇ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଛି ବିରାଟ ବାହିନୀ। ଏହି ବିଜୟ ସହ ଭାରତ ନିଜର ସମ୍ମାନ ରକ୍ଷା କରିବା ସହିତ କ୍ରମାଗତ ଦୁଇଟି ସିରିଜ୍‌ରୁ କ୍ଲିନ ସୁଇପ୍ ହେବାରୁ ବଞ୍ଚି ଯାଇଛି। ଶେଷ ଦିନିକିଆ ହାରିବା ସତ୍ଵେ ବି ତିନି ମ୍ୟାଚ୍ ବିଶିଷ୍ଟ […]

ଦେଶ ବିଦେଶ ମନୋରଞ୍ଜନ

ଦୀର୍ଘ ୩ ମାସ ପରେ ରିୟାଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ୍

ମୁମ୍ବାଇ ୦୨/୧୨ : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀଙ୍କୁ ଏନ୍‌ଡିପିଏସ୍ କୋର୍ଟରୁ ଜାମିନ୍ ମିଳିଯାଇଛି। ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଏଙ୍ଗଲରୁ ଯାଞ୍ଚ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶୌଭିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ମଙ୍ଗଳବାର ଦିନ ଡ୍ରଗ୍ସ ମାମଲାର ଶୁଣାଣି ପରେ ମୁମ୍ବାଇ ସ୍ଥିତ ସ୍ପେଶାଲ NDPS କୋର୍ଟ ଶୌଭିକଙ୍କ ଜାମିନ ମଂଜୁର କରିଥିଲେ। ଶୌଭିକଙ୍କ ଉପରେ ସୁଶାନ୍ତ ଓ ଅନ୍ୟମାନଙ୍କ ସହ ଡ୍ରଗ୍ସ […]