ରାଜ୍ୟ ସ୍ପେଶାଲ ରିପୋର୍ଟ

ନବନିର୍ମାଣ ଯୋଗୁ ଦୋଳବେଦି ସଂକୁଚିତ: ପ୍ରଶସ୍ତ ପାହାଚ ବି ତାଡ଼ିଦେଲେ, ଦୋଳ ପରିକ୍ରମାରେ ବିଘ୍ନ ଆଶଙ୍କା

ପୁରୀ: ସଂକୁଚିତ କରିଦେଲେ ମହାପ୍ରଭୁଙ୍କ ଦୋଳବେଦି। ଯେଉଁ ପ୍ରଶସ୍ତ ପାଚେରି ଥିଲା, ତାକୁ ଭାଙ୍ଗି ମାଟିରେ ମିଶାଇ ଦେବା ପରେ ଦୋଳବେଦି ପାଚେରିକୁ ଏଭଳି ନିର୍ମାଣ କରାଯାଇଛି ଯେ ଦୋଳବେଦିଟି ପୂର୍ବାପେକ୍ଷା ସଂକୁଚିତ ହୋଇଯାଇଛି। ଦୋଳପୂର୍ଣ୍ଣିମା ସମୟରେ ଦୋଳଗୋବିନ୍ଦଙ୍କ ସହ ଶ୍ରୀଦେବୀ ଓ ଭୂଦେବୀ ବିମାନରେ ବିଜେ ହୋଇ ଦୋଳବେଦି ପରିକ୍ରମା କରିବା ବେଳେ ବିଘ୍ନ ଘଟିବା ଆଶଙ୍କା ଦେଖାଦେଇଛି। ବିମାନ ପରିକ୍ରମା ବେଳେ ପାଚେରିରେ ମାଡ଼ ହେବା ଆଶଙ୍କା ଦେଖାଦେଇଛି। ଏବେଠୁ ଏହାକୁ ବ୍ୟବସ୍ଥିତ ନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପାଟଣାଗଡ଼ରେ ବିଜେଡି-ବିଜେପି ତୁତୁ-ମେମେ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକର ପଂଚାୟତମାନଙ୍କରେ ଚାଲିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ପରିପପ୍ରେକ୍ଷୀରେ ନିକଟରେ ଡାଙ୍ଗବା​ହାଲ ଗ୍ରାମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଏକ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ଏ ନେଇ ଭାଇରାଲ ହୋଇଥିବା ଏକ ଭିଡିଓ ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ବ୍ଲକର କେତେକ ଅଧିକାରୀ, କର୍ମଚାରୀ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ନୀଳକାନ୍ତ ବାଗ ଓ ଡାଙ୍ଗବାହାଲ ଅଞ୍ଚଳର ଲୋକେ ରହିଥିଲେ। ପାଖରେ ବିକଶିତ ଭାରତର ଏକ ରଥ ରହିଥିଲା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସୁନ୍ଦରଗଡ଼ରେ ବାଲି ଲୁଟ୍‌ ବେଲଗାମ: ମାସକୁ ୬ କୋଟିରୁ ଅଧିକ ରୟାଲିଟି ହଡ଼ପ

ରାଉରକେଲା: ତହସିଲରୁ ଖଣି ବିଭାଗକୁ ପଥରଖାଦାନ ଓ ବାଲିଘାଟ ଚାଲିଯିବା ଲିଜ୍‌ଧାରୀ ଠିକାସଂସ୍ଥା ମାଲେ୍‌ମାଲ୍‌। ସୁନ୍ଦରଗଡ଼ରେ ୧୮ଟି ତହସିଲ ଅଧିନରେ ଚାଲିଥିବା ୯୦% ବାଲିଘାଟ ଓ ପଥରଖାଦାନାରୁ ବେଧଡ଼କ ଲୁଟ୍‌ ହେଉଛି ବାଲି ଓ ପଥର। ଖଣିବିଭାଗକୁ ଚାଲିଯିବା ପରେ ତହସିଲଦାର କାର୍ଯ୍ୟାନୁଷ୍ଠାନ ନେଇପାରୁନି। ଲିଜ୍‌ଧାରୀ ଠିକାସଂସ୍ଥା ଆବଶ୍ୟକ କାଗଜପତ୍ର ଜମା କରୁନଥିବାରୁ ଖଣିବିଭାଗ କାହାକୁ ଅନୁମତି ଦେଇନି। ଉଭୟ ବିଭାଗ ସମନ୍ବୟ୍ ଅଭାବର ଭରଫରୁ ଫାଇଦା ଉଠାଉଛନ୍ତି ଠିକାସଂସ୍ଥା। ସ୍ଥାନୀୟ ପୁଲିସ, ଯାଞ୍ଚ ଦାୟିତ୍ବରେ ଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଗଞ୍ଜାମ ରାଜନୀତିରେ ରାଜପରିବାର: ୨୦୨୪ରେ ତିନି ରାଣୀଙ୍କ ଭୂମିକା ଉପରେ ସଭିଙ୍କ ନଜର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରାଜନୀତିରେ ରାଜପରିବାରର ସମ୍ପୃକ୍ତି ବହୁ ପୁରୁଣା। ଏବେ ମଧ୍ୟ ରାଜନୀତିର ରଣଭୂମିରେ ରାଜପରିବାରର ସଦସ୍ୟ ସକ୍ରିୟ ରହିଛନ୍ତି। ଗଞ୍ଜାମ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀରେ ବିଜେଡିର ମଙ୍ଗୁଆଳ ସାଜିଛନ୍ତି ୩ଜଣ ରାଣୀ। ଧରାକୋଟ ରାଣୀ ନନ୍ଦିନୀ ଦେବୀଙ୍କୁ ଛାଡ଼ିଦେଲେ ଅନ୍ୟ ଦୁଇଜଣ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ଏବଂ ଚିକିଟି ରାଣୀ ଉଷା ଦେବୀ ବିଜେଡି ସହିତ ୨୦୦୦ ମସିହାରୁ ଜଡ଼ିତ ରହି ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି। ଏବେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଇନ୍ଦ୍ରଦ୍ୟୁମ୍ନ ପୋଖରୀରୁ ଲୋପ ପାଇଯିବେ କୂର୍ମ: ପୁରୀ ଗଜପତିଙ୍କଠାରୁ ପୁରସ୍କାର ଭାବେ କୂର୍ମ ଆଣିଥିଲେ ହାତୀରାମ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଗୋଲିଆ ଗ୍ରାମର ଶିବମନ୍ଦିର ନିକଟରେ ରହିଛି ନୀଳ ପୋଖରୀ। ଓଡ଼ିଶାର ଦ୍ବିତୀୟ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ଭାବେ ଏହା ପରିଚିତ। ପୁରୀର ଇନ୍ଦ୍ରଦ୍ୟୁମ୍ନ ପୋଖରୀ ପରେ ରାଜ୍ୟର ଏହା ଦ୍ବିତୀୟ ପୋଖରୀ ଯେଉଁଠି ବିରଳ ପ୍ରଜାତିର କୂର୍ମ (ବଡ଼ କଇଁଛ) ଦେଖାଯାଆନ୍ତି। ଏହି ବ୍ୟତୀତ ଅନ୍ୟ କୌଣସି ପୋଖରୀରେ କୂର୍ମ ବଞ୍ଚିପାରନ୍ତି ନାହିଁ। କିନ୍ତୁ ଉଦ୍‌ବେଗର ବିଷୟ ହେଲା, ସଂପ୍ରତି ନୀଳ ପୋଖରୀ ଅବ‌ହେଳିତ ହୋଇପଡ଼ିଥିବାରୁ କୂର୍ମଙ୍କ ଜୀବନ ପ୍ରତି ବିପଦ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୧୪ରୁ ଖରିଫ ମଣ୍ଡି: ଏ ଯାଏଁ ଚାଷୀଙ୍କୁ ମିଳିନି ଟୋକନ୍‌

ଜୟପୁର: ଦିନକ ପରେ ଖରିଫ ମଣ୍ଡି ପାଇଁ ଜିଲ୍ଲା ଧାନ କିଣା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ତେବେ ଏଯାଏଁ ଗୋଟିଏ ବି ଚାଷୀଙ୍କୁ ଧାନ ବିକ୍ରି କରିବାକୁ ଟ‌ୋକେନ୍ ମିଳିନି। ସେଭଳି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଧାନ କିଣିବା ପାଇଁ ରହିଥିବା କ୍ରୟକାରୀ ସଂସ୍ଥା ଲ୍ୟାମ୍ପ, ମହିଳା ସ୍ବୟଂ ସହାୟକ ଦଳ ଓ ପାଣିପଂଚାୟତ ଚୁକ୍ତି ନାମ କରିନାହାନ୍ତି। ଏହାଫଳରେ ଧାନ ଉଠାଇବାକୁ କ୍ରୟକାରୀ ସଂସ୍ଥାକୁ ‘ସାସ୍’ ଦିଆଯାଇନି। ସେଭଳି ଧାନ ନେଇ ଚାଉଳ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହେମଗିର କଳାବାଘର ଖୋଜଖବର ନାହିଁ: ଓଡ଼ିଶା ଜଙ୍ଗଲରେ ଆଉ ଏକ କଳାବାଘ ଦେଖାଦେବା ପରେ ବଢ଼ିଲା ଚର୍ଚ୍ଚା

ହେମଗିର: ଗତ ନଭେମ୍ବର ଶେଷ ସପ୍ତାହରେ ଓଡ଼ିଶା ଜଙ୍ଗଲରେ ଆଉ ଗୋଟିଏ ମେଲାନିଷ୍ଟିକ୍‌ ଟାଇଗର୍‌ ବା କଳାବାଘ ଦେଖାଯାଇଥିବା ନେଇ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ସୁଶାନ୍ତ ନନ୍ଦ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ସୂଚନା ଦେଇଥିଲେ ବି ତାର ଅବସ୍ଥିତି ସ୍ଥଳକୁ ଗୁପ୍ତ ରଖିଛନ୍ତି। ତେବେ ୨୦୧୮ ମେ ମାସରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ରେଞ୍ଜ ଗର୍ଜନପାହାଡ଼ର ସଂରକ୍ଷିତ ଜଙ୍ଗଲରେ ଓଡ଼ିଶାର ପ୍ରଥମ କଳାବାଘ କ୍ୟାମେରାରେ ଟ୍ରାପ୍‌ ହୋଇଥିଲା। ସେତେବେଳେ ବିଭାଗ ଏହାର ଭୌଗୋଳିକ ଅବସ୍ଥିତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଯନ୍ତ୍ରଣାବିହୀନ ଜଣ୍ଡିସ୍ ହୋଇପାରେ ଅଗ୍ନାଶୟ କର୍କଟର କାରଣ

ଭୁବନେଶ୍ବର: ପାକସ୍ଥଳୀର ତଳ ଆଡ଼କୁ ରହିଛି ପାନକ୍ରିଆଜ୍ ବା ଅଗ୍ନାଶୟ। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ହଜମ ପାଇଁ ଆବଶ୍ୟକ ରସ ଓ ରକ୍ତ ଶର୍କରା ନିୟନ୍ତ୍ରଣ ପାଇଁ ଇନ୍‌ସୁଲିନ୍‌ କ୍ଷରଣ କରିବା। ଅଗ୍ନାଶୟ କର୍କଟ ବେଶ୍‌ ଘାତକ ଥିବା ବେଳେ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି କର୍କଟ ଦେଖାଯିବାର ୧.୬% ଆଶଙ୍କା ରହିଛି। ଏହାର ଅସ୍ପଷ୍ଟ ଲକ୍ଷଣ ସହିତ ଯନ୍ତ୍ରଣା ଦେଖିବାକୁ ମିଳି ନ ଥାଏ। ଚେନ୍ନାଇସ୍ଥିତ ଆପୋଲୋ ମେନ୍ ହସ୍ପିଟାଲର ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟୋଲୋଜିର ବିଭାଗର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୧୬ରୁ ସକାଳୁ ମିଳିବ ଅବଢ଼ା: ସକାଳ ୯ରୁ ଅପରାହ୍ଣ ୨ଟା ଶ୍ରୀଲିଙ୍ଗରାଜଙ୍କ ସାହାଣମେଲା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଆସନ୍ତା ୧୬ ତାରିଖଠାରୁ ସକାଳ ୯ଟାରୁ ଠାକୁରଙ୍କ ଅବଢ଼ା ମିଳିବ। ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣ ଏହି ଭେଗ ପାଇପାରିବେ। ଏହାଦ୍ବାରା ତୀର୍ଥଯାତ୍ରୀମାନେ ଉପକୃତ ହେବେ। ସକାଳୁ ଆସୁଥିବା ପର୍ଯ୍ୟଟକ ଠାକୁରଙ୍କ ଦର୍ଶନ ପରେ ଅବଢ଼ା ଖାଇବା ସୁବିଧା ପାଇବେ। ସେହିଦିନଠୁ ଏକ ମାସ ଧରି ମନ୍ଦିରରେ ଭୋର୍‌ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିକ୍ରି ହେବ ୩୪ କୋଟିର ଜଳବିଦ୍ୟୁତ୍‌ ପ୍ରକଳ୍ପ: ଗମ୍ଫା‌େକାଣ୍ଡାସ୍ଥିତ ପ୍ରକଳ୍ପକୁ ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ

କାଲିମେଳା: କାଲିମେଳା ବ୍ଲକ୍‌ ଗମ୍ଫାକୋଣ୍ଡାସ୍ଥିତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ବିକ୍ରି କରିଦେବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ବାହାର କଂପାନିକୁ ଯନ୍ତ୍ରାଂଶ ବିକ୍ରି ପାଇଁ ପ୍ରଥମ ପର୍ଯ୍ୟାୟ ଆଲୋଚନା ଚାଲିଥିବା ସୂଚନା ମିଳିଛି। ୧୯୮୧ ମସିହାରେ ଗମ୍ଫାକୋଣ୍ଡା ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାର ପରିକଳ୍ପନା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୫କୋଟି ୪୬ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ୧୯୯୧-୯୨ ମସିହାରେ ୩ ମେଗାୱାଟ ବିଶିଷ୍ଟ ଦୁଇଟି କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ […]