କିଛି ସପ୍ତାହ ମଧ୍ୟରେ ଭାରତ ପାଇଁ ପ୍ରସ୍ତୁତ ହୋଇଯିବ କରୋନା ଟିକା; ମୂଲ୍ୟ ନେଇ ଆଲୋଚନା ଚାଲିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତରେ ବ୍ୟବହାର ନିମନ୍ତେ ଅଳ୍ପ କିଛି ସପ୍ତାହ ମଧ୍ୟରେ କରୋନାଭାଇରସ୍‌ ଟିକା ପ୍ରସ୍ତୁତ ହୋଇଯିବ। ଟିକା ପ୍ରୟୋଗ ପାଇଁ କେନ୍ଦ୍ର ସରକାର ବୈଜ୍ଞାନିକମାନଙ୍କ ଠାରୁ ସୂଚନା ପାଇବା ପରେ ଟିକାକରଣ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି। କରୋନାଭାଇରସ୍‌ ପରିସ୍ଥିତି ସଂକ୍ରାନ୍ତରେ ଆହୂତ ଏକ ସର୍ବଦଳୀୟ ବୈଠକରେ ରାଜ୍ୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, କରୋନାଭାଇରସ୍‌ ଟିକାର ମୂଲ୍ୟ ନିର୍ଦ୍ଧାରଣ ଏବଂ ବଣ୍ଟନ ସଂକ୍ରାନ୍ତରେ […]

ବରୁଣ ଧଓ୍ବନ,କିୟାରା ଆଡଭାନି ଏବଂ ନୀତୁ ସିଂହଙ୍କୁ କରୋନା : ରୋକା ଗଲା ସୁଟିଂ

ନୂଆଦିଲ୍ଲୀ ୪/୧୨: ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ସେଟ୍‌ରୁ ଏକ ବଡ଼ ଖବର ସାମନାକୁ ଆସିଛି। ଚଣ୍ଡିଗଡ଼ରେ ଏହି ଫିଲ୍ମର ସୁଟିଂ କରୁଥିବା ଟିମର କିଛି ବ୍ୟକ୍ତିଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି। ବରୁଣ ଧଓ୍ବନ,କିୟାରା ଆଡଭାନି ଏବଂ ନୀତୁ କପୁରଙ୍କୁ କରୋନା ହୋଇଛି। ଏବେ ଯାଏଁ ଏବିଷୟ ସ୍ପଷ୍ଟ ହୋଇନାହିଁ କି ଫିଲ୍ମ ନିର୍ମାତା କି ଷ୍ଟାର୍ ଏହାକୁ ସାର୍ବଜନିକ କରିନାହାନ୍ତି। କରୋନା ସୂଚନା ମିଳିବା ମାତ୍ରେ ଫୁଲ୍ମର ସୁଟିଂ ରୋକି ଦିଆଯାଇଛି। ନିକଟରେ ନୀତୁ […]

ଦେଶ ବିଦେଶ ମନୋରଞ୍ଜନ

ଛୋଟି ସରଦାରନି ଫେମ୍ ଅନିତା ରାଜ୍ ରିୟଲ ଲାଇଫରେ ହେଲେ ଶାଶୁ : ସେୟାର କଲେ ପୁଅ-ବୋହୂଙ୍କ ବିବାହ ଫଟୋ

ମୁମ୍ବାଇ ୪/୧୨: ଛୋଟି ସରଦାରନି ଟିଭି ଶୋର ଅଭିନେତ୍ରୀ ଅନିତା ରାଜ ଅସଲ ଜୀବନରେ ମଧ୍ୟ ଶାଶୁ ହୋଇଛନ୍ତି। ଅନିତାଙ୍କ ପୁଅ ଶିବମ୍ ବିବାହ କରିଛନ୍ତି। ଅନିତା ତାଙ୍କ ପୁଅଙ୍କ ବିବାହର ପ୍ରାଇଭେଟ୍ ସେରେମନିର ଫଟୋ ସେୟାର କରିଛନ୍ତି। ଫଟୋରେ ଆପଣ ଶିବମ୍ ଏବଂ ତାଙ୍କ ପତ୍ନୀଙ୍କ ସୁନ୍ଦର ଚେହେରାକୁ ଦେଖି ପାରିବେ। ଅନିତା ଗଣେଶଙ୍କ ଛୋଟ ମୂର୍ତ୍ତିରୁ ଫଟୋ ପଠାଇବାର ଆରମ୍ଭ କରିଛନ୍ତି। ଏହା ପରେ ସେ ପୁଅ ଏବଂ ବୋହୂଙ୍କ ସିନ୍ଦୂର ଦାନର ରୀତିର […]

ଲାଇଫ୍ ଷ୍ଟାଇଲ

ରୋଷେଇ ଘରେ ଆପଣ ବ୍ୟବହାର କରୁଥିବା ମସଲା ଅସଲି ନା ନକଲି ଏମିତି କରନ୍ତୁ ଯାଞ୍ଚ

ଭୁବନେଶ୍ୱର ୦୩/୧୨ : ବ୍ୟଞ୍ଜନରେ ମସଲାର ମହତ୍ତ୍ୱ ସବୁଠାରୁ ଅଧିକ। ଭାରତରେ ଅନେକ ପ୍ରକାର ମସଲା ଉତ୍ପାଦନ କରାଯାଇଥାଏ। ବିଦେଶରେ ମଧ୍ୟ ଭାରତୀୟ ମସଲାର ଅନେକ ଚାହିଦା ରହିଛି। ମସଲା କିଣିବା ସମୟରେ ସବୁଠାରୁ ବଡ ସମସ୍ୟା ହେଲା ମସଲା ଚିହ୍ନିବା ଯେ ଆମେ କିଣୁଥିବା ମସଲା ଅସଲି ନା ନକଲି। ଆଜିକାଲି ବଜାରରେ ସବୁ ଜିନିଷରେ ଅପମିଶ୍ରଣ ହେଉଛି। ଅପମିଶ୍ରିତ ମସଲା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ମସଲା ଖରାପ ଥିଲେ ପୁରା ବ୍ୟଞ୍ଜନର ସ୍ୱାଦ ବିଗିଡି […]

ଖେଳ ଦେଶ ବିଦେଶ

ଟି୨୦ରେ ଅଷ୍ଟ୍ରେଲିଆ ଉପରେ ଭାରି ପଡିବ ଭାରତ ! ନଜର ପକାନ୍ତୁ ରେକର୍ଡ ଉପରେ

ସିଡନୀ, ୦୪।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଦିନିକିଆ ଜିତିବା ପରେ ଭାରତର ଆତ୍ମବିଶ୍ୱାସ ଅଧିକ ରହିଛି । ଶୁକ୍ରବାରଠୁ ଉଭୟ ଦଳ ମଧ୍ୟରେ ଆରମ୍ଭ ହେବ ଟି୨୦ ସିରିଜ । ପ୍ରଥମ ଟି୨୦ କାନବେରାରେ ଖେଳାଯିବ । ଭାରତର ରେକର୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ରେ ଭଲ ରହିଛି । ଭାରତ ଅଷ୍ଟ୍ରେଲିଆରେ ୯ଟି ଟି୨୦ ମ୍ୟାଚ୍ ଖେଳିଛି । ଏଥିରେ ଦଳକୁ ୫ ଥର ବିଜୟ ମିଳିଛି । ଅଷ୍ଟ୍ରେଲିଆ ୩ ଥର ଜିତିଥିବା ବେଳେ ଗୋଟିଏ […]

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ ବ୍ୟାଟିଂ କରିବ ଭାରତ

କାନବେରା, ୦୪।୧୨: ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଟି୨୦ ସିରିଜର ପ୍ରଥମ ମ୍ୟାଚ୍ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଅଷ୍ଟ୍ରେଲିଆ । ଅଧିନାୟକ ଆରୋନ ଫିଞ୍ଚ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଭାରତ । ଭାରତର ରେକର୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ରେ ଭଲ ରହିଛି । ଭାରତ ଅଷ୍ଟ୍ରେଲିଆରେ ୯ଟି ଟି୨୦ ମ୍ୟାଚ୍ ଖେଳିଛି । ଏଥିରେ ଦଳକୁ ୫ ଥର ବିଜୟ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଏବେ ହ୍ବାଟସଆପ୍‌ରେ ମିଳିବ PNR ଷ୍ଟାଟସ୍, ଟ୍ରେନ୍‌ର ଲାଇଭ୍ ଲୋକେସନ ସହ ଅନ୍ୟ ଜରୁରୀ ସୂଚନା

ନୂଆଦିଲ୍ଲୀ ୪।୧୨: ଟ୍ରେନ୍ ସହ ଜଡିତ ସୂଚନା ପାଇଁ ଭିନ୍ନ-ଭିନ୍ନ ଓ୍ବେବସାଇଟ୍ ର ବ୍ୟବହାର କରିବାକୁ ପଡୁଥିଲା । ମାତ୍ର ମୁମ୍ବାଇର ଏକ ଷ୍ଟାଟଅପ୍ Railofy ନିଜ ଆପ୍ ରେ ଏମିତି ଏକ ଫିଚର ଆଣିଛି ଯାହାକୁ ବ୍ୟବହାର କରି ଲୋମାନେ ପିଏନଆର ଷ୍ଟାଟସ, ଟ୍ରେନ୍ ଯାତ୍ରା ସୂଚନା, ଟ୍ରେନ୍ ଲାଇଭ୍ ଷ୍ଟେସନ ସମେତ ଅନେକ ସୂଚନା ଗୋଟିଏ ସ୍ଥାନରେ ପାଇପାରିବେ । Railofyର ଏହି ଫିଚରର ଲାଭ ଉଠାଇବା ପାଇଁ ୟୁଜର୍ସ ଓ୍ବାଟସଆପ୍ ନମ୍ବରରେ ନିଜ […]

ଦେଶ ବିଦେଶ ମନୋରଞ୍ଜନ

ଆତ୍ମହତ୍ୟା କଲେ ‘ତାରକ ମେହତା କା ଉଲଟା ଚଶମା’ର ଲେଖକ ଅଭିଷେକ ମକଓ୍ବାନା : ସୁଇସାଇଡ ନୋଟରେ ଲେଖିଥିଲେ କାରଣ

ମୁମ୍ବାଇ ୪/୧୨: ଟିଭି ଧାରାବାହିକ ‘ତାରକ ମେହତା କା ଉଲଟା ଚଶମା’ର ଲେଖକ ଅଭିଷେକ ମକଓ୍ବାନା ଆତ୍ମହତ୍ୟା କରିଛନ୍ତି। ତାଙ୍କର ଏକ ସୁଇସାଇଡ ନୋଟ୍ ସାମନାକୁ ଆସିଛି। ଅଭିଷେକ ଦୀର୍ଘ ଦିନରୁ ଏହି ଧାରାବାହିକ ପାଇଁ ଲେଖାଲେଖି କରୁଥିଲେ। ପୋଲିସ୍ ଦେଇଥିବା ସୂଚନା ଅନୁଯାୟୀ ଅଭିଷେକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଛାଡ଼ି ଯାଇଥିଲେ ଯେଉଁଥିରେ ସେ ଆର୍ଥିକ ସମସ୍ୟା କଥା ଲେଖିଥିଲେ। ଅଭିଷେକ ଗତ ସପ୍ତାହ​‌ରେ ଆତ୍ମହତ୍ୟା କରିଛନ୍ତି ଏବଂ ତାଙ୍କ ପରିବାର […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆମାଜନରେ ଅନଲାଇନରେ ନିର୍ମାଲ୍ୟ ବିକ୍ରୀ ପ୍ରସଙ୍ଗ: ସିଂହଦ୍ବାର ଥାନାରେ ଏତଲା ଦେଲେ ପୁରୀ ପ୍ରଶାସନ

ଭୁବନେଶ୍ବର୪/୧୨: ଆମାଜନରେ ଅନଲାଇନରେ ନିର୍ମାଲ୍ୟ ବିକ୍ରୀ କରିବା ପଡିଲା ମହଙ୍ଗା। ସିଂହଦ୍ବାର ଥାନାରେ ଆମାନଜ ବିରୋଧରେ ଏତଲା ଦିଆଯାଇଛି।ଅନଲାଇନରେ ନିର୍ମାଲ୍ୟ ବିକ୍ରୀ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି।କେଉଁ ଆଧାରରେ ଓ କାହା ନିର୍ଦ୍ଦେଶରେ ଆମାଜନ ନିର୍ମାଲ୍ୟ ବିକ୍ରୀ କରୁଛି ସେ ନେଇ ଏତଲାରେ ଦର୍ଶାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଧାରା 30(ଏ), ଆଇପିସି 109 ଏବଂ 295 ରେ ମାମଲା ରୁଜୁ କରିବାକୁ ପୁରୀ ପ୍ରଶାସନ ପକ୍ଷରୁ କୁହାଯାଇଛି। ଇ-କର୍ମସ ୱେବସାଇଟ୍‌ରେ ଆମାଜନର ନିର୍ମାଲ୍ୟ […]

ଦେଶ ବିଦେଶ ମନୋରଞ୍ଜନ

ଜନ୍‌ ଆବ୍ରାହମଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର, ବଡ଼ ସମ୍ମାନରେ ସମ୍ମାନିତ ହେଲେ ଅଭିନେତା

ନୂଆଦିଲ୍ଲୀ ୦୨/୧୨: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କୁ ମିଳିଲା ବଡ଼ ସମ୍ମାନ। ପିପୁଲ୍‌ ଫର ଦି ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମାଲ୍‌ (ପେଟା) ଦ୍ବାରା ଜନ୍‌ଙ୍କୁ ପର୍ସନ ଅଫ୍‌ ଦି ୟଅର ସମ୍ମାନ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଇ ରିଟେଲର ‘କ୍ବିକର’କୁ ଜିବୀତ ପଶୁଙ୍କ ବେପାର ବନ୍ଦ କରିବାକୁ କହିଥିଲେ ଜନ୍‌ ଆବ୍ରାହମ। ପଶୁମାନଙ୍କ ପାଇଁ ଭଲ ଚିନ୍ତା କରୁଥିବା ଜନ୍‌ଙ୍କୁ ପେଟା ପକ୍ଷରୁ ସମ୍ମାନିତ କରାଯାଇଛି। ପେଟା ଇଣ୍ଡିଆ ସହ ମିଶି ଜନ୍‌ ପଶୁ […]