ଦେଶରେ ୨୪ଘଣ୍ଟାରେ ୩୬,୬୫୨କରୋନା ଆକ୍ରାନ୍ତ ଚିହ୍ନଟ, ୫୧୨ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬ହଜାର ୬୫୨ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୫୧୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମଣ ମାମଲା ୯୬,୦୮,୨୧୧କୁ ବୃଦ୍ଧି ପାଇଛି। ଏହା ସହ ଏପର୍ଯ୍ୟନ୍ତ ଦେଶରେ ମୋଟ ୯୦ଲକ୍ଷ ୫୮ହଜାର ୮୨୨ଜଣ କରୋନାରୁ ଆରୋଗ୍ୟ ହୋଇସାରିଛନ୍ତି। ତେବେ ଦେଶରେ ସୁସ୍ଥତା ହାର ବଢ଼ିବା ସହ ସକ୍ରିୟ ମାମଲା ୪ ଲକ୍ଷକୁ ଖସିଛି। ଦେଶରେ […]





