ବିଶ୍ୱ ରେକର୍ଡ କଲେ ଭାରତୀୟ ଗହଣା କାରିଗର: ୧୨ ହଜାର ୬୩୮ ହୀରାରେ ତିଆରି କଲେ ଆକର୍ଷଣୀୟ ମୁଦି
ମେରଠ ୦୫/୧୨ : ମେରଠର ଶିଳ୍ପୀ ହର୍ଷିତ ବଂଶଲଙ୍କ ମୁଦି ମାରିଗୋଲ୍ଡ-ଏ ରିଙ୍ଗ ଅଫ ପ୍ରାସପରିଟି (The Marigold – The Ring of Prosperity) ନୂଆ କୀର୍ତ୍ତିମାନ ସୃଷ୍ଟି କରିଛି। ୧୨ ହଜାର ୬୩୮ଟି ଛୋଟା ଛୋଟା ହୀରାରେ ତିଆରି ଏହି ମୁଦିର ନାଁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି। ତେବେ ଖାସ କଥା ହେଲା ଏହା ପୂର୍ବରୁ ମଧ୍ୟ ଏହି ରେକର୍ଡ ଭାରତ ନାଁରେ ହିଁ ଥିଲା। ପୂର୍ବରୁ ଗିନିଜ […]



