୨୦୨୧ରେ ମାଡ ହେବ ବଡ ଧୂମକେତୁ, ବ୍ୟାପିବ ମହାମାରୀ, ସମୁଦ୍ରରେ ଲୀନ ହୋଇଯିବ ଭୂଖଣ୍ଡ ! ଏମିତି କିଛି କହୁଛି ୪୬୫ ବର୍ଷ ତଳର ବହି ‘ଲେସ୍ ପ୍ରୋଫେଟିସ୍’
ନୂଆଦିଲ୍ଲୀ,୦୭/୧୨: ୨୦୨୧ରେ କଣ ହେବ ପୃଥିବୀର ଭବିଷ୍ୟତ ? କିଛି ବଡ ବିପଦ ଅଛି ନା ନାହିଁ ? ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ କି ? ଏହି ଘଟଣା ଉପରୁ ପରଦା ଉଠାଇଛି ଫ୍ରାନ୍ସରେ ଜନ୍ମିତ ମାଇକେଲ୍ ଦି ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ । ୪୬୫ ବର୍ଷ ତଳର ଏହି ଭବିଷ୍ୟବାଣୀ ଆଜିଯାଏଁ ଲୋକଙ୍କୁ ଚକିତ କରି ଆସିଛି । ସେ ‘ଲେସ୍ ପ୍ରୋଫେଟିସ୍’ ନାମକ ଏକ ବହିରେ ବିଶ୍ୱକୁ ନେଇ ଅନେକ ଭବିଷ୍ୟବାଣୀ କରିଥିଲେ […]


