ମୁହଁ ଦାଗ ଦୂର କରିବାର ରାମବାଣ ଉପାୟ: ଏହି ୫ଟି ଉପାୟରେ ବ୍ୟବହାର କରନ୍ତୁ ତୁଳସୀ ପତ୍ର
ଭୁବନେଶ୍ୱର ୧୦/୧୨ : ଘରେ ଘରେ ପୂଜା ପାଉଥିବା ତୁଳସୀର ଅନେକ ଗୁଣ ରହିଛି। ଏହା ଏକ ଔଷଧୀୟ ଗଛ। ସ୍ୱାସ୍ଥ୍ୟ ଓ ତ୍ୱଚା ସମ୍ବନ୍ଧୀୟ ଅନେକ ଛୋଟ ଛୋଟ ସମସ୍ୟାରୁ ମୁକ୍ତି ମିଳିଥାଏ। ନିୟମିତ ତୁଳସୀ ସେବନ କଲେ ଥଣ୍ଡା କାଶ ଦୂର ହୋଇଥାଏ। ମୁହଁରେ ତୁଳସୀ ପତ୍ର ନିୟମିତ ଲଗାଇଲେ ଦାଗ ଦୂର ହେବାସହ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହି ୫ଟି ଉପାୟରେ ତୁଳସୀ ପତ୍ର ବ୍ୟବହାର କଲେ ଆପଣଙ୍କ […]