ବର୍ଷ ୨୦୨୦ ରେ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ବ୍ୟକ୍ତିଙ୍କ ତାଲିକା ଜାରି କଲା ଗୁଗଲ୍, ଟପ୍ ୧୦ରେ ଅଛନ୍ତି…
ନୂଆଦିଲ୍ଲୀ ୧୦/୧୨ : ଗୁଗଲ ଜାରି କରିଛି ୨୦୨୦ ର ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ବ୍ୟକ୍ତିଙ୍କ ନାଁ। ଟପ୍ ୧୦ ରେ ଅଛନ୍ତି ଅନେକ ଭାରତୀୟ ଅଭିନେତା ଅଭିନେତ୍ରୀ। ଜାଣନ୍ତୁ ଟପ୍ ୧୦ରେ କିଏ କିଏ ଅଛନ୍ତି : ୧. ଜୋ ବାଇଡେନ୍ – ବର୍ଷ ୨୦୨୦ରେ ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ବ୍ୟକ୍ତିଙ୍କ ତାଲିକାରେ ପ୍ରଥମେ ଅଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍। ତାଙ୍କୁ ସବୁଠାରୁ ଅଧିକ ଭାରତୀୟ ହିଁ […]