ରାଜ୍ୟ ସ୍ପେଶାଲ ରିପୋର୍ଟ

ପାରିବାରିକ କଳହକୁ ନେଇ ଜୀବନ ହାରିଲେ ତୁରୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ

କିଶୋରନଗର: ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକଙ୍କ ମୃତଦେହ ମିଳିବା ଘଟଣା କିଶୋରନଗର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ସୂଚନା ଅନୁଯାୟୀ, ଅଙ୍ଗପଡା ପଞ୍ଚାୟତର ତୁରୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷୀକେଶ ସାହୁ ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହରୁ ସେ ଜୀବନ ହାରିଥିବା କୁହାଯାଉଛି। ଆଜି ସକାଳ ସାଢ଼େ ଆଠଟା ବେଳକୁ ବିଦ୍ୟାଳୟରେ ଅଙ୍ଗନବାଡି କର୍ମୀ ପ୍ରଧାନ ଶିକ୍ଷକଙ୍କ ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୋସେଇଁଧାରା ଜଳପ୍ରପାତରେ ୮୦ ଫୁଟ ତଳକୁ ଖସୁଛି ପାଣି, ପ୍ରଶାସନର ଅବହେଳା ଯୋଗୁଁ ବଦଳୁନି ଭାଗ୍ୟ?

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଅନେକ ପର୍ଯ୍ୟଟନସ୍ଥଳୀ। ବ୍ଲକରେ ରହିଥିବା ଅନେକ ଶୈବପୀଠ ଓ ଜଳପ୍ରପାତ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏଥି ମଧ୍ୟରୁ ଅନ୍ୟତମ ଜଳପ୍ରପାତ ହେଉଛି ଗୋସେଇଁଧାରା। ଏହି ପର୍ଯ୍ୟଟନସ୍ଥଳୀର ଉପର ଭାଗରେ ରହିଛି ଶିବ ମନ୍ଦିର। ଶିବ ମନ୍ଦିର ନିକଟରେ ଏକ ପଥର କରଡ଼ରେ ରହିଛି ମା’ ପାର୍ବତୀଙ୍କ ଆସ୍ଥାନ। ଏହି ଦୁଇଟି ଆସ୍ଥାନ ମଧ୍ୟରେ ବୋହି ଯାଉଛି ଝରଣା। ବର୍ତ୍ତମାନ ଶୀତ ବଢ଼ିବାରେ ଲାଗିଥିବା ବେଳେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଅକୁ ବାଇକରେ ସ୍କୁଲରେ ଛାଡ଼ିବାକୁ ଯିବା ବେଳେ ବାଟରେ ଛକିଥିଲା ଯମ, ନେଇଗଲା ବାପାଙ୍କ ପ୍ରାଣ

କାଲିମେଳା: ନିଜ ପୁଅକୁ ବାଇକରେ ସ୍କୁଲରେ ଛାଡ଼ିବାକୁ ଯିବା ବେଳେ ବାଟରେ ଛକି ରହିଥିଲା ଯମ। ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ। ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ମରଣ ସହ ସଂଘର୍ଷ କରୁଛି ପୁଅ। ଏପରି ଏକ ଦୁର୍ଘଟଣା ଆଜି ସକାଳୁ କାଲିମେଳା ସହର ଠାରୁ ମାତ୍ର ୧ କିମି ଦୂର ରାଇସ ମିଲ ନିକଟରେ ଘଟିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଏମଭି ୭୦ ସ୍କୁଲର ଶିକ୍ଷକ ଅଜୟ କୁମାର ମହାନ୍ତି। ସେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଲ ଖବର: ପରିବା ଚାଷ କରି ଗାଁର ସମସ୍ତେ ସ୍ବାବଲମ୍ବୀ

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମର ସମସ୍ତ ପରିବାର ପରିବା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି। ଗାଁରେ ୭ ଶହ ପରିବାରର ୪ ହଜାର ଲୋକ ବାସ କରୁଥିବା ବେଳେ ସମସ୍ତେ ପରିବା ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ଶିବନାରାୟଣପୁର ଗାଁ ଚାରିପଟକୁ ଘେରି ରହିଛି ଚାଷଜମି। ନଭେମ୍ବର ମାସରେ ଧାନ ଅମଳ ପରେ ଗାଁର ସମସ୍ତ ପରିବାର ଲାଗିପଡ଼ନ୍ତି ପରିବା ଚାଷରେ। ଉଭୟ ପୁରୁଷ ଓ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଇତିହାସ ପୃଷ୍ଠାରୁ: ଅଣକଂଗ୍ରେସର ଗଡ଼ କେନ୍ଦ୍ରାପଡ଼ା, ବିଜୁ ପଟ୍ଟନାୟକ ତିନିଥର ଜିତିଥିଲେ

ଡ. ଚିତ୍ତରଂଜନ ବେହେରା ADVERTISEMENT javascript:false javascript:false javascript:false ଅଣକଂଗ୍ରେସର ଗଡ଼ ରହିଆସିଛି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର। ଏହି ଆସନରୁ ଥରୁଟିଏ ମାତ୍ର ୧୯୫୨ ପ୍ରଥମ ସାଧାରଣ ନିର୍ବାଚନରେ ଜାତୀୟ କଂଗ୍ରେସ ବିଜୟର ସ୍ବାଦ ଚାଖିଥିଲା। ସେଥର ନିତ୍ୟାନନ୍ଦ କାନୁନଗୋ ବିଜୟୀ ହୋଇଥିଲେ। ମାତ୍ର ଏଯାବତ୍ ସେଠାରେ ଆଉ କେବେ ବି ଜାତୀୟ କଂଗ୍ରେସ ତାର ଖାତା ଖୋଲିପାରି ନାହିଁ। ଓଡ଼ିଶାର ୨୧ ଲୋକସଭା ଆସନ ମଧ୍ୟରୁ କେନ୍ଦ୍ରାପଡ଼ା ଏକ ନିଆରା କ୍ଷେତ୍ର ଭାବରେ ବେଶ୍ ପରିଚିତ, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସାଇସ୍ବରୂପାଙ୍କ ନିଖୋଜ ହେବା ବର୍ଷେ ପୂରିଲା; ପୁଲିସର ହାତ ଖାଲି

ରାୟଗଡ଼ା: ରାୟଗଡା ଗୁଡାରୀର ଜି.ଭେଙ୍କେଟ ରାଓଙ୍କ କନ୍ୟା ସାଇସ୍ବରୂପା ନିଖୋଜ ହେବା ବର୍ଷେ ପୂରିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ନା ପରିବାର ଲୋକେ ତାର ସନ୍ଧାନ ପାଇପାରିଲେ ନା ପୁଲି ଟେର ବି ପାଇପାରିଲା ନାହିଁ। ଗୁଡାରୀ ସଦର ମହକୁମାରେ ଜି.ଭଙ୍କେଟ ରାଓ ଏକ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି। ଭେଙ୍କେଟ ଜଣେ ଭିନ୍ନକ୍ଷମ ବ୍ୟକ୍ତି। ସେହିପରି ତାଂକ ପତ୍ନୀ ମଧ୍ୟ ଅସୁସ୍ଥ। ଭେଙ୍କେଟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ। ପ୍ରତିଦିନ ଭଳି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ! ଥଣ୍ଡାର ସହର ଘୁ.ଉଦୟଗିରିରେ ହୋଇପାରୁନି ପର୍ଯ୍ୟଟନର ବିକାଶ

ଘୁ.ଉଦୟଗିରି: ଗତ ଦୁଇ ବର୍ଷ ଧରି ସାରା ଓଡ଼ିଶାରେ ଶୀତର ସହର ବା ଅଧିକ ଥଣ୍ଡାର ଅଞ୍ଚଳ ଭାବେ ପରିଚିତ ଘୁ.ଉଦୟଗିରିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ବର୍ତ୍ତମାନ ଥଣ୍ଡାର ମଜା ନେବା ନିମନ୍ତେ ଏବଂ ସକାଳ କୁହୁଡ଼ି ଓ ସୂର୍ଯ୍ୟ ଉଦୟ ଦେଖିବା ନିମନ୍ତେ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକମାନଙ୍କ ଭିଡ଼ କଳିଙ୍ଗା ଘାଟି, କଳିଙ୍ଗା ଉଦ୍ଭିଦ ଉଦ୍ୟାନ, ବଣଭୋଜି କରିବା ନିମନ୍ତେ କଳିଙ୍ଗା ଝାଉଁ ବଣ, ମୁକୁଲିଙ୍ଗିଆ କାଲିଗାଡୁ ହିଲଟପ, ସିର୍କୀ ଇକୋ ପାର୍କ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରୋଚକ ସ୍ଥିତିରେ ଜଗତସିଂହପୁର ରାଜନୀତି: ସବୁ ଆସନରେ ବଦଳିଯିବ ଚେହେରା!

ଜଗତସିଂହପୁର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲା ରାଜନୀତି ଏବେ ସବୁଠୁ ରୋଚକ ମୋଡ଼ରେ ରହିଛି। ସ୍ଥିତି ଏମିତି ହୋଇଛି ଯେ ଜିଲ୍ଲାର ୪ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ପ୍ରାୟ ସବୁ ଦଳରେ ନୂଆ ମୁହଁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଏହା କେବଳ ଶାସକ ଦଳ ବିଜେଡି ଅଥବା ବର୍ତ୍ତମାନର ବିଧାୟକ ଓ ସାଂସଦଙ୍କ ପରିପ୍ରେକ୍ଷୀରେ ଆଲୋଚନା ହେଉ ନାହିଁ, ବିରୋଧୀ ଦଳ ବିଜେପି ଓ କଂଗ୍ରେସର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀତତାପ ନିୟନ୍ତ୍ରିତ ସେଡ୍‌ ନିର୍ମାଣ: ଖଞ୍ଜାଗଲା ଲୌହ ସରଞ୍ଜାମ

ପୁରୀ: ବଡ଼ଦାଣ୍ଡ ମରିଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୀତତାପ ନିୟନ୍ତ୍ରିତ ସେଡ୍‌ ନିର୍ମାଣ ଆରମ୍ଭ ହୋଇଥିବାବେଳେ ଗତକାଲି ଆସିଥିବା ଲୌହ ସରଞ୍ଜାମ ଖଞ୍ଜା ପ୍ରକ୍ରିୟା ଆରମ୍ଭ ହୋଇଛି। ଲୌହ ସରଞ୍ଜାମ ଖଞ୍ଜାଯିବା ପରେ ଏହାର ଚତୁଃପାର୍ଶ୍ବରୁ ଫ୍ୟାବ୍ରିକ ଷ୍ଟ୍ରକ୍‌ଚର ହୋଇ ଏସି ସଂଯୋଗ କରାଯିବ। ଅନ୍ୟପଟେ ଆଜି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ସେଡ୍‌ ସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏସ୍‌ପି ଡ. କେ ବିଶାଲ ସିଂହ, ଏଏସ୍‌ପି ବିଷ୍ଣୁପ୍ରସାଦ ପତି, ଏଏସ୍‌ପି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସୋନପୁର ନିର୍ବାଚନମଣ୍ଡଳୀ : ସୁଯୋଗ ଅପେକ୍ଷାରେ ମହିଳା ପ୍ରାର୍ଥୀ

ସୋନପୁର: ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଏଯାଏ କୌଣସି ମହିଳା ବିଧାନସଭାକୁ ଯାଇ ନାହାନ୍ତି। ଏପରିକି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମହିଳାଙ୍କୁ ପ୍ରାର୍ଥୀ ସୁଦ୍ଧା କରି ନାହାନ୍ତି। ୧୯୫୧ ନିର୍ବାଚନରେ ଗଣତନ୍ତ୍ର ପରିଷଦର ଅନନ୍ତରାମ ନନ୍ଦ, ୧୯୫୭ରେ ଗଣତନ୍ତ୍ର ପରିଷଦର ଅନନ୍ତରାମ ନନ୍ଦ, ୧୯୬୧ରେ ଗଣତନ୍ତ୍ର ପରିଷଦର ଦୌଲତ ବାଘ, ୧୯୬୭ ଓ ୧୯୭୧ରେ ସ୍ବତନ୍ତ୍ର ଦଳର ନୀଳାମ୍ବର ରାୟଗୁରୁ, ୧୯୭୪ରେ ସ୍ବତନ୍ତ୍ର ଦଳର ଦୌଲତ ବାଘ, ୧୯୭୭ରେ ଜନତା ପାର୍ଟିର ଦେବରାଜ ସେଠ, ୧୯୮୦ ରେ କଂଗ୍ରେସ(ଆଇ)ର […]