ଖେଳ ଦେଶ ବିଦେଶ

ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ଧୋନୀ, ତାଙ୍କ ରୋଜଗାର କେତେ ଜାଣନ୍ତି ?

ନୂଆଦିଲ୍ଲୀ, ୧୧|୧୨: ଆଇପିଏଲ-୨୦୨୦ରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଦଳ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଲିଗ୍ ପର୍ଯ୍ୟାୟରୁ ବିଦା ହୋଇଥିଲା । କହିବାକୁ ଗଲେ ଗତ ଆଇପିଏଲ ଚେନ୍ନାଇ ପାଇଁ କୌଣସି ଦୁଃସ୍ୱପ୍ନଠୁ କମ୍ ନୁହେଁ । କିନ୍ତୁ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ଅଟନ୍ତି । ଆଜିଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଖେଳି ସେ ସବୁଠାରୁ ଅଧିକ ଟଙ୍କା ଆୟ କରିଛନ୍ତି । […]

କମିବ ପରୀକ୍ଷାର୍ଥୀଙ୍କ ଚିନ୍ତା ! ଫେବୃଆରୀ ଆରମ୍ଭରୁ ୪ ଥର ହେବ JEE ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ ୧୧/୧୨: ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ ମେନ୍)କୁ ନେଇ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ୨୦୨୧ରେ ଜେଇଇ ମେନ୍‌ ପରୀକ୍ଷା ୪ ଥର ଅନୁଷ୍ଠିତ ହେବ। ଫେବୃଆରୀ ୨୦୨୧ରୁ ପ୍ରତିମାସ ପରୀକ୍ଷା ଅନୁଷ୍ଠିତ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କରୋନା କାଳରେ ପରୀକ୍ଷାର୍ଥୀମାନଙ୍କ ହିତରେ ଫେବୃଆରୀ ୨୦୨୧ରୁ ମେ ପର୍ଯ୍ୟନ୍ତ ୪ ଥର ପରୀକ୍ଷା କରାଯିବ। ଗୁରୁବାର ବୋର୍ଡ ଓ କମ୍ପିଟିଟିଭ୍‌ ପରୀକ୍ଷା ସମ୍ପର୍କରେ ଶିକ୍ଷାର୍ଥୀ ଓ ଅଭିଭାଭକଙ୍କ ସହ ଆଲୋଚନା […]

କଳା ଓ ସଂସ୍କୃତି ଦେଶ ବିଦେଶ

ଚାଉଳ-ଗଛରେ ଦୀପ-ବତି

ଆମେ ସାଧାରଣତଃ ଭୂମି ଉପରେ ଦୀପ ଦେଉ। କିନ୍ତୁ ଦୀପଦାନର ପାରମ୍ପରିକ ବିଧି ହେଉଛି, “ବୃକ୍ଷେଷୁ ଦୀପୋ ଦାତବ୍ୟଃ / ନ ଭୂମିଷୁ କଦାଚନ।” ଅର୍ଥାତ୍‌, “ବୃକ୍ଷରେ ଦୀପଦାନ କରିବ; ଭୂମିରେ କେବେହେଁ ନୁହେଁ।” ଶ୍ରୀମନ୍ଦିରର ବିଭିନ୍ନ ନୀତିରେ ଏହି ପରମ୍ପରା ରକ୍ଷା କରାଯାଉଥିବା ଲକ୍ଷ୍ୟ କରାଯାଏ। ଶ୍ରୀମନ୍ଦିରରେ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦାରେ ପାଳିତ ହୁଏ ‘ଦେବ-ଦୀପାବଳି’। ଏହି ତିନିଦିନିଆ ନୀତିରେ ସ୍ୱୟଂ ଶ୍ରୀଜଗନ୍ନାଥ ତାଙ୍କର ବିଭିନ୍ନ ଯୁଗର ପିତୃପୁରୁଷ- ଯଥା […]

ରୋହିତ ଶର୍ମା ଫିଟ୍ : ଏବେ ଅଷ୍ଟ୍ରେଲିଆ ଯିବା ବାଟ ଫିଟିଲା, କେବଳ ଖେଳିବେ ଶେଷ ଦୁଇ ଟେଷ୍ଟ

ମୁମ୍ବାଇ ୧୧।୧୨: ଶେଷରେ ଉତ୍କଣ୍ଠିତ ଖବରଟି ଆସିଲା । ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଫିଟନେସ ପରୀକ୍ଷାରେ ପାସ୍ । ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ରୋହିତ ଫିଟ୍ ହୋଇଥିବାରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏବଂ ଭାରତୀୟ ପ୍ରଶଂସକଙ୍କ ଲାଗି ଏହା ଆଶ୍ବସ୍ତି ଏବଂ ଖୁସିର ଖବର । ଏବେ ରୋହିତଙ୍କ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିସିସିଆଇର ନିର୍ଦ୍ଦେଶକୁ ଅପେକ୍ଷା । ଶୁକ୍ରବାର ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଅନୁଷ୍ଠିତ ଫିଟନେସ୍ ପରୀକ୍ଷାରେ ଆଇପିଏଲ୍ ଚାମ୍ପିୟନ […]

ଡିସେମ୍ବର ୧୪ରୁ ଖୋଲିବ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ସ୍କୁଲ, କୋଭିଡ୍-୧୯ ରିପୋର୍ଟ ବାଧ୍ୟତାମୂଳକ, ଏହି ରାଜ୍ୟ ସରକାରଙ୍କ ଘୋଷଣା

ଚଣ୍ଡିଗଡ ୧୦/୧୨ : ହରିୟାଣାରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଡିସେମ୍ବର ୧୪ରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଖୋଲାବାକୁ ନିଷ୍ପତ୍ତି ନେଇଛି ହରିୟାଣା ସ୍କୁଲ ଶିକ୍ଷା ବିଭାଗ । ପ୍ରତିଦିନ ୩ ଘଣ୍ଟା ପାଇଁ ଶିକ୍ଷା ଦାନ କରାଯିବ । କୋଭିଡ-୧୯ ଗାଇଡଲାଇନ୍ ପାଳନ କରି ୧୦ମ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ କୁହାଯାଇଛି । ତେବେ […]

କେବେ ମିଳିବ ଶ୍ରୀଜୀଉଙ୍କ ଦର୍ଶନ ? ଶନିବାର ମିଳିପାରେ ଖୁସି ଖବର

ପୁରୀ ୧୦/୧୨: ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ । ଆଜି ଏଭଳି କିଛି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଖୋଲିବା ସହ ସାଧାରଣ ଭକ୍ତଙ୍କ ଲାଗି କିଭଳି ଦର୍ଶନ ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ଆଲୋଚନା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ । ସେହିଭଳି ଏହି ବୈଠକରେ ଶ୍ରୀମନ୍ଦିରରେ ପହିଲିଭୋଗ ନୀତି ସହ […]

ଭାରତ ବନ୍ଦକୁ ବିରୋଧ କଲେ କଙ୍ଗନା : କହିଲେ ‘ଚାଷୀଙ୍କୁ ପଥଭ୍ରଷ୍ଟ କରୁଛନ୍ତି ଦିଲଜିତ-ପ୍ରିୟଙ୍କା’

ମୁମ୍ବାଇ ୧୧/୧୨: ଅଭିନେତ୍ରୀ କଙ୍ଗନା ରଣୌତ ଏବେ ଚାଷୀ ଆନ୍ଦୋଳନକୁ ନେଇ ଅନେକ ଟ୍ବିଟ୍ କରୁଛନ୍ତି। କଙ୍ଗନାଙ୍କ ଷ୍ଟାଣ୍ଡ ଲଗାତାର ସରକାରଙ୍କ ଆଡ଼କୁ ନରମ ଏବଂ ବିରୋଧ କରୁଥିବା ଚାଷୀଙ୍କ ଆଡ଼କୁ କଡ଼ା ରହିଛି। ଏବେ କଙ୍ଗନା ପୁଣି ଥରେ ଦିଲଜିତ ଦୋସାଞ୍ଝଙ୍କୁ ଟ୍ବିଟରରେ ଟାର୍ଗେଟ୍ କରିବାକୁ ଉଦ୍ୟମ କରିଛନ୍ତି। ଏହା ପୂର୍ବରୁ ଚାଷୀ ଆନ୍ଦୋଳନରେ ଏକ ଫେକ୍ ଟ୍ବିଟକୁ ନେଇ କଙ୍ଗନା ଏବଂ ଦିଲଜିତଙ୍କ ମଧ୍ୟରେ ବିବାଦ ହୋଇ ସାରିଛି। କେବଳ ଏତିକି ନୁହେଁ ଏଥର […]

ଝିଅ ବାହାଘର ଦିନ ମାଆ ବାହାଘର : ଗୋଟିଏ ମଣ୍ଡପରେ ହେଲା ବିବାହ…ଏମିତି କେମିତି ହେଲା?

ଗୋରଖପୁର ୧୧/୧୨: ଉତ୍ତରପ୍ରଦେଶର ଗୋରଖପୁରରେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ଅନୁସାରେ ଗୋଟିଏ ମଣ୍ଡପରେ ମା-ଝିଅ ଦୁହେଁ ବିବାହ କରିଛନ୍ତି। ଝିଅ ଇନ୍ଦୁଙ୍କ ବିବାହ ତାଙ୍କ ସମବୟସ୍କ ଯୁବକ ରାହୁଲଙ୍କ ସହ ହୋଇଥିବାବେଳେ ୫୩ବର୍ଷୀୟା ମା ବେଲା ଦେବୀଙ୍କ ବିବାହ ନିଜର ୫୫ବର୍ଷୀୟ ଅବିବାହିତ ଦିଅର ଜଗଦୀଶଙ୍କ ସହ ହୋଇଛି। ଗୋରଖପୁରର ପିପରୌଲି ବ୍ଲକରେ ଆୟୋଜିତ ଏହି ସାମୂହିକ ବିବାହ କାର୍ଯ୍ୟକ୍ରମରେ ମୋଟ ୬୩ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ମୁସଲିମ୍ ଯୋଡ଼ି […]

ଏକତରଫା ପ୍ରେମରେ ଡାନ୍ସରଙ୍କୁ ଗୁଳି କଲା ପାଗଳ ପ୍ରେମିକ : ବିବାହ ବିଚ୍ଛେଦ ପରେ ମାଙ୍କ ଓର୍କେଷ୍ଟାରେ କରୁଥିଲେ କାମ

ରକ୍ସୌଲ ୧୧/୧୨: ବିହାରରେ ପୂର୍ବ ଚମ୍ପାରଣ ଜିଲ୍ଲାର ରକ୍ସୌଲର କୋଚରଓ୍ବାଡ଼ି ଗାଁରେ ଭଡ଼ାଘରେ ରହୁଥିବା ପୂଜା କୁମାରୀଙ୍କୁ ଏକତରଫା ପ୍ରେମ ଚକ୍କରରେ ସେହି ଗାଁର ଜଣେ ଯୁବକ ଗୁରୁବାର ରାତିରେ ଘରେ ପଶି ଗୁଳି କରି ଦେଇଛନ୍ତି। ପୂଜାଙ୍କ ହାତରୁ ବହୁତ କଷ୍ଟରେ ଡାକ୍ତର ଗୁଳି ବାହାର କରିଥିଲେ। ପଶ୍ଚିମ ଚମ୍ପାରଣର ମୂଳ ବାସିନ୍ଦା ୨୬ବର୍ଷୀୟା ପୂଜାଙ୍କ ବିବାହ ସମସ୍ତିପୁର ପୂସା ବାସିନ୍ଦା ବିଜୟ ଠାକୁରଙ୍କ ସହ ହୋଇଥିଲା ଯାହାଠୁ ତାଙ୍କର ୩ପିଲା ଅଛନ୍ତି। ୪ବର୍ଷ ତଳେ […]

ରାଜ୍ୟରେ ଆଉ ୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ଛୁଇଁଲା ୧୭୯୮

ଭୁବନେଶ୍ବର ୧୧।୧୨: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୪ ମୃତକଙ୍କ ମଧ୍ୟରେ ବରଗଡ, ଖୋର୍ଦ୍ଧା, ମାଲକାନଗିରି ଏବଂ ମୟୁରଭଞ୍ଜ ଜିଲ୍ଲାରୁ ଜଣେ […]