ଏଥର ହେବନି ବରଗଡ ଧନୁଯାତ୍ରା, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାତିଲ

ବରଗଡ଼ ୧୩।୧୨: ଚଳିତ ବର୍ଷ ହେବନି ବରଗଡ ଧନୁଯାତ୍ରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରା ବାତିଲ କରାଯାଇଛି । ଏ ନେଇ ଧନୁଯାତ୍ରା ମହୋତ୍ସବ ସମିତି ବୈଠକରେ ନିଷ୍ପତ୍ତି ହୋଇଛି । ଧନୁଯାତ୍ରା ଆୟୋଜନ ବାତିଲ ହୋଇଥିବା ନେଇ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ଦାସ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । କିଛି ଦିନ ଧରି କରୋନା ସଂକ୍ରମଣ ବଢିବା ପରେ ଏବେ […]

ଫ୍ରି ଫାୟର ଗେମ୍ ରୁ ମହାଭାରତ :୨ପରିବାର ମଧ୍ୟରେ ମାଡ଼ପିଟ,୬ ଆହତ

କଟକ ୧୩/୧୨: ଦିନକୁ ଦିନ ଅନଲାଇନ ଗେମ୍ ଚିନ୍ତାର କାରଣ ପାଲଟିଛି ।ଅନଲାଇନ ଗେମ୍ ପଞ୍ଝାରେ ଯୁବପିଢି ପଡ଼ିଯାଇଥିବା ବେଳେ ଏହା ଏବେ ଅନର୍ଥର କାରଣ ସାଜିଛି । ଭାରତରେ ପବଜ୍ଜି ଗେମ୍ ବ୍ୟାନ ପରେ ଏବେ ଯୁବ ପୀଢି ଫ୍ରି ଫାୟାର ମାୟାରେ । ତେବେ ଏହି ଅନ୍ ଲାଇନ୍ ଗେମ୍ ପାଇଁ ମହାଭାରତ ଯୁଦ୍ଧ ହୋଇ ଦୁଇ ସାହି ମଧ୍ୟରେ ୬ ଜଣ ଆହତ ହେବା ଏବେ ଚର୍ଚ୍ଚାର କେନ୍ଦ୍ରବନ୍ଦୁ ପାଲଟିଛି। ଏଭଳି ଘଟଣା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୦୭ ଛୁଇଁଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୧୩।୧୨: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୦୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୫ଜଣ କରୋନା ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ […]

ଭୁଲ୍ ଦିଗରେ ଶୋଉଛନ୍ତି କି? ଶୋଇବାବେଳେ ଏସବୁ ଜିନିଷ ପ୍ରତି ରଖନ୍ତୁ ଧ୍ୟାନ

ବାସ୍ତୁଶାସ୍ତ୍ରରେ ଦିଗର ବିଶେଷ ମହତ୍ତ୍ବ ରହିଥାଏ। ଶୋଇବାବେଳେ ମୁଣ୍ଡ ଏବଂ ଗୋଡ଼ ଉଚିତ ଦିଗରେ ରହିବା ଆବଶ୍ୟକ। ଯେଉଁଭଳି ଭାବେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପୌଷ୍ଟିକ ଆହାର ନିଆଯାଇଥାଏ ସେହିଭଳି ନିୟମିତ ଦିନଚର୍ଯ୍ୟା ପାଇଁ ଠିକ ଭାବେ ଶୋଇବା ମଧ୍ୟ ଜରୁରୀ। ଅନେକ ଲୋକ ଯେକୌଣସି ଦିଗରେ ଗୋଡ଼ ଏବଂ ମୁଣ୍ଡ କରି ଶୋଇ ଯାଆନ୍ତି ଏପରି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଏବଂ ଅନ୍ୟାନ୍ୟ ସମସ୍ୟା ହୋଇପାରେ। ଆସନ୍ତୁ ଜାଣିବା ଶୋଇବା ସହ ଜଡ଼ିତ ବାସ୍ତୁ ଟିପ୍ସ: […]

ପେଟ ପାଇଁ ଲାଭଦାୟକ ଏସବୁ ଜିନିଷ : ନିଶ୍ଚୟ କରନ୍ତୁ ଡାଏଟରେ ସାମିଲ

ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ପେଟ ଠିକ ଭାବେ କାମ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ଲିଭରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ନିହାତି ଜରୁରୀ। ଆଜିର ସମୟରେ ଅସ୍ବାସ୍ଥ୍ୟକର ଖାଦ୍ୟପେୟ ଅଭ୍ୟାସ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ପେଟ ସମ୍ବନ୍ଧିତ ସମସ୍ୟାର ଆଶଙ୍କା ଅଧିକ ରହିଥାଏ। ଆଜି ଆମେ ଜାଣିବା ଲିଭରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ଡାଏଟରେ କେଉଁ ଜିନିଷ ସାମିଲ କରିବା ଉଚିତ୍। ଏହି […]

୨୫ଲକ୍ଷ ଟଙ୍କାର ଡ୍ରେସ୍ ପିନ୍ଧି ମରୁଭୂମିରେ ପୋଜ ଦେଲେ ଉର୍ବଶୀ : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଫଟୋ

ମୁମ୍ବାଇ ୧୨/୧୨: ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ଷ୍ଟାଇଲରେ ଲୋକଙ୍କ ହୃଦୟରେ ରାଜ କରନ୍ତି। ଉର୍ବଶୀ ଅଳ୍ପ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ଉର୍ବଶୀ ରୌତେଲା ସାଉଦି ଆରବର ଏକ ଲୋକପ୍ରିୟ ମ୍ୟାଗାଜିନ୍ ସହ ଫଟୋଶୁଟ୍ କରିଥିଲେ ଯେଉଁଥିରେ ସେ ଅରେଞ୍ଜ ଗାଉନରେ ପ୍ରକୃତରେ ସୁନ୍ଦର ଲାଗୁଥିଲେ। ଉର୍ବଶୀ ପ୍ରଥମ ଏପରି ଭାରତୀୟ ଅଭିନେତ୍ରୀ ଯିଏ ଆନ୍ତର୍ଜାତୀୟ ମ୍ୟାଗାଜିନର କଭର ପେଜ ପାଇଁ ଫଟୋଶୁଟ୍ କରାଇଛନ୍ତି। ଏହି ଫଟୋଶୁଟରେ […]

ଷ୍ଟେସନରେ କୁଲି କାମ କରୁଥିଲେ ରଜନୀକାନ୍ତ, ଏପରି ଭାବେ ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିଥିଲେ ଥଲାଇବା

ନୂଆଦିଲ୍ଲୀ ୧୨/୧୨ : ଦକ୍ଷିଣ ଭାରତର ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମ ୧୯୫୦ ମସିହା ଡିସେମ୍ବର ୧୨ ତାରିଖରେ ହୋଇଥିଲା । ଶନିବାର ୭୦ ବର୍ଷରେ ପାଦ ଦେଇଛନ୍ତି ସୁପରଷ୍ଟାର୍ ରଜନୀକାନ୍ତ । ନିଜର ନିଆରା ଅଭିନୟ ପାଇଁ ସେ କେବଳ ତାମିଲନାଡୁ ନୁହେଁ ବରଂ ସମଗ୍ର ଭାରତ ବର୍ଷରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି । ତାମିଲନାଡୁରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ଭଗବାନ ମାନନ୍ତି । କିନ୍ତୁ ଦିନେ ଜଣେ ସାମନ୍ୟ କୁଲିରୁ ଆଜିର […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବିଫଳତାରୁ ବୃହତ ସଫଳତା ! ହାଇସ୍କୁଲ୍‌ରୁ ପାଠ ଛାଡ଼ିବା ପରେ ୧୭ ବର୍ଷରେ ଘରୁ ତଡ଼ା ଖାଇଥିଲେ, ଏବେ ୭୪୦୦ କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ ୧୧/୧୨: ସମୟ ଅନୁସାରେ ଭାଗ୍ୟ ବି ବଦଳେ ! ପ୍ରାୟତଃ ଉକ୍ତିଟି ଚେଷ୍ଟିତ ବ୍ୟକ୍ତିମାନଙ୍କ ମନ ବୁଝାଇବା ପାଇଁ କୁହାଯାଏ। କିନ୍ତୁ ବେଳେ ବେଳେ ଏହା ସତରେ ପରିଣତ ମଧ୍ୟ ହୋଇଥାଏ। ସେମିତି ଜଣେ ବ୍ୟକ୍ତିଙ୍କ ସଂଘର୍ଷମୟ ଜୀବନ କାହାଣୀ ପ୍ରେରଣା ଯୋଗାଇବ ନିଶ୍ଚିତ। ମାତ୍ର ୧୭ ବୟସରୁ ଘରୁ ତଡ଼ା ଖାଇବା ପରେ ସହରରେ ଗଳି ଗଳିରେ ଶୀତୁଆ ରାତିରେ ଶୋଇ ଶୋଇ ସ୍ବପ୍ନ ଦେଖୁଥିବା ନାବାଳକ ଆଜି ଆରବପତି ବ୍ୟକ୍ତିଙ୍କ ପରିଚୟ ପାଇସାରିଛି। […]

ବୌଦ୍ଧ ମଠର କୁଙ୍ଗ୍‌ ଫୁ ସନ୍ନ୍ୟାସିନୀ

ନେପାଲରେ ଅବସ୍ଥିତ ଏକ ବୌଦ୍ଧ ମଠର ନାମ- ‘ଡ୍ରୁକ୍‌ ଅମିତାଭ ମାଉଣ୍ଟେନ୍‌ ନନେରି’। ଏହା ବିଶ୍ବର ସ˚ଭବତଃ ଏକମାତ୍ର ବୌଦ୍ଧ ମଠ, ଯେଉଁଠି ସନ୍ନ୍ୟାସିନୀମାନଙ୍କୁ କୁଙ୍ଗ୍‌ ଫୁ ସାମରିକ କଳା ଶିଖାଯାଉଛି। ଏହା ଦ୍ବାରା ସେମାନଙ୍କର ଧାର୍ମିକ ଜୀବନ ମଧ୍ୟ ସକାରାତ୍ମକ ଭାବେ ପ୍ରଭାବିତ ହେଉଥିବା ପ୍ରକାଶ। ଏହି ମଠକୁ ଏକ ଆଧୁନିକ ମଠ କହାଯାଇପାରେ। କାରଣ, ଏଠାରେ ସନ୍ନ୍ୟାସିନୀମାନଙ୍କୁ ଇ˚ଲିସ୍‌ ଭାଷା ମଧ୍ୟ ଶିକ୍ଷା ଦିଆଯାଉଛି। ସନ୍ନ୍ୟାସିନୀମାନଙ୍କ ଜୀବନକୁ ଅସୀମିତ କରିବା ଏହି ଅନୁଷ୍ଠାନର ମୁଖ୍ୟ […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଆପଣଙ୍କ ସହ ଲକ୍ଷ ଲକ୍ଷ ପ୍ରଶସଂକ ଅଛନ୍ତି, ମୁଁ ମଧ୍ୟ ସର୍ବଦା ଆପଣଙ୍କ ସହ ରହିବି ; ଅନୁଭବଙ୍କ ପୋଷ୍ଟ୍‌ରେ ଏପରି ପ୍ରତିକ୍ରିୟା ରଖିଲେ ଜାଗୃତି

ଭୁବନେଶ୍ବର: କିଛି ଦିନର ନିରବତା ପରେ ଏବେ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବାନ୍ଧବୀ ଜାଗୃତି ଶୁକ୍ଳା ଓ ବନ୍ଧୁ ଅଶ୍ୱିନୀ ଦୁବେଙ୍କ ସହ ସାକ୍ଷାତ ବେଳର ଫଟୋକୁ ଅନୁଭବ ନିଜ ଫେସବୁକ୍ ପେଜରେ ସେୟାର କରିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଅନୁଭବ ମହାନ୍ତି। ସେ ଅଶ୍ବିନୀ ଦୁବେଙ୍କ ଜନ୍ମଦିନ ଅବସରରେ ତାଙ୍କ ଫେସ୍‌ବୁକ୍‌ ପୋଷ୍ଟ୍‌ରେ ଅଶ୍ୱିନୀ ଓ ଜାଗୃତିଙ୍କର ଏକ ‌ଫଟୋ ସେୟାର କରି ଅଶ୍ବନୀଙ୍କୁ […]