କେଶ ଝଡ଼ିବା ରୋକିବ ଏହି ହର୍ବାଲ୍ ପାଉଡର୍ : ଘରେ ନିଜେ ତିଆରି କରିପାରିବେ

ଭୁବନେଶ୍ୱର ୧୪/୧୨ : ଆଜିକାଲି କେଶ ଉପୁଡିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। କମ୍ ବୟସରୁ କେଶ ଝାଡ଼ିବା ଆରମ୍ଭ ହେଉଛି। କେଶ ଝଡ଼ିବା ରକବକୁ ଲୋକେ ନାନା ତରିକା ଆପଣାଉଛନ୍ତି କିଛି ତାହା ଫଳପ୍ରଦ ହେଉନାହିଁ। ଲୋକେ ଏଥିପାଇଁ ବିଭିନ୍ନ ପ୍ରକାର ମହଙ୍ଗା ପ୍ରଡକ୍ଟ ଓ ଘରୋଇ ଉପଚାର ମଧ୍ୟ କରିଥାନ୍ତି। କିନ୍ତୁ ସମସ୍ୟା ଦୂର ହୋଇନଥାଏ। ହର୍ବଲ ହେୟାର ପାଉଡର କେଶ ଝଡ଼ିବା ରୋକିବା ସହ ନୂଆ କେଶ ମଧ୍ୟ ବିକାଶ କରିବାରେ ସାହାଯ୍ୟ […]

କଳା ଓ ସଂସ୍କୃତି ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ନିୟମିତ ବ୍ଲାକ୍ କଫି ସେବନ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, ଓଜନ କମ୍ କରିବାରେ ହୋଇଥାଏ ସହାୟକ

ଭୁବନେଶ୍ୱର ୧୪/୧୨ : ଆଜିକାଲି ଜୀବନଶୈଳୀ ମୋଟାପଣର ମୁଖ୍ୟ କାରଣ। ଖାଦ୍ୟାଭ୍ୟାସ ଓ ଜୀବନଶୈଳୀ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଓଜନ କମାଇବାକୁ ଓ ନିୟନ୍ତ୍ରଣ କରିବାକୁ ଅଧିକାଂଶ ଲୋକ ନାନା ଉପାୟ କରିଥାନ୍ତି। ଓଜନ ବଢିବା ପରେ କମ୍ କରିବା କଷ୍ଟକର ପାଠ ହୋଇପଡେ। ଓଜନ କମ୍ କରିବାକୁ ଏକ ସରଳ ଉପାୟ ମଧ୍ୟ ରହିଛି ଯାହାଦ୍ୱାରା ଆପଣ ଘରେ ବସି ଓଜନ କମ୍ କରିପାରିବେ। କଫି ସାଧାରଣତଃ ସମସ୍ତଙ୍କୁ ପସନ୍ଦ। ଅଧିକାଂଶ ଲୋକ […]

ରାଞ୍ଚି ବଜାରରେ ବଢି ଚାଲିଛି ଧୋନିଙ୍କ ଫାର୍ମ ହାଉସର ପରିବା ଚାହିଦା :୧୦ ଟଙ୍କାରେ ମିଳୁଛି କୋବି

ରାଞ୍ଚି ୧୪/୧୨ : ଝାରଖଣ୍ଡ ରାଜଧାନୀ ରାଞ୍ଚିର ପରିବା ବଜାରରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଫାର୍ମ ହାଉସର ପନିପରିବାର ଚାହିଦା ବହୁତ ରହିଛି। ଧୋନିଙ୍କ ଫାର୍ମ ହାଉସରୁ ପ୍ରତିଦିନ ତଟକା ପରିବା ବଜାରକୁ ଯାଉଛି। ପରିବା ମଣ୍ଡିରେ ଅନେକ ଜାଗାରେ ଆଉଟଲେଟ ଲଗାଯାଇଛି। ସେଠାରେ ଧୋନିଙ୍କ ଫଟୋ ଥିବା ବ୍ୟାନର ମଧ୍ୟ ଲଗାଯାଇଛି। ଏହି ବ୍ୟାନରରେ ଡାଏରୀ ପ୍ରଡକ୍ଟ, ତଟକା ପରିବା ଓ କଡକନାଥ କୁକୁଡ଼ା ଅଣ୍ଡା ବିକ୍ରି ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ସବୁ […]

ଖେଳ ଦେଶ ବିଦେଶ

କୋହଲିଙ୍କ ଓ୍ୱିକେଟ୍ ହେବ ମୁଖ୍ୟ ଲକ୍ଷ୍ୟ- ପ୍ୟାଟ୍ କମିନ୍ସ

ସିଡନୀ,୧୪/୧୨: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ ସବୁବେଳେ ରୋମାଞ୍ଚକର ହୋଇଥାଏ । ଉଭୟ ଦଳ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳେ । ପ୍ରତି ସିରିଜ୍‌ରେ ଉଭୟ ଦଳର ଜଣେ କିମ୍ବା ୨ଜଣ ଖେଳାଳିଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି । ଏଥର ବି ଅନୁରୂପ ଆଶା କରାଯାଉଛି । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆର ଷ୍ଟାର୍‌ ପେସ୍‌ ବୋଲର ପ୍ୟାଟ୍‌ କମିନ୍ସଙ୍କ ମଧ୍ୟରେ କଡ଼ା ଟକ୍କର ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । […]

ଖେଳ ଦେଶ ବିଦେଶ

କୋହଲିଙ୍କ ଅନୁପସ୍ଥିତିରେ କେମିତି ରହିବ ରାହାଣେଙ୍କ ଅଧିନାୟକତ୍ଵ ଏବଂ କାହାକୁ ଖେଳିବାକୁ ପଡିବ ଲମ୍ବା ଇନିଂସ, କହିଲେ ସୁନିଲ ଗାଭାସ୍କର

ନୂଆଦିଲ୍ଲୀ ୧୪।୧୨: ଡିସେମ୍ବର ୧୭ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଡିଲେଡ୍‌ରେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମହାନ ବ୍ୟାଟସମ୍ୟାନ ସୁନିଲ ଗାଭାସ୍କରଙ୍କ ମତରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ତିନି ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କୁ ଯଦି ଅଧିନାୟକ ଦାୟିତ୍ଵ ଦିଆଯାଏ ତେବେ ତାଙ୍କ ଉପରେ କୌଣସି ଚାପ ପଡିବ ନାହିଁ। କୋହଲି ଆଡିଲେଡ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ପରେ ପିତୃତ୍ଵ ଅବକାଶରେ […]

କରୋନା ମୁକ୍ତ ହେଲା ନ୍ୟୁଜିଲ୍ୟାଣ୍ଡ: ଖବର ପାଇ ଖୁସିରେ ଝୁମି ଉଠିଲେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ

ୱେଲିଙ୍ଗଟନ ୧୪/୧୨ : କରୋନା ଭାଇରସ ବିଶ୍ୱର ଅନେକ ଦେଶକୁ କବଳିତ କରିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛି। ନ୍ୟୁଜିଲ୍ୟାଣ୍ଡରେ କରୋନାର ଗୋଟିଏ ବି ଆକ୍ଟିଭ ମାମଲା ନାହିଁ। ସରକାର କରୋନା ସମ୍ବନ୍ଧୀୟ ସମସ୍ତ କଟକଣା ହଟାଇ ଦେଇଛନ୍ତି। ସରକାର ନୂଆ ଆଡ଼ଭାଇଜାରୀ ଜାରି କରିଛନ୍ତି। ନୂଆ ନିୟମ ଅନୁସାରେ ନ୍ୟୁଜିଲ୍ୟାଣ୍ଡରେ ଲୋକଙ୍କୁ ଏକାଠି ହେବାରେ କୌଣସି ପ୍ରତିବନ୍ଧକ ନାହିଁ। ସାମାଜିକ ଦୂରତାର ମଧ୍ୟ ଆବଶ୍ୟକତା ନାହିଁ। ଦେଶ ବର୍ତ୍ତମାନ ସତର୍କତା ଲେଭଲ-୧ ରେ ପହଞ୍ଚି […]

ଏବେ ଅଫିସରେ ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ୍ କୋଡ : ଆଉ ପିନ୍ଧି ପାରିବେ ନାହିଁ ଜିନ୍ସ-ଟିଶାର୍ଟ ଏବଂ ମନଇଚ୍ଛା ପୋଷାକ

ମୁମ୍ବାଇ ୧୩/୧୨: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ରାଜ୍ୟରେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଡ୍ରେସ୍ କୋଡ ନିର୍ଦ୍ଧାରିତ କରିଛନ୍ତି। ଏହା ଅନୁସାରେ ଏବେ ସରକାରୀ ଅଧିକାରୀ ଏବଂ କର୍ମଚାରୀ ଜିନ୍ସ,ଟି-ସାର୍ଟ ଏବଂ ଚପଲ ପିନ୍ଧି ଅଫିସ୍ ଆସି ପାରିବେ ନାହିଁ। ଏବେ ସମସ୍ତ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଡ୍ରେସ୍ କୋଡର ପାଳନ କରିବାକୁ ହେବ। ସରକାରୀ କର୍ମଚାରୀଙ୍କୁ ଗାଢ଼ ରଙ୍ଗ,ବିଚିତ୍ର ଷ୍ଟିଚ୍ କିମ୍ବା ଫଟୋ ହୋଇଥିବା ପୋଷାକ ମଧ୍ୟ ନ ପିନ୍ଧିବାକୁ ନିର୍ଦେଶ ଦିଆଯାଇଛି। […]

ଖେଳ ଦେଶ ବିଦେଶ ମନୋରଞ୍ଜନ

ବାପାର ଦାୟିତ୍ବ ତୁଲାଇବାରେ ବ୍ୟସ୍ତ ହାର୍ଦ୍ଦିକ ପାଣ୍ଡ୍ୟା : ପୁଅକୁ କ୍ଷୀର ପିଆଉଥିବାବେଳେ କହିଲେ ହୃଦୟସ୍ପର୍ଶୀ କଥା

ମୁମ୍ବାଇ ୧୩/୧୨: ଭାରତୀୟ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାଖାପାଖି ୪ମାସ ପରେ ଘରକୁ ଫେରିଛନ୍ତି ଏବଂ ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ପାଣ୍ଡ୍ୟା ୟୁଏଇରେ ହୋଇଥିବା ଆଇପିଏଲରେ ଖେଳିବା ପରେ ସେଠାରୁ ସିଧା ଅଷ୍ଟ୍ରେଲିଆ ଅଭିଯାନ ପାଇଁ ବାହାରି ପଡ଼ିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଟି20 ସିରିଜ ଜିତିବା ପରେ ପାଣ୍ଡ୍ୟା କହିଥିଲେ ଯେ ତାଙ୍କୁ ତାଙ୍କ ପୁଅ କଥା ମନେ ପଡ଼ୁଛି ଏବଂ ସେ ଟେଷ୍ଟ୍ ସିରିଜ ପୂର୍ବରୁ ଘରକୁ ଫେରିବାକୁ […]

ଖେଳ ଦେଶ ବିଦେଶ

KKRର ମିଷ୍ଟ୍ରି ବୋଲର ବରୁଣ ଚକ୍ରବର୍ତ୍ତୀ ନିଜ ଲଙ୍ଗଟାଇମ୍ ଗର୍ଲଫ୍ରେଣ୍ଡଙ୍କୁ କଲେ ବିବାହ

ନୂଆଦିଲ୍ଲୀ ୧୩/୧୨: କୋଲକାତା ନାଇଟ୍ ରାଇଡର୍ସର ମିଷ୍ଟ୍ରି ବୋଲର ବରୁଣ ଚକ୍ରବର୍ତ୍ତୀ ନିଜ ଗର୍ଲଫ୍ରେଣ୍ଡ ନେହା ଖେଦେକରଙ୍କ ସହ ଚେନ୍ନାଇରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ଷ୍ଟାର ସ୍ପିନରଙ୍କୁ ଅଷ୍ଟ୍ରେଲିଆ ଗସ୍ତର ଟି20 ସିରିଜ ପାଇଁ ବଛାଯାଇଥିଲା,କିନ୍ତୁ କାନ୍ଧରେ ଆଘାତ ଲାଗିବା ଯୋଗୁଁ ସେ ୟୁଏଇ​‌ରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟ ପରେ ଭାରତ ଫେରି ଆସିଥିଲେ। କୋଲକାତା ନାଇଟ ରାଇଡର୍ସ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ୍ କରି ଲେଖିଛି- ‘କୋଲକାତା ନାଇଟ୍ ରାଇଡର୍ସ ପରିବାର ତରଫରୁ ବରୁଣ ଚକ୍ରବର୍ତ୍ତି […]

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ସ୍କୁଲର ଅଭିଭାବକଙ୍କ ଧାରଣା

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ସ୍କୁଲର ଅଭିଭାବକଙ୍କ ଧାରଣା। ଘଣ୍ଟ ହୁଳହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢାଉଥିବା ଅଭିଭାବକ । ଘରୋଇ ସ୍କୁଲରେ ଫି’ ବିବାଦରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ହସ୍ତକ୍ଷେପ କରିବା ପାଇଁ ଅଭିଭାବକ ସଂଘ ଦାବି କରିଛନ୍ତି । ମହାମାରୀ କରୋନା ଭୟରେ ପ୍ରାୟ ୯ ମାସ ହେବ ବିଦ୍ୟାଳୟ ବନ୍ଦ ରହିଛି । ଅନଲାଇନରେ ପାଠପଢା ହେଉଛି । ଯେଉଁ […]