ସରିଲା ଜୟଲଳିତାଙ୍କ ବାୟୋପିକ୍‌ ‘ଥାଲାଇବୀ’ର ସୁଟିଂ ମନୋରଞ୍ଜନ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ଆଗାମୀ ଚଳଚ୍ଚିତ୍ର ‘ଥାଲାଇବୀ’ର ସୁଟିଂ ଶେଷ କରିଛନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଲିତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ସୁଟିଂ ସରିବା ନେଇ କଙ୍ଗନା ଘୋ‌ଷଣା କରିବା ସହ ଟ୍ବିଟର୍‌ରେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋଗୁଡ଼ିକରେ କଙ୍ଗନା ପୂରାପୂରି ଜୟଲଲିତାଙ୍କ ଭଳି ଦେଖାଯାଉଛନ୍ତି। କଙ୍ଗନା ଟ୍ବିଟର୍‌ରେ ଲେଖିଛନ୍ତି, ମୁଁ ଆଜି ମୋର ସବୁଠାରୁ ମହତ୍ବାକାଂକ୍ଷୀ ପ୍ରକଳ୍ପ ‘ଥାଲାଇବୀ’ରେ କ୍ରାନ୍ତିକାରୀ ନେତାର ସୁଟିଂ […]

ମହାପ୍ରଭୁଙ୍କ ମହାପ୍ରସାଦକୁ ଅପମାନ, ଜୋତା ପିନ୍ଧି ଅବଢ଼ା ଖାଉଥିବା ପୁଲିସ୍‌ କର୍ମଚାରୀଙ୍କ ନାମରେ ଏତଲା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରତି ଅବମାନନା ଅଭିଯୋଗ ହୋଇଛି । ଦୁଇ ଜଣ ପୁଲିସ କର୍ମଚାରୀ ଏକ ବେଂଚ ଉପରେ ବସି ଜୋତା ପିନ୍ଧି ମହାପ୍ରସାଦ ଖାଉଥିବାର ଦୃଶ୍ୟ ନିିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ହେଉଛି । ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ଏହାକୁ ନିନ୍ଦା କରାଯାଇ ସିଂହଦ୍ୱାର ଥାନାରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଏତଲା ଦିଆଯାଇଛି । ସୂଚନା ଅନୁସାରେ ଗତ […]

ଆସନ୍ତା ୨୩ରୁ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶାନିଯୋଗ ଓ ମନ୍ଦିର ପ୍ରଶାସନକୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ । ଏହି ନିଷ୍ପତ୍ତି ନେଇ ଲୋକମାନଙ୍କର ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଉଥିବାରୁ ଛତିଶାନିଯୋଗ ଓ ମନ୍ଦିର ପ୍ରଶାସନକୁ ଟ୍ୱିଟ୍ ଯୋଗେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ରାଜ୍ୟ ସରକାର ଓ ପ୍ରଶାସନର ନିୟମ ମାନି ଦର୍ଶନ କରିବାକୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ “ଓଡ଼ିଶାର ଲୋକଙ୍କ ଭାବାବେଗ […]

ପୁରୀ ଓ ଯାଜପୁରରେ ନିର୍ମାଣ ହେବ ମେଡିକାଲ କଲେଜ, ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ସବୁଜ ସଂକେତ

ଭୁବନେଶ୍ବର : ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଲିଙ୍ଗରାଜ ମନ୍ଦିର ଆଇନ ବ୍ୟତୀତ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକରେ ଯାଜପୁର ଓ ପୁରୀଠାରେ ମେଡିକାଲ କଲେଜ ଖୋଲିବା ପ୍ରସ୍ତାବକୁ ମଂଜୁରୀ ମିଳିଛି । ପୁରୀଠାରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ହସପିଟାଲ ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ୨୨୪ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟ କରିବେ। ସେହିପରି […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସାବଧାନ! କୁନି ପିଲାଙ୍କୁ ଦିଅନ୍ତୁ ନାହିଁ ଆପଣଙ୍କ ଆଇଫୋନ୍‌, ଆକାଉଣ୍ଟରୁ କଟିଯାଇପା‌ରେ ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ: ଥରେ ଭାବନ୍ତୁ ତ, ଯଦି ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ଅଚାନକ ଆପଣଙ୍କ ଅ‌ଜାଣତ‌ରେ ୧୧ ଲକ୍ଷ ଟଙ୍କା କଟିଯାଏ ତ? ଏହା ଏକ କଳ୍ପନା ନୁହେଁ, ବରଂ ଏପରି ଏକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଆପେଲ୍‌ ଫୋନ୍‌ ବ୍ୟବହାରକାରୀ ଜେସିକା ଜନସନ ନାମ୍ନୀ ଜଣେ ମହିଳା। ଯେତେବେଳେ ଜେସିକାଙ୍କ ଅଗୋଚରରେ ତାଙ୍କ ଆକାଉଣ୍ଟ୍‌ରୁ ୧୬ ହଜାର ଡଲାର(ପାଖାପାଖି ୧୧ ଲକ୍ଷ) ଟଙ୍କା କଟିଗଲା, ତାଙ୍କୁ ଶକ୍ତ ଧକ୍କାଟିଏ ଲାଗିନଥିବ? ସବୁଠାରୁ ଦୁଃଖର କଥା ହେଉଛି ସେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ: ପୂର୍ବରୁ ପଞ୍ଜିକରଣ କରିଥିବା ଲୋକଙ୍କୁ ହିଁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: କରୋନା ଟିକା ପାଇଁ କେତେକ କମ୍ପାନି ଅନୁମତି ମାଗିବା ପରେ ଆଜି ଟିକାକରଣର ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଦେଶର ଏକ ଚତୁର୍ଥାଂଶ ଲୋକଙ୍କୁ ଟିକା ଦେବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ତେଣୁ ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ । ପ୍ରତ୍ୟକ ଦିନ ଗୋଟିଏ ସେସନରେ ଅର୍ଥାତ ଗୋଟିଏ ପର୍ଯ୍ୟାୟରେ ଶହେରୁ ଦୁଇ ଶହ ଜଣଙ୍କୁ ଟିକା ଦିଆଯିବ ବୋଲି ଜାରି କରାଯାଇଥିବା ଗାଇଡଲାଇନରେ କୁହାଯାଇଛି। […]

ଆଇସୋଲେସନରେ ରହି ବୁଢ଼ା ହୋଇଗଲେ ବରୁଣ ଧଓ୍ବନ : ସେୟାର କଲେ ମଜାଳିଆ ଫଟୋ

ମୁମ୍ବାଇ ୧୪/୧୨: ବରୁଣ ଧଓ୍ବନ କରୋନା ପଜିଟିଭ ହେବା ପରେ ଘରେ ଆଇସୋଲେସନରେ ଅଛନ୍ତି ଏବଂ ସମସ୍ତଙ୍କଠୁ ଦୂରେଇ ରହି ନିଜ ରୁମରେ ସମୟ ବିତାଉଛନ୍ତି। ଏବେ ସମସ୍ତେ ଜାଣି ସାରିଛନ୍ତି ଯେ ଆଇସୋଲେସନରେ ରହିବା ସମସ୍ତଙ୍କ ପାଇଁ କେତେ କଷ୍ଟ ଏବଂ କରୋନା କେତେ ଭୟଙ୍କର ରୋଗ। କିନ୍ତୁ ବରୁଣ ଧଓ୍ବନ ଏପରି ସଙ୍କଟ ସମୟରେ ମଧ୍ୟ ମସ୍ତି କରିବାକୁ ପଛାଉ ନାହାନ୍ତି। ବରୁଣ ନିଜ ଧ୍ୟାନ ତ ରଖୁଛନ୍ତି ଏହା ସହିତ ପ୍ରଶଂସକଙ୍କୁ ମଧ୍ୟ […]

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁମା ରିଅଲ୍ ମିଡିଆର ଦ୍ୱିତୀୟ ଅବଦାନ ‘ମନ ମୋ ନେଇଗଲୁରେ’ର ସ୍କ୍ରିପ୍ଟ ପୂଜା ଅନୁଷ୍ଠିତ

ଭୁବନେଶ୍ୱର ୧୪।୧୨: ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ସୁମା ରିଅଲ ମିଡିଆର ଦ୍ୱିତୀୟ ଅବଦାନ। ସୁମା ରିଅଲ ମିଡିଆର ଦ୍ଵିତୀୟ ଓଡିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁରେ’ର ସ୍କ୍ରିପ୍ଟ ପୂଜା ଅନୁଷ୍ଠିତ ହୋଇଯାଇଛି। ନ୍ୟୁଜ୍‌7 କାର୍ଯ୍ୟାଳୟରେ ବିଘ୍ନ ହର୍ତ୍ତା ଶ୍ରୀ ବିନାୟକଙ୍କର ଚରଣାରବିନ୍ଦରେ ଏହାର କାହାଣୀର ପୂଜାର୍ଚ୍ଚନା କରାଯାଇଛି। ସୁମା ରିଅଲ ମିଡିଆର ସିଇଓ ସୁନୀଲ ଦାସଙ୍କ ଉପସ୍ଥିତିରେ ସ୍କ୍ରିପ୍ଟ ପୂଜା ଅନୁଷ୍ଠିତ ହୋଇଯାଇଛି। ଚଳଚ୍ଚିତ୍ରର କାହାଣୀ ଦିଲ୍ଲୀପ କୁମାର ଦାସ ରଚନା କରିଥିବା ବେଳେ ସୁନୀଲ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆଜି ବର୍ଷର ଶେଷ ସୂର୍ଯ୍ୟ ପରାଗ: ଜାଣନ୍ତୁ କ’ଣ କରିବେ ଏବଂ କେଉଁ କାମ କରିବେନି

ଭୁବନେଶ୍ୱର ୧୪/୧୨ : ବର୍ଷ ୨୦୨୦ର ଶେଷ ସୂର୍ଯ୍ୟ ପରାଗ ସୋମବାର ଡିସେମ୍ବର ୧୪ ତାରିଖରେ ଲାଗିବ। ଏହି ସୂର୍ଯ୍ୟ ପରାଗ ବିଛା ରାଶି ଓ ମିଥୁନ ଲଗ୍ନରେ ଲାଗିବ। ଭାରତରେ ପରାଗ ଦୃଶ୍ୟମାନ ହେବନାହିଁ। ସେଥିପାଇଁ ଭାରତରେ ଏହାର କିଛି ପ୍ରଭାବ ପଡିବ ନାହିଁ। ବର୍ଷର ଏହି ଶେଷ ସୂର୍ଯ୍ୟ ପରାଗ ସମ୍ବନ୍ଧୀୟ କିଛି ଜରୁରୀ ତଥ୍ୟ ଜାଣିବା ଦରକାର। ସନାତନ ଧର୍ମ ବିଶ୍ୱାସ ଅନୁଯାୟୀ, ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଆମ ରାଶିମାନଙ୍କ […]

ରୋଗପ୍ରତିରୋଧକ ଶକ୍ତି ବଢ଼ାଉଥିବା ଏହି ୬ଟି ଜିନିଷ ଖାଉଛନ୍ତି କି ? ସାବଧାନ,ହୋଇପାରେ କିଡନି ଷ୍ଟୋନ୍ ସମସ୍ୟା

କିଡନି ଷ୍ଟୋନ୍ ଏକ ଭୟଙ୍କର ସମସ୍ୟା। କିଡନି ଷ୍ଟୋନର ଯନ୍ତ୍ରଣା ସହି ହୁଏ ନାହିଁ ଏବଂ ଏହା ମନୁଷ୍ୟର ଅବସ୍ଥା ଖରାପ କରି ଦେଇଥାଏ। ଲୁଣ ଏବଂ ଶରୀରର ଅନ୍ୟ ଧାତବ ଲବଣ ପରସ୍ପରର ସଂସ୍ପର୍ଶରେ ଆସି କିଡନି ଷ୍ଟୋନର ଆଶଙ୍କା ବଢ଼ି ଯାଇଥାଏ। ଏହାର କୌଣସି ନିଶ୍ଚିତ ଆକାର ମଧ୍ୟ ହୋଇନଥାଏ। ଡାକ୍ତରଙ୍କ ମୁତାବକ ମନୁଷ୍ୟ ଶରୀରରେ ୪ପ୍ରକାରର କିଡନି ଷ୍ଟୋନ୍ ହୋଇପାରେ। ଏଗୁଡ଼ିକୁ କ୍ୟାଲସିୟମ ଷ୍ଟୋନ୍,ଷ୍ଟୃବାଇଟ୍ ଷ୍ଟୋନ୍,ୟୁରିକ ଏସିଡ ଷ୍ଟୋନ୍ ଏବଂ ସିଷ୍ଟାଇନ୍ ଷ୍ଟୋନ୍ […]