ଶୀତ ଦିନରେ ଶରୀରର ହେମୋଗ୍ଲୋବିନ୍ ମାତ୍ରା ବଢାଇବାକୁ ସେବନ କରନ୍ତୁ ଏହି ୬ଟି ଜିନିଷ

ଭୁବନେଶ୍ୱର ୧୫/୧୨ : ସୁସ୍ଥ ରହିବ ପାଇଁ ଶରୀରରେ ରକ୍ତ ସଞ୍ଚାଳନ ସୁଚାରୁ ରୂପେ ହେବା ଆବଶ୍ୟକ। ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା କମ ହୋଇଗଲେ ଅନେକ ରୋଗ ହେବାର ସମ୍ଭାବନା ଥାଏ। ହେମୋଗ୍ଲୋବିନ ମାତ୍ରା କମ ହୋଇଗଲେ ନିୟମିତ ଥକାପଣ ମଧ୍ୟ ଅନୁଭୂତ ହୋଇଥାଏ। ସେଥିପାଇଁ ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା ସଠିକ ରହିବା ନିଜଟି ଆବଶ୍ୟକ। କେଉଁ କେଉଁ ଫଳ ଖାଇଲେ ହେମୋଗ୍ଲୋବିନ୍ ମାତ୍ରା ବୃଦ୍ଧି ପାଇଥାଏ ଜାଣନ୍ତୁ। ବିଟ୍ – ବିଟ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତ୍ରୀ ଭିଜେ ଚିତ୍ରା ମୃତ୍ୟୁ ମାମଲା : ସ୍ବାମୀ ହେମନାଥ ଗିରଫ, ସିନେମାରେ ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ ପାଇଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିଲା ବିବାଦ

ନୂଆଦିଲ୍ଲୀ ୧୫/୧୨: ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଭିଜେ ଚିତ୍ରା କିଛି ଦିନ ତଳେ ଏକ ହୋଟେଲ ରୁମରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ପ୍ରଥମେ ମୃତ୍ୟୁର କାରଣ ଆତ୍ମହତ୍ୟା କୁହାଯାଉଥିଲା କିନ୍ତୁ ଏବେ ଏହି ମାମଲା ପୂରା ନୂଆ ମୋଡ଼ ନେଇଛି। ପାଖାପାଖି ୬ଦିନ ତଦନ୍ତ ପରେ ଚିତ୍ରାଙ୍କ ସ୍ବାମୀ ହେମନାଥଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଚିତ୍ରାଙ୍କ ସ୍ବାମୀ ଟିଭି ସିରିୟଲ ଏବଂ ଅନ୍ୟ ଶୋରେ ସେ ଇଣ୍ଟିମେଟ୍ ସିନ୍ କରିଥିବାରୁ ତାଙ୍କୁ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଲ-ହବଟ୍ଟର ଡବଲ ଟେନିସ୍ ଚାମ୍ପିଅନ ହେଲେ ଭାରତୀୟ ଅଙ୍କିତା ରାଇନା, ଦୁବାଇ ଟାଇଟଲ୍ ପୂର୍ବରୁ ଚଳିତ ବର୍ଷ ଜିତିଛନ୍ତି ଆଉ ୩ ଟ୍ରଫି

ନୂଆଦିଲ୍ଲୀ,୧୫/୧୨: ଭାରତୀୟ ଟେନିସ୍ ଖେଳାଳି ଅଙ୍କିତା ରାଇନା ଦୁବାଇରେ କ୍ୟାଟରିନ୍ ଗୋଗର୍ଦଜେଙ୍କ ସହ ମିଳିତ ଭାବେ ଅଲ ହବଟ୍ଟର ଟ୍ରଫି ଜିତିଛନ୍ତି । ଏହା ହେଉଛି କାଙ୍କର ତୃତୀୟ ଡବଲ୍ସ ଟ୍ରଫି । ଭାରତ ଓ ଜର୍ଜିଆର ଏହି ଦୁଇ ଖେଳାଳି ଶନିବାର ଏକଲକ୍ଷ ଡଲାର ପୁରସ୍କାର ରାଶିର ଏହି ହାର୍ଡକୋର୍ଟ ଟୁର୍ଣ୍ଣାମେଣ୍ଟକୁ ଜିତିନେଇଛନ୍ତି । ଉଭୟ ଫାଇନାଲରେ ସ୍ପେନର ବୋଲସୋବା ଜାଦୋଇନୋବ ଓ ସ୍କୋବାକିୟାଙ୍କୁ ୬-୪ ଓ ୩-୬ ଓ ୧୦-୬ ସେଟରେ ପରାସ୍ତ କରିଛନ୍ତି […]

ଖେଳ ଦେଶ ବିଦେଶ

ପ୍ରଥମ ଟେଷ୍ଟ୍‌ ପୂର୍ବରୁ ୫ ସକାରାତ୍ମକ ଦିଗ: ଶୁବମନଙ୍କ ଲୟ, ହନୁମାଙ୍କ ଉପରେ ଦାୟିତ୍ବ, ସାମିଙ୍କ ଶାଣିତ ବୋଲିଂ

ନୂଆଦିଲ୍ଲୀ: ଗୁରୁବାରଠାରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେବ। ୪ ମ୍ୟାଚ୍‌ ମଧ୍ୟରୁ ଆଡିଲେଡରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍‌ ଦିବାରାତ୍ର ବିଶିଷ୍ଟ ଧାର୍ଯ୍ୟ ରହିଛି। ଏଥି ପାଇଁ ଭାରତୀୟ ଦଳ ଭଲ ପ୍ରସ୍ତୁତି କରିଛି। ରବିବାର ଶେଷ ହୋଇଥିବା ୩ ଦିନିଆ ପିଙ୍କ୍‌ ବଲ୍‌ ଅଭ୍ୟାସ ମ୍ୟାଚ୍‌କୁ ଭାରତ ଜିତିପାରିନଥିଲେ ମଧ୍ୟ ବିଶେଷ ଚିନ୍ତିତ‌ ହୋଇନାହିଁ। ଏହି ମ୍ୟାଚ୍‌ରୁ କିନ୍ତୁ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଅନେକ ସକାରାତ୍ମକ […]

କରୋନା ପାଇଁ ଏବର୍ଷ ସଂସଦରେ ଶୀତ ଅଧିବେଶନ ବନ୍ଦ‌, ସିଧାସଳଖ ଜାନୁଆରିରେ ହେବ ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ଚଳିତ ବର୍ଷ ସଂସଦରେ ଶୀତକାଳୀନ ଅଧିବେଶନ ହେବ ନାହିଁ ବୋଲି ସରକାର ସୂଚନା ପ୍ରଦାନ କରିଛନ୍ତି। ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି କି, ମହାମାରୀ କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ସମସ୍ତ ରାଜନୈତିକ ଦଳ ଶୀତ ଅଧିବେଶନକୁ ବନ୍ଦ ରଖି ସିଧାସଳଖ ଜାନୁଆରିରେ ହେବାକୁ ଥିବା ବଜେଟ୍‌ ଅଧିବେଶନ ପ‌ାଇଁ ସହମତି ଦେଇଛନ୍ତି। ବିବାଦୀୟ ନୂଆ କୃଷି ଆଇନ୍‌ ଉପରେ ଆଲୋଚନା କରିବାକୁ କଂଗ୍ରେସ […]

ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୨,୦୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୩୫୪ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୨,୦୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଲକ୍ଷ ୬ ହଜାର ୧୬୫ ଛୁଇଁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଣେ କରୋନାରେ ପୁଣି ୩୫୪ ଜଣଙ୍କର ମୃତ୍ୟୁ ଘଟି ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୩ ହଜାର ୭୦୯ରେ ପହଞ୍ଚିଛି। ଦେଶରେ ଏବେ ବି ସକ୍ରିୟ ଅଛନ୍ତି ୩ […]

ନିଆଁ ପୁଉଁଥିବା ବେଳେ ଜଳିଗଲେ ମହିଳା

ରାଉରକେଲା: ନିଆଁ ଲାଗି ଜଳି ଯାଇଥିବା ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତ୍ୟୁ ହୋଇଛିl ମୃତ ମହିଳା ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲାର ରାୟବୋଗା ଥାନା ଅନ୍ତର୍ଗତ ସଲଙ୍ଗାବାହାଲ ସାହାଜବାହାଲ ଗାଁର ଅନୁପମା ନାୟକ (୪୩)l ରାୟବୋଗା ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛିl ମିଳିଥିବା ସୂଚନା ମୁତାବକ ଗତକାଲି ଅନୁପମା ଗାଧୋଇବା ପରେ ଘର ପଛ ପାର୍ଶ୍ଵ ଖଳାରେ ନିଆଁ ପୁଉଁଥିଲେl ହଠାତ ନିଆଁ ପିନ୍ଧିଥିବା ଲୁଗାରେ ଲାଗିବାରୁ ମହିଳା […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

କପିଳାସ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ଖଞ୍ଜାଯିବ କ୍ୟାମେରା

ଢେଙ୍କାନାଳ(ପ୍ରସନ୍ନ ପଟ୍ଟନାୟକ): ନଭେମ୍ବର ମାସ ସୁଦ୍ଧା ବନ୍ଧାହେଲେଣି ୨୫ଶିକାରୀ। ଜବତ ହେଲାଣି ୭ଟା ବନ୍ଧୁକ। ତା’ସାଙ୍ଗକୁ ଧରାହେଲାଣି ଆହୁରି ଅନେକ ହାତ ହତିଆର। ବଜ୍ରକାପ୍ତା ଭଳି ବିରଳ ପ୍ରାଣୀ ଏବଂ ବାଘ, ହରିଣ ଚମଡ଼ା ବି କପିଳାସ ଅଭୟାରଣ୍ୟରୁ ଠାବ ହେଲାଣି। ଜଙ୍ଗଲ ମାଫିଆଙ୍କର ଯେଉଁ କାରନାମା ସବୁ କପିଳାସ ଅଭୟାରଣ୍ୟରେ ଲୁଚି ରହିଥିଲା, ନୂଆ ଆଇଏଫ୍ଏସ୍ ଅଫିସର ପ୍ରକାଶ ଚାନ୍ଦ୍ ଗୋଗିନେମିଙ୍କ ଦାୟିତ୍ବ ଗ୍ରହଣ ପରେ ସେ ସବୁର କେବଳ ପର୍ଦ୍ଦାଫାସ ହୋଇନାହିଁ, ବରଂ ଜଙ୍ଗଲ […]

ରାଜ୍ୟରେ ଆଉ ୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୧୫ ଛୁଇଁଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୧୫।୧୨: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୧୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୨୪୩୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ […]

ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜ ଜୀବନରେ କିଛି ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ। ଚାକିରିଜୀବୀଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ନୂଆ କାମ ଆରମ୍ଭ କରନ୍ତୁ, ଆପଣଙ୍କୁ ଲାଭ ମିଳିବ। କିଛି ନୂଆ ଲୋକଙ୍କ ସହିତ ଆପଣଙ୍କର ସ˚ପର୍କ ସ୍ଥାପିତ ହୋଇପାରେ। ଦାମ୍ପତ୍ୟ ଜୀବନ ଉତ୍ତମ ରହିବ। ମିଥୁନ: ସକାରାତ୍ମକ ଭବିଷ୍ୟତକୁ ନେଇ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ବଜାରରେ କୌଣସି ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଅଫିସରେ ସମ୍ମାନିତ ହୋଇପାରନ୍ତି। କର୍କଟ: […]