୫ ଜଣଙ୍କୁ ନୂଆ ଜୀବନ ଦେଲା ଅଢ଼େଇ ବର୍ଷର ଶିଶୁ, ବାଲ୍କୋନିରୁ ଖସି ପଡ଼ି ମସ୍ତିଷ୍କାଘାତ ଚିକିତ୍ସା ପରେ ବ୍ରେନ୍ ଡେଡ୍ ଘୋଷଣା, ହୃତ୍ପିଣ୍ଡ, କିଡ୍ନି, ଲିଭର, ଫୁସ୍ଫୁସ୍ ଦାନ
ସୁରଟ୍: ସୁରଟର ଏକ ଅଢ଼େଇ ବର୍ଷର ଶିଶୁ ୫ ଜଣଙ୍କୁ ନୂଆ ଜୀବନ ଦେଇଛି। ନିଜ ଜୀବନ ବଦଳରେ ସେ ପାଞ୍ଚଟା ଜୀବନ ବଞ୍ଚାଇ ଦେଇଛି। ଉକ୍ତ ଶିଶୁର ନାମ ଜାଶ୍ ଓଜା। ଭଟର୍ ଅଞ୍ଚଳ ସ୍ଥିତ ଶାନ୍ତି ପ୍ୟାଲେସ୍ରେ ରହୁଥିବା ଜାଶ୍ ଓଜା ନିଜ ପଡ଼ୋଶୀଙ୍କ ଘରେ ଖେଳୁଥିବା ସମୟରେ ଦ୍ବିତୀୟ ମହଲା ବାଲ୍କୋନିରୁ ଖସି ପଡ଼ିଥିଲା। ଏହି ସମୟରେ ଶିଶୁଟିର ମସ୍ତିଷ୍କରେ ଆଘାତ ଲାଗିଥିଲା। ସୁରଟରେ ଚିକିତ୍ସା ବେଳେ ଡିସେମ୍ବର ୧୪ରେ ଡାକ୍ତରମାନେ ତାକୁ […]