ଭାରତକୁ ଝଟକା ! ହସ୍ପିଟାଲ ଗଲେ ମହମ୍ମଦ ସାମି, ଯନ୍ତ୍ରଣାରେ ହେଉଥିଲେ ଛଟ୍ପଟ୍, କହୁଣୀ ଯାଏ ଉଠାଇ ପାରୁ ନାହାନ୍ତି ହାତ
ନୂଆଦିଲ୍ଲୀ ୧୯।୧୨: ଆଡିଲେଡ୍ ଟେଷ୍ଟରେ ଭାରତୀୟ କ୍ରିକେଟ୍ ଦଳ ଲଜ୍ଜାଜନକ ପରାଜୟବରଣ କରିଛି। ହେଲେ ଏହି ମ୍ୟାଚ୍ରେ ଭାରତକୁ ଆଉ ଏକ ବଡ ଝଟକା ଲାଗିଛି। କାରଣ ଦ୍ରୁତ ବୋଲର ମହମ୍ମଦ ସାମି ଆହତ ହୋଇଛନ୍ତି। କୁହାଯାଉଛି ଯେ ବାକି ୩ଟି ମ୍ୟାଚ୍ରୁ ସେ ଦଳରୁ ବାଦ୍ ପଡି ପାରନ୍ତି। ରିପୋର୍ଟ ଅନୁଯାୟୀ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ର ବାକି ମ୍ୟାଚ୍ରେ ଖେଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। କାରଣ […]