ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

୪ ବର୍ଷ ପୂରିଲା ଘରକୁ ଫେରିଲାନି ଇଞ୍ଜିନିୟର ପୁଅ : ଅପେକ୍ଷା କରିଛନ୍ତି ଦୁଇ ବାପା ଦୁଇ ମା’, ଶୁଖୁନି ଆଖି ଲୁହ

ସୋର ୨୩।୧୨: ପୁଅ ନିଖୋଜକୁ ବିତିଲା ୪ ବର୍ଷ । ପୁଅକୁ ଝୁରି ଝୁରି ଯଶୋଦା ଓ ଦେବକୀ ମା’ଙ୍କ ଆଖି ଲୁହ ଶୁଖୁନି । ଇଞ୍ଜିନିୟର ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ଦୁଇ ମା’ ଓ ଦୁଇ ବାପା । ସତରେ କ’ଣ ଫେରିବ ତାଙ୍କ ପୁଅ ? ଏବେ ବି ଆଶାବାନ୍ଧି ବସିଛନ୍ତି ଜନ୍ମିତ ଓ ପାଳିତ ମା’-ବାପା । ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକର କ୍ଷେରକୋଣା ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ରମ୍ଭାମଣୀ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

IFCO ପ୍ଲାଣ୍ଟ୍‌ରେ ଆମୋନିଆ ଗ୍ୟାସ୍ ଲିକ୍ : ୨ ଅଧିକାରୀଙ୍କ ମୃତ୍ୟୁ, ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ

ପ୍ରୟାଗରାଜ ୨୩।୧୨: ଉତ୍ତରପ୍ରଦେଶ ପ୍ରୟାଗରାଜ ଫୁଲପୁର ସ୍ଥିତ ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ ଲିମିଟେଡ୍ (IFCO)ରେ ମଙ୍ଗଳବାର ବିଳମ୍ବିତ ରାତିରେ ବଡ ଦୁର୍ଘଟଣା ଘଟିଛି । କମ୍ପାନୀର ୟୁରିଆ ଉତ୍ପାଦନ ୟୁନିଟ୍ ରେ ଆମୋନିଆ ଗ୍ୟାସ୍ ଲିକ୍ ହେବା ଫଳରେ ଦୁଇ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ କର୍ମଚାରୀଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ମୃତ […]

ମିଳିଲାନି ବସ୍, ମାଲଗାଡୀରେ ଗଲେ ପରୀକ୍ଷାର୍ଥୀ: ଭିଡିଓ ଭାଇରାଲ୍ ପରେ ରେଳବାଇ ଅଧିକାରୀଙ୍କ ସଫେଇ

ବକ୍ସର ୨୩/୧୨ : ବିହାରରେ ରେଳବାଇର ଅବହେଳା ସାମ୍ନାକୁ ଆସିଛି। ମାମଲା ବକ୍ସରର। ବକ୍ସରର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଏହି ଭିଡିଓରେ ନିଜ ଜୀବନକୁ ବିପଦରେ ପକାଇ ପରୀକ୍ଷାର୍ଥୀ ଖୋଲା ଡବାରେ ଯାତ୍ରା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବକ୍ସର ଜିଲ୍ଲାରେ ବନ ବିଭାଗ ପରୀକ୍ଷା ଚାଲିଛି। ପରୀକ୍ଷା ପାଇଁ ଅନ୍ୟ ଜିଲ୍ଲାରୁ ପରୀକ୍ଷାର୍ଥୀ ଆସିଥିଲେ। ଟ୍ରେନ୍ ଚାଲୁନଥିବାରୁ ପରୀକ୍ଷାର୍ଥୀ ମାଲଗାଡୀରେ ଚଢି ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାଧ୍ୟ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

Covid ଚିହ୍ନଟ ହେଲେଣି ୨୦ ବ୍ରିଟେନ ଫେରନ୍ତା, ସରକାର କହିଲେ ଆତଙ୍କିତ ହେବାର କାରଣ ନାହିଁ

ନୂଆଦିଲ୍ଲୀ ୨୨।୧୨: ବ୍ରିଟେନରେ କରୋନା ଭାଇରସ ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଭୂତାଣୁର ନୂଆ ପ୍ରକାରକୁ ନେଇ ସୂଚନା ମିଳିବା ପରଠାରୁ ଭାରତ ସମେତ ୨୦ରୁ ଅଧିକ ଦେଶ ବ୍ରିଟେନ ସହ ବିମାନ ଯୋଗାଯୋଗ ବିଛିନ୍ନ କରିଛନ୍ତି। ଭାରତ ଡିସେମ୍ବର ୩୧ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ସେବା ବନ୍ଦ କରିଛି। ତେବେ କଟକଣା ଲାଗୁ ପୂର୍ବରୁ ଆସିସାରିଥିବା ଯାତ୍ରୀଙ୍କ ତଲାସ ଆରମ୍ଭ କରିଛନ୍ତି ସରକାର। ବ୍ରିଟେନରେ ଭୂତାଣୁର ନୂଆ […]

ଆଣ୍ଟାର୍କଟିକାରେ ସଂକ୍ରମଣ ବ୍ୟାପିବା ସହ ପୃଥିବୀର ଶେଷ ପ୍ରାନ୍ତରେ ପହଞ୍ଚିଲା କରୋନାଭାଇରସ୍‌

ସାଣ୍ଟିଆଗୋ: ପୂର୍ବରୁ କୋଭିଡ୍‌-୧୯ ସଂକ୍ରମଣ ମୁକ୍ତ ଥିବା ଶେଷ ମହାଦେଶ ଆଣ୍ଟାର୍କଟିକାରେ କରୋନାଭାଇରସ୍‌ ପହଞ୍ଚିଥିବା କଥା ଏ ସପ୍ତାହରେ ଚିଲିର ସେନାବାହିନୀ କହିଛି। ସେଠାରେ ଥିବା ସମୁଦ୍ର ଓ ପ୍ରକାଣ୍ଡ ବରଫ ଖଣ୍ଡ ପରିବେଷ୍ଟିତ ସୁଦୂର ଗବେଷଣା କେନ୍ଦ୍ରରୁ କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରି କ୍ୱାରେଣ୍ଟିନ୍‌ରେ ରଖିବାକୁ ତତ୍ପରତା ଦେଖାଦେଇଥିଲା। ଚିଲିର ସଶସ୍ତ୍ର ବାହିନୀ କହିଛି ଯେ, ତା’ର ‘ବର୍ଣ୍ଣାର୍ଡୋ ଓ’ହିଗିନ୍‌ସ୍‌ ଆଡ୍ଡା’ରେ ୩୬ଜଣ ବ୍ୟକ୍ତି କରୋନାଭାଇରସ୍‌ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨୬ଜଣ ସେନା କର୍ମଚାରୀ […]

ଆଜି ସକାଳୁ ଖୋଲିଲା ପୁରୀ ଶ୍ରୀମନ୍ଦିର: ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେବାୟତ ଓ ସେମାନଙ୍କ ପରିବାର

ପୁରୀ: ଦୀର୍ଘ ନଅ ମାସ ପରେ ବୁଧବାର ସକାଳେ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ପୁରୀ ଶ୍ରୀମନ୍ଦିର ଖୋଲିଛି। ଆଜି କେବଳ ଶ୍ରୀମନ୍ଦିରର ସେବାୟତ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଦିଅଁ ଦର୍ଶନର ସୁଯୋଗ ମିଳିଛି। ଆଜି ପାହାନ୍ତା ୪.୫୦ରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବା ପରେ ୫.୨୫ରେ ଭିତର ଶୋଧ କରାଯାଇଥିଲା। ଏହା ପରେ ୫.୩୫ରେ ମଙ୍ଗଳ ଆଳତି, ୫୪୦ରେ ମଇଲମ, ୬ଟାରେ ରୋଷ ହୋମ ଓ ତଡ଼ପଲାଗି ହୋଇଥିଲା। ୬.୪୫ରେ ଅବକାଶ ପୂଜା ଶେଷ ହେବା […]

ରାଜ୍ୟର ୧୨ ସହରରେ ୧୦ ଡିଗ୍ରିରୁ କମ୍‌ ତାପମାତ୍ରା, ଆହୁରି ୨ ଦିନ ଥରିବେ ରାଜ୍ୟବାସୀ

ଭୁବନେଶ୍ବର: ସାରା ଓଡ଼ିଶାରେ ଏବେ ଶୀତର ଲହରୀ ଦେଖିବାକୁ ମିଳିଛି। ଶୀତରେ ଥରୁଛି ଓଡ଼ିଶା। ରାଜ୍ୟର ୧୨ଟି ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ରେକର୍ଡ କରାଯାଇଛି। ଏହିପରି ଥଣ୍ଡା ଆହୁରି ଦ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ରହିଛି। ଫୁଲବାଣୀରେ ସବୁଠାରୁ କମ୍‌ ୪ ଡିଗ୍ରି ସେଲ୍‌ସିୟସ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏହା ହେଉଛି ରାଜ୍ୟର ଏବେ ସବୁଠାରୁ ଅଧିକ ଥଣ୍ଡା ସହର। ସେହିଭଳି ଭାବେ ଦାରିଙ୍ଗିବାଡ଼ିରେ ୫, ଅନୁଗୁଳରେ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୩ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୪୬ ଛୁଇଁଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୨୩।୧୨: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୪୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୨୭୨୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ […]

ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାଁ, ଏଣିକି ମହାରାଜା ଶ୍ରୀ ରାମଚନ୍ଦ୍ର ଭଞଦେଓଙ୍କ ନାମରେ ହେଲା ନାମିତ

ଭୁବନେଶ୍ୱର ୨୩।୧୨: ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱାବିଦ୍ୟାଳୟ ନାଁ । ବାରିପଦାରେ ଅବସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ଏବେ ମୟୁରଭଞ୍ଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ ନାମିତ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ସହିତ ବିଶ୍ୱବିଦ୍ୟାଳୟ library ର ଉନ୍ନତି ପାଇଁ ମଧ୍ୟ ସରକାର ପଦକ୍ଷେପ ନେବେ । ସୂଚନାଯୋଗ୍ୟ ଯେ , ଓଡ଼ିଶାର ବିକାଶରେ ମୟୂରଭଞ୍ଜ ମହାରାଜାଙ୍କ ବିଶେଷ ଅବଦାନ ରହିଛି । ଚଳିତ […]

ସ୍ୱାସ୍ଥ୍ୟ ପାଇଁ ହିତକର ନାଲି ଲଙ୍କା: ନିୟମିତ ସେବନ କଲେ ବଢିଥାଏ ଆୟୁଷ, ଦୂର ହୋଇଥାଏ କ୍ୟାନସର ସମ୍ଭାବନା

ଭୁବନେଶ୍ୱର ୨୨/୧୨ : ଅଧିକାଂଶ ଲୋକ ରାଗ ଖାଇବାକୁ ପସନ୍ଦ କରନ୍ତିନି। ସେଥିପାଇଁ ଡାଏଟରେ ଲଙ୍କା ବ୍ୟବହାର କରନ୍ତିନି। ବିଶେଷକରି ଲୋକେ ନାଲି ଲଙ୍କା ଠାରୁ ଦୁରେଇ ରହନ୍ତି। ଏକ ଅଧ୍ୟୟନ ଅନୁଯାୟୀ, ନିୟମିତ ନାଲି ଲଙ୍କା ସେବନ କଲେ ଆୟୁଷ ବଢିଥାଏ ଏବଂ ଅକାଳ ମୃତ୍ୟୁ ଆଶଙ୍କା ମଧ୍ୟ କମିଯାଇଥାଏ। ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ନାଲି ଲଙ୍କା ସେବନ କରନ୍ତି ସେମାନଙ୍କୁ ରୋଗ ହେବାର ସମ୍ଭାବନା ଏକ ଚତୁର୍ଥାଂଶ କମିଯାଇଥାଏ। ବୈଜ୍ଞାନିକମାନେ ନାଲି ଲଙ୍କାରେ ଥିବା […]