ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୩ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୫୩ ଛୁଇଁଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର୨୫।୧୨: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୨୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଜଣେ ଖୋର୍ଦ୍ଧାର ଥିବା ବେଳେ ଅନ୍ୟ ୨ ଜଣ ବାଲେଶ୍ୱର ଓ […]

ଆଥିୟାଙ୍କ ୱିଶ୍ ପୁରା କଲେ କେଏଲ ରାହୁଲ

ମୁମ୍ବାଇ ୨୪/୧୨ : ଆଥିୟା ସେଟ୍ଟୀ ଓ କେଏଲ ରାହୁଲଙ୍କ ମଧ୍ୟରେ ବୁଧବାର ଦିନ ସୋସିଆଲ ମିଡ଼ିଆ ଜରିଆରେ ଏକ ସୁନ୍ଦର ଆଦାନ-ପ୍ରଦାନ ହୋଇଛି। ଫୁଲ ପ୍ରତି ନିଜର ଦୁର୍ବଳତା ବଖାଣିଥିଲେ ଆଥିୟା। ଏହାପରେ କ୍ରିକେଟର ରାହୁଲ ତାଙ୍କ ଇଚ୍ଛା ପୁରା କରିଥିଲେ। ଆଥିୟା ଓ ରାହୁଲ ସବୁବେଳେ ସୋସିଆଲ ମିଡ଼ିଆରୁ ବଞ୍ଚିବା ଯିବା ପାଇଁ ଚେଷ୍ଟା କରନ୍ତି। ଯାହାଫଳରେ ଉଭୟଙ୍କ ସମ୍ବନ୍ଧକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ। ଆଥିୟା ସୂର୍ଯ୍ୟମୁଖୀ ଫୁଲର ଏକ ବୁକ୍କେ […]

ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଏସ୍‌ଓପି ଜାରି, ୨୮ରୁ ୨ ଦିନ ସେବାୟତ ଓ ୩୦ ଓ ୩୧ରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦର୍ଶନ ଜାନୁଆରି ୩ରେ ସର୍ବସାଧାରଣ କରିବେ ବାବାଙ୍କୁ ଦର୍ଶନ

ଆରଡି: ମହାମାରୀ କରୋନା ପାଇଁ ଦୀର୍ଘ ୯ମାସରୁ ଉର୍ଦ୍ଧ୍ୱ ହେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିବାରୁ ଅଗଣିତ ଶ୍ରଦ୍ଧାଳୁଭକ୍ତ ବାବାଙ୍କ ଦର୍ଶନରୁ ବଞ୍ଚିତ ଥିଲେ। ଭକ୍ତଙ୍କ ଦର୍ଶନ ଓ ମନ୍ଦିର ଖୋଲିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହେବା ପରେ ଆସନ୍ତା ଜାନୁଆରି ୩ରୁ ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋହର ବାଜିବା ପରେ ଆଜି ଜିଲାପାଳ ଡ. ଜ୍ଞାନ ଦାସଙ୍କ ପରାମର୍ଶ ଅନୁଯାୟୀ ଜିଲା ଓ ମନ୍ଦିର ପ୍ରଶାସନ […]

ଏସିଡିଟି ଦୂର କରିଥାଏ ଏହି ଆୟୁର୍ବେଦ ଔଷଧି: ଗଣ୍ଠି ଯନ୍ତ୍ରଣାରୁ ବି ମିଳିଥାଏ ଆରାମ

ଭୁବନେଶ୍ୱର ୨୪/୧୨ : ମାଲାବାର ବାଦାମ ଏକ ଔଷଧୀୟ ଗଛ। ଏହାର ଉପଯୋଗ ଆୟୁର୍ବେଦ, ହୋମିଓପାଥି, ୟୁନାନି ଚିକିତ୍ସା ପ୍ରଣାଳୀ ଦ୍ୱାରା କରାଯାଇଥାଏ। ସାଧାରଣତଃ ଏସିଆରେ ଏହି ଗଛ ଲଗାଯାଇଥାଏ। ଶୀତ ଋତୁରେ ଔଷଧ ତିଆରି କରିବାକୁ ଏହି ଗଛ ବ୍ୟବହାର କରାଯାଏ। ଏହାର ପତ୍ର ବହୁତ ଶକ୍ତିଶାଳୀ। ଏହାର ପତ୍ରରୁ ଆରମ୍ଭ କରି ଚେର ଯାଏଁ ସବୁ ବିଭିନ୍ନ ରୋଗର ଚିକିତ୍ସା ପାଇଁ ବ୍ୟବହାର କରଯାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ମାଲାବାର ବାଦାମ ଗଛର ପତ୍ର, ଫୁଲ, […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ବୃଦ୍ଧି ପାଉଥିବା କ୍ଷମତା ବଳରେ ବହୁତ କିଛି ହାସଲ କରିବେ। ଜମାପୁଞ୍ଜି ବୃଦ୍ଧି ହେବ। ରାଜନୀତିରେ ସମ୍ମାନ ମିଳିପାରେ। ବୃଷ: ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ। ବୈଦେଶିକ ବେପାରରେ ବଡ଼ ଡିଲ୍ କରିବେ। ନବ ଦମ୍ପତିଙ୍କ ଲାଗି ଦିନଟି ଭଲ ରହିବ। ମିଥୁନ: କୌଣସି ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣଙ୍କ କାମ ସ˚ପୂର୍ଣ୍ଣ ହେବ। ସମାଜରେ ମାନ ସମ୍ମାନ ପାଇବେ। ପାରିବାରିକ ଜୀବନ ସୁଖକର ହେବ। କର୍କଟ: ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ […]

କଳା ଓ ସଂସ୍କୃତି ଧର୍ମ

ନୂଆ ବର୍ଷ ୨୦୨୧: ପୁଷ୍ପ ମହାଯୋଗରୁ ଆରମ୍ଭ ହେବ ନୂଆ ବର୍ଷ, ରହିଛି ଅନେକ ଶୁଭ ସଂଯୋଗ

ଭୁବନେଶ୍ୱର ୨୩/୧୨ : ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛି ଦିନ ବାକି ରହିଲା। ନୂଆ ବର୍ଷ ଆଗମନ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ନୂଆ ବର୍ଷ ପ୍ରତି ବର୍ଷ ନିଜ ସହ ନୂଆ ଆଶା, ନୂଆ ଖୁସି, ନୂଆ ସ୍ବପ୍ନ, ନୂଆ ପର୍ବପର୍ବାଣି ନେଇ ଆସେ। ଠିକ୍ ସେହିଭଳି ୨୦୨୦କୁ ନେଇ ମଧ୍ୟ ଲୋକଙ୍କ ମନରେ ନାନା ଆଶା ଆକାଂକ୍ଷା ସଞ୍ଚାର ହୋଇଥିଲା। କିନ୍ତୁ ୨୦୨୦ ଶୁଭ ପ୍ରମାଣିତ ହେଲାନାହିଁ। ୨୦୨୦ ରେ କରୋନା ମହାମାରୀ […]

ରାଜ୍ୟରେ ଆଉ ୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୫୦ ଛୁଇଁଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୨୪।୧୨: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୨୭ ହଜାର […]

ବ୍ରିଟେନ ଫେରନ୍ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପୁନେ ପଠାଯାଇଛି, ରିପୋର୍ଟ ଆସିବା ପରେ ନୂଆ ଷ୍ଟ୍ରେନ୍ କି ନାହିଁ ସ୍ପଷ୍ଟ ହେବ- ବିଏମ୍‌ସି କମିଶନର

ଭୁବନେଶ୍ୱର ୨୪।୧୨: ବ୍ରିଟେନରେ ନୂଆ କରୋନା ଷ୍ଟ୍ରେନ୍ ଦେଖାଦେବା ପରେ ଏହାକୁ ନେଇ ଭାରତ ସମେତ ସାରା ବିଶ୍ବରେ ଚିନ୍ତା ବଢ଼ିଯାଇଛି। ସେପଟେ ଭୁବନେଶ୍ବରକୁ ଜଣେ ବ୍ରିଟେନ୍ ଫେରନ୍ତାଙ୍କୁ ନେଇ ବିଏମସି ସ୍ପଷ୍ଟ କରିଛି। ଗତ ୧୮ ତାରିଖରେ ବ୍ରିଟେନ ରୁ ଆସିଥିବା ଯୁବକ କୋଭିଡ୍ ସଂକ୍ରମିତ ହୋଇଥିଲେ। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ସରିଥିବା କହିଛନ୍ତି ବିଏମସି କମିଶନର। ତାଙ୍କ ପରିବାରର ୩ ଜଣ ସଦସ୍ୟଙ୍କ ସ୍ୱାବ ରିପୋର୍ଟ ସଂଗ୍ରହ କରାଯାଇଛି। ସେପଟେ ବ୍ରିଟେନ ଫେରନ୍ତା ଯୁବକ […]

ଖିରରେ ହଳଦୀ ମିଶାଇ କେବେ ପିଇଛନ୍ତି କି? ମିଳିବ ଅନେକ ଫାଇଦା

ଖିର ସହ ହଳଦୀ ମିଶ୍ରଣ କରି କେବେ ପିଇଛନ୍ତି? କାହାକୁ ଏହା ଭଲ ଲାଗେ ତ କାହାକୁ ଲାଗେନି। ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଏହାର ସ୍ୱାଦ କିପରି। ମାତ୍ର ଏହାକୁ ପିଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ ଏଥିରେ ସନ୍ଦେହ ନାହିଁ। ରାତିରେ ଶୋଇବା ପୂର୍ବରୁ ଗରମ ଖିରରେ ସାମାନ୍ୟ ହଳଦୀ ମିଶାଇ ପିଅନ୍ତୁ। ଯଦି ଆପଣଙ୍କର ଥଣ୍ଡା ଦେହ ତେବେ ଥଣ୍ଡା କାଟିବା ପାଇଁ ଏହା ଅବ୍ୟର୍ଥ ଔଷଧ ଭାବେ କାମ କରିବ। […]

କରୋନାର ନୂଆ ଷ୍ଟ୍ରେନ୍ ପରେ ଚିନ୍ତା ବଢାଇଲାଣି ‘ମସ୍ତିଷ୍କଖିଆ ଏମିବା’, ଶରୀରରେ ଏମିତି କରୁଛି କ୍ଷତି

ନୂଆଦିଲ୍ଲୀ ୨୩।୧୨: ବିପର୍ଯ୍ୟୟ ଏବଂ ଦୁଃସ୍ଵପ୍ନ ପାଲଟିଥିବା ୨୦୨୦ ବର୍ଷ ବିଦାୟ ନେବାକୁ ଯାଉଛି। ଏହି ବର୍ଷରେ ଆମେ ମହାମାରୀ କରୋନାକୁ ପ୍ରାୟତଃ ପରାସ୍ତ କରି ନୂତନ ବର୍ଷରେ ନୂତନ ଭାବେ ଜୀବନକୁ ଆରମ୍ଭ କରିବାକୁ ଯାଉଥିବା ବେଳେ ଏବେ ଏମିବା ରୂପେ ଏକ ନୂତନ ରୋଗ ଭୟ ସୃଷ୍ଟି କଲାଣି। ଏହା କୋଭିଡ୍-୧୯ ତୂଳନାରେ ବହୁତ ସଂକ୍ରାମକ ଏବଂ ମାରାତ୍ମକ ହୋଇପାରେ। ଏହାକୁ ‘ମସ୍ତିଷ୍କଖିଆ ଏମିବା’ କୁହାଯାଉଛି। ଏହି ରହସ୍ୟମୟ ରୋଗ ଆନ୍ଧ୍ର ପ୍ରଦେଶର ଜିଲ୍ଲାର […]