ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରୁ ୩୨୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩ ସଂକ୍ରମିତଙ୍କର ପ୍ରାଣହାନି

ଭୁବନେଶ୍ବର: ଆଜି ରାଜ୍ୟରୁ ୩୨୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮୭ଜଣ କ୍ବାରେଣ୍ଟାଇନରୁ ଓ ୧୩୮ଜଣ ସ୍ଥାନୀୟ ଅଞ୍ଚଳର ରହିଥିବା ଜଣାପଡ଼ିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୩୨୭୮୬୭ଜଣ କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରୁ ୩୨୨୯୭୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି ୨୯୮୯ଟି ସକ୍ରିୟ ମାମଲା ରହିଛି। ତେବେ ଆଜି ଅନୁଗୁଳରୁ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରୁ […]

ରକ୍ତଚାପ ସ୍ଥିରତା ନ ରହିବାରୁ ହାଇଦ୍ରାବାଦ ଡାକ୍ତରଖାନାରେ ଭର୍ତ୍ତି ହେଲେ ରଜନୀକାନ୍ତ

ନୂଆଦିଲ୍ଲୀ: ରକ୍ତଚାପରେ ସ୍ଥିରତା ନ ରହିବା କାରଣରୁ ବର୍ଷିଆନ୍‌ ଅଭିନେତା ରଜନୀକାନ୍ତଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନା ଜାରି କରିଥିବା ଏକ ବିବୃତିରେ ଉଲ୍ଲେଖ ଅଛି ଯେ, ଆଜି ସକାଳେ ଶ୍ରୀ ରଜନୀକାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ୧୦ ଦିନ ହେବ ହାଇଦ୍ରାବାଦରେ ସେ ଏକ ଚଳଚ୍ଚିତ୍ର ସୁଟିଙ୍ଗ୍‌ରେ ବ୍ୟସ୍ତ ଥିଲେ। ସୁଟିଙ୍ଗ୍‌ ସେଟ୍‌ରେ ଦୁଇଜଣ ବ୍ୟକ୍ତି କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଡିସେମ୍ବର ୨୨ ତାରିଖ ଦିନ ରଜନୀକାନ୍ତଙ୍କର ନମୁନା ପରୀକ୍ଷା […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଶନିବାରଠୁ ପୁରୀବାସୀଙ୍କୁ ମିଳିବ କାଳିଆ ଦର୍ଶନ: ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ପୁରୀ୨୫/୧୨: ଶନିବାର ଠାରୁ ପୁରୀବାସୀଙ୍କୁ ମିଳିବ କାଳିଆ ଦର୍ଶନ ସୁବିଧା। ସକାଳ ୭ ଟାରୁ ଆରମ୍ଭ ହେବ ମାର୍କେଟ ଛକରୁ ଧାଡି ଦର୍ଶନ। ଏଥିପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟୋକନ ସହ ପରିଚୟ ପତ୍ରର କରାଯିବ ଯାଞ୍ଚ। କୋଭିଡ୍ କଟକଣା ମଧ୍ୟରେ ସିଂହଦ୍ଵାର ଦେଇ ପ୍ରବେଶ ଉତ୍ତର ଦ୍ବାରା ଦେଇ କରିବେ ପ୍ରସ୍ଥାନ। ଏଥିପାଇଁ ନିୟୋଜିତ ହେବେ ବ୍ୟାପକ ପୁଲିସ, ସମସ୍ତେ ମାସ୍କ, ସାନିଟାଇଜର, ସାମାଜିକ ଦୁରତା ମାନିବେ। ସୁରକ୍ଷା ନେଇ ମୋଟ […]

ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ନିଆରା ଚର୍ଚ୍ଚ ଯେଉଁଠାରେ ଦେଖିବାକୁ ମିଳେ ସର୍ବ ଧର୍ମ ସମଭାବର ଝଲକ୍: କାନ୍ଥରେ ବାଇବେଲ୍ ସହ ଲେଖା ହୋଇଛି ଗୀତା ଶ୍ଳୋକ

ବନାରସ ୨୩/୧୨ : ଧର୍ମ ଓ ଅଧ୍ୟାତ୍ମ ନଗରୀ କାଶୀ ଏକ ମିନି ଇଣ୍ଡିଆ ଫଟୋ ମଧ୍ୟ ପେଶ କରୁଛି। ଏଠାରେ ସର୍ବ ଧର୍ମ ସମଭାବର ଝଲକ ଦେଖିବାକୁ ମିଳିଛି। ଗୋଟିଏପଟେ ମନ୍ଦିର ଘଣ୍ଟ ତ ଅନ୍ୟପଟେ ମସଜିଦରେ ନମାଜ ପାଠ ଓ ଗିରିଜାଘରେ କୋରଲ ଗୀତ ଶୁଭିଥାଏ। କାଶୀ ଗଙ୍ଗା-ଯମୁନାର ସଂସ୍କୃତି ପେଶ କରିଥାଏ। ଏହି ନଗରୀରେ ଏକତାର ସନ୍ଦେଶ ଦେଉଥିବା ଏମିତି ଏକ ଚର୍ଚ୍ଚ ଅଛି ଯେଉଁଠାରେ ଚର୍ଚ୍ଚର କାନ୍ଥ ବି ଗୀତା ଉପଦେଶ […]

ରିଲିଜ୍ ହେଲା ମ୍ୟୁଜିକ୍ ଭିଡିଓ ‘କ୍ୟା ଜାନ୍ ଲେଗୀ ମେରୀ’ : ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି ରଶ୍ମି, ଫ୍ୟାନ୍ କହିଲେ…

ମୁମ୍ବାଇ, ୨୪।୧୨: ଟିଭି ସିରିଏଲ ଅଭିନେତ୍ରୀ ରଶ୍ମି ଦେଶାଇଙ୍କ ମ୍ୟୁଜିକ ଭିଡିଓ ରିଲିଜ୍ ହୋଇଛି । ଏଥିରେ ସାହିର୍ ସେଖ ଓ ସନ୍ନା ସୟିଦ ମଧ୍ୟ ନଜର ଆସିଛନ୍ତି ।ଏହି ଭିଡିଓର ସଙ୍ଗସର ଟାଇଟଲ୍ ରହିଛି ‘କ୍ୟା ଜାନ୍ ଲେଗୀ ମେରୀ’ । ଭିଡିଓରେ ରଶ୍ନିଦେଶାଇ ନିଜ ବୋଲ୍ଡ ଅନ୍ଦାଜରେ ଫ୍ୟାନ୍ସଙ୍କୁ ମତୁଆଲା କରୁଛନ୍ତି । ତାଙ୍କର ଡ୍ୟାନ୍ସ ମୁଭସ୍ ସମସ୍ତଙ୍କୁ ପସନ୍ଦ ଆସିଛି । ଏହି ଗୀତକୁ ପଲାସ ମୁଛଲ ଓ ଅମିତ ମିଶ୍ର ଗାଇଛନ୍ତି […]

ଗୋଆ ବିଚ୍‌ରେ ଭିକିଙ୍କ କୋଳରେ ସୁଶାନ୍ତଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ, ଫଟୋ ଭାଇରାଲ୍…

ମୁମ୍ବାଇ ୨୫।୧୨ : ବଲିଉଡ଼ ଅଭିନେତ୍ରୀ ଅଙ୍କିତା ଲୋଖେଣ୍ଡେ ନିଜର ପୁରୁଷ ବନ୍ଧୁ ଭିକି ଜୈନଙ୍କ ସହ ସଂପର୍କକୁ ନେଇ ଚର୍ଚ୍ଚା ଲାଗିରହିଛି । ଅତୀତରେ ଅଙ୍କିତା ନିଜ ପୁରୁଷବନ୍ଧୁଙ୍କ ସହ ଅନେକ ଥର ଫଟୋ ସେୟାର କରିବାର ନଜର ଆସିଛି । କିନ୍ତୁ ଏବେ ଅଙ୍କିତା ଓ ନିଜ ବନ୍ଧୁ ଭିକି ଗୋଆରେ ଛୁଟି କାଟୁଛନ୍ତି । ଯାହାର କିଛି ଫଟୋ ଅଙ୍କିତ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି । ଯାହାକି […]

ଖେଳ ଦେଶ ବିଦେଶ

ଫିଟନେସ୍ ଟେଷ୍ଟ ପାସ୍ କଲେ ଜାଡେଜା, ଖେଳିବେ ମେଲବର୍ଣ୍ଣ ଟେଷ୍ଟ୍ !

ମେଲବର୍ଣ୍ଣ, ୨୪।୧୨: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫିଟନେସ୍ ଟେଷ୍ଟ୍ ପାସ୍ କରିଛନ୍ତି । ଏହାସହ ସେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ବକ୍ସିଂ ଡେ ଟେଷ୍ଟରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୨୬ରୁ ଆରମ୍ଭ ହେବ । ଭାରତ ପକ୍ଷରୁ ୪୯ଟି ଟେଷ୍ଟରେ ୨୧୩ ଓ୍ୱିକେଟ ନେଇଥିବା ଜାଡେଜା ୧୮୬୯ ରନ୍ କରିଛନ୍ତି । ସେ ପ୍ରଥମ […]

ଖେଳ ଦେଶ ବିଦେଶ

ମେଲ୍‌ବର୍ଣ୍ଣ ଟେଷ୍ଟ ପାଇଁ ଦଳ ଘୋଷଣା କଲା ଇଣ୍ଡିଆ ; ଜାଡେଜା ଇନ୍‌, ଡେବ୍ୟୁ କରିବେ ସିରାଜ ଓ ଶୁଭମନ୍‌ ଗିଲ୍‌

ମୁମ୍ବାଇ ୨୫।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟର ସିରିଜର ୨ୟ ମ୍ୟାଚ୍‌ ପାଇଁ ଟିମ୍‌ ଘୋଷଣା କରିଛି ବିସିସିଆଇ । ୨ୟ ମ୍ୟାଚ୍‌ଟି ଆସନ୍ତାକାଲି ମାନେ ୨୬ ତାରିଖରୁ ମେଲବର୍ଣ୍ଣରେ ଖେଳାଯିବାକୁ ଅଛି । ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଟିମ୍‌ ନିଜର ପ୍ଲେଇଙ୍ଗ ଇଲେଭନ୍‌ ଘୋଷଣା କରିଛି । ଏହି ମ୍ୟାଚ୍‌ରେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ଆଜିଙ୍କ୍ୟ ରାହେଣଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଯୁବ ବ୍ୟାଟସମ୍ୟାନ୍‌ ଶୁଭମନ୍‌ ଗିଲ୍‌ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନାର ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ, ଗତ ୨୪ଘଣ୍ଟାରେ ୨୩୦୬୮ କୋଭିଡ଼ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ ୨୫।୧୨: କରୋନାର ଦୈନିକି ସଂକ୍ରମଣ ସଂଖ୍ୟା କେତେବେଳେ ବଢିବାର ଲାଗିଛି, କେତେବେଳେ କମିବାରେ ଲାଗିଛି । ଗୁରୁବାର ତୁଳନାରେ ଶୁକ୍ରବାର ଦିନ ଦୈନିକି ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଥିବାର ରେକର୍ଡ କରାଯାଇଛି । ଗୁରୁବାର ଦିନ ୨୪,୭୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଦିନ ୨୩,୦୬୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ପାର୍ ହୋଇସାରିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ […]

ଏହି ଦେଶରେ ମିଳିଲା ୯୯ ଟନ୍ ସୁନା, ଯାହାର ଦାମ୍ ହଜାର ହଜାର କୋଟିରୁ ବି ଅଧିକ

ନୂଆଦିଲ୍ଲୀ, ୨୪।୧୨: ତୁର୍କୀର ଏକ ସ୍ଥାନରେ ୯୯ ଟନ୍ ସୁନାର ସନ୍ଧାନ ମିଳିଛି । ଏହାର ମୂଲ୍ୟ ଅନେକ ଦେଶର ଜିଡିପିରୁ ମଧ୍ୟ ଅଧିକ । ସୁନାର ଏତେ ବଡ ଖଣିର ସନ୍ଧାନ କରିଥିବା ଫାହରେଟିନ୍ ପୋୟାର୍ଜ ଏନେଇ ସୂଚନା ଦେଇଛନ୍ତି । ପୋୟାର୍ଜ ତୁର୍କୀର ଏଗ୍ରିକଲଚର୍ କ୍ରେଡିଟ୍ କୋ ଅପରେସନର ମୁଖ୍ୟ ଅଟନ୍ତି । ଏକ ସ୍ଥାନୀୟ ନ୍ୟୁଜ ଏଜେନ୍ସି ସହ ଆଲୋଚନାରେ ସେ କହିଛନ୍ତି ଯେ, ୨ ବର୍ଷ ମଧ୍ୟରେ ସେ ଏହି ସୁନା […]