ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ବସ୍ ଡ୍ରାଇଭର ପାଲଟିଲେ ପୂଜା ଦେବୀ, ପିଲାଟି ଦିନରୁ ଦେଖି ଆସୁଥିବା ସ୍ବପ୍ନ ସାକାର ହେଲା
ଜମ୍ମୁ: ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାରେ ପୂଜା ଦେବୀ ନାମକ ଜଣେ ମଧ୍ୟବୟସ୍କା ଉପତ୍ୟକାର ପ୍ରଥମ ମହିଳା ବସ୍ ଡ୍ରାଇଭର ଭାବେ ବେଶ୍ ଚର୍ଚ୍ଚା ପାଲଟିଛନ୍ତି। ତିନି ସନ୍ତାନର ମାତା ପୂଜା ଦେବୀ ଗୁରୁବାର ପ୍ରଥମ ଥର ପାଇଁ ଜମ୍ମୁର କାଠୁଆ ମାର୍ଗରେ ଗାଡ଼ି ଚଳାଇଥିଲେ। ସେ ଜମ୍ମୁର କାଠୁଆ ରାଜପଥରେ ବସ୍ ଚଳାଉଥିବା ବେଳେ ତାଙ୍କ ପୁଅ ତାଙ୍କ ସହ ଥିଲେ। ମହିଳା ଜଣକ ବସ୍ ଚଳାଉଥିବାର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ […]