ରାଜ୍ୟ ସ୍ପେଶାଲ ରିପୋର୍ଟ

ମାମଲା ଗଡ଼ୁଛି, ଫାଇଦା ନେଉଛନ୍ତି ଅଧିକାରୀ: ବିଡିଏରେ ୩ ହଜାର, ବିଏମ୍‌ସିରେ ହଜାରେରୁ ବେଶି

ଭୁବନେଶ୍ୱର: ଆଇନକୁ ଢାଲ କରିଛନ୍ତି ଜବରଦଖଲକାରୀ। ପ୍ରଥମେ ଜବରଦଖଲ କରିବା ଓ ପରେ ମାମଲା କୋର୍ଟରେ ଗଡ଼ିବା ଏକ ଅଭ୍ୟାସ ହୋଇଛି। କେବଳ ଜବରଦଖଲକାରୀ ନୁହନ୍ତି ବରଂ ବିଭିନ୍ନ ବେଆଇନ କାମରେ ଆଇନ ଢାଲ ହୋଇଛି। କେତେକ ଅଧିକାରୀଙ୍କର ମଧ୍ୟ ଏଥିରେ ସମ୍ପୃକ୍ତି ରହିଛି। କେମିତି ବା କେଉଁଠି ମାମଲା ରୁଜୁ କଲେ ବର୍ଷ ବର୍ଷ ଧରି ସମୟ ଗଡ଼ିବ ସେ ଜ୍ଞାନ ଅଧିକାରୀମାନେ ଦେଉଛନ୍ତି। ଗୋଟିଏ ସମାନ ଅଭିଯୋଗ ଆଧାରରେ ୩ଟି କୋର୍ଟ‌ରେ ମାମଲା ରୁଜୁ […]

ଅପରାଧ ରାଜ୍ୟ

ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା: ପୋଖରୀ ହୁଡ଼ାରୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ଶବ

କଟକ-ଜଗତପୁର: ଜଗତପୁର ଥାନା ଅନ୍ତର୍ଗତ ମଧ୍ୟକଚ୍ଛ ପଞ୍ଚାୟତ ପୂର୍ବକଛ ଗ୍ରାମରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ହତ୍ୟା କରି କେହି ଦୁବୃର୍ତ୍ତ ଗ୍ରାମ ପୋଖରୀ ହୁଡ଼ାରେ ଫିଙ୍ଗିଦେଇଛି। ଗତକାଲି ଠାରୁ ଘରୁ ପଳାଇଥିବା ଛାତ୍ରଙ୍କ ମୃତଦେହ ଆଜି ପୋଖରୀ ହୁଡ଼ାରୁ ଉଦ୍ଧାର କରାଯାଇଛି। ମୃତ ନାବାଳକଜଣକ ସ୍ଥାନୀୟ ଜଗନ୍ନାଥ ବେହେରାଙ୍କ ପୁଅ ଶୁଭମ୍ ଓରଫ ଜ୍ୟୋତି ରଞ୍ଜନ (୧୨)। କେଉଁ କାରଣରୁ ଶୁଭମ୍‌ଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇ ପାରି ନଥିବା ବେଳେ ପରିବାର […]

ରାଜ୍ୟ

ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବଢ଼ା ମାରା: ଅମୁଣିଆ କୂଅରେ ଫିଙ୍ଗା ହେଲା, ଅଢ଼େଇ ଘଣ୍ଟା ବିଳମ୍ବରେ ବାହାରିଲା ଭୋଗ

ପୁରୁଣା ଭୁବନେଶ୍ୱର: ଆଜି ଶ୍ରୀଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ସଅଳ ନୀତି ପାଇଁ ପ୍ରସ୍ତୁତ ଅବଢ଼ା ଭୋଗ ଲାଗି ହେବା ବେଳେ ଗର୍ଭଗୃହରେ ଖଟା ହାଣ୍ଡି ଭାଙ୍ଗି ମହାପ୍ରଭୁଙ୍କ ଶକ୍ତିକୁ ଛୁଇଁବାରୁ ଠାକୁରଙ୍କ ବେଶ ଓ ଅବଢ଼ା ମାରା ହୋଇଯାଇଥିଲା। ତେଣୁ ବିଧି ଅନୁସାରେ ମାରା ଅବଢ଼ା ସବୁକୁ ଅମୁଣିଆ କୂଅରେ ବିସର୍ଜନ କରାଯାଇଥିଲା। ମହାପ୍ରଭୁଙ୍କ ମହାସ୍ନାନ ନୀତି ପରେ କୋଠ ଥାଳି ପ୍ରସ୍ତୁତ କରାଯାଇ ଠାକୁରଙ୍କ ନୀତି ସମ୍ପନ୍ନ ହୋଇଥିଲା। ଭୋଗ […]

ଅପରାଧ ରାଜ୍ୟ

ସାକ୍ଷୀଗୋପାଳ ମନ୍ଦିରରୁ ଚୋରି: ସୁନା ଓ ଟଙ୍କା ଉଦ୍ଧାର, ୨ ଗିରଫ

ସାକ୍ଷୀଗୋପାଳ: ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର କେତେକ ମନ୍ଦିରରୁ ଗତ କିଛି ଦିନ ମଧ୍ୟରେ ଚୋରି ହୋଇଥିବାବେଳେ ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ସାକ୍ଷୀଗୋପାଳ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନମୋହନ ଦେବଙ୍କ ମନ୍ଦିର ତାଲା ଭାଙ୍ଗି ମନ୍ଦିର ପରିସରରୁ ୩ଟି ହୁଣ୍ଡି, ଠାକୁରଙ୍କର ସୁନା ଅଳଙ୍କାର ଆଦି ଚୋରି କରି ନେଇଯାଇଥିବା ଜଣାପଡ଼ିଛି। ତମାଳ ଗଛମୂଳେ ସ୍ଥାପିତ ହୁଣ୍ଡି ତାଲା ଭାଙ୍ଗି ସେଥିରୁ ସମସ୍ତ ଟଙ୍କା ପଇସା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କିସ୍‌ରେ ଅଭିଭାବକ ସମ୍ମିଳନୀ: ଦେଢ଼ଲକ୍ଷ ଜନଜାତିଙ୍କ ସମାବେଶ

ଚନ୍ଦ୍ରଶେଖରପୁର: କିସ୍ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ଆଜି ଏକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ୩୦ଜିଲ୍ଲା ସମେତ ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଆସାମ, ସିକିମ୍‍ ଆଦି ରାଜ୍ୟରୁ ୧ଲକ୍ଷ ଅଭିଭାବକ, ୧୦ହଜାର ପୁରାତନ ଛାତ୍ରଛାତ୍ରୀ ଓ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ କିସ୍‌ରେ ଦେଢ଼ଲକ୍ଷ ଜନଜାତିଙ୍କ ସମାଗମ ହୋଇଥିଲା। ଅଭିଭାବକମାନେ ଯେପରି ଭଲଭାବେ ସେମାନଙ୍କ ପିଲାମାନଙ୍କ ଭଲମନ୍ଦ ବୁଝିପାରିବେ ସେଥିପାଇଁ କିସ୍‍ ପରିସରରେ ଜିଲ୍ଲାୱାରୀ ଷ୍ଟଲମାନ ଖୋଲାଯାଥିଲା। ଏହି ଅଭିଭାବକ ସମାବେଶରେ […]

ରାଜ୍ୟ

ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ପୁଲିସ କର୍ମଚାରୀଙ୍କର ମୃତଦେହ ଉଦ୍ଧାର: ଟ୍ରେନରୁ ଓହ୍ଲାଇବା ବେଳେ ଚାଲିଗଲା ଜୀବନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଘରେ ରୋଷେଇ କାର୍ଯ୍ୟରେ ନିୟୋଜିତ ଥିବା ପୁଲିସ କର୍ମଚାରୀଙ୍କର ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ମୃତ କନେଷ୍ଟବଳଙ୍କ ନାଁ ବି. ହରିଶଙ୍କର ରାଓ। ତେବେ ସେ ଟ୍ରେନରୁ ଡେଇଁପଡ଼ି ପ୍ରାଣ ହରାଇଥିବା କୁହାଯାଉଛି। ରାୟଗଡା ରେଳ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଗତକାଲି ସନ୍ଧ୍ୟାରେ ଟ୍ରେନରେ କଟି ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ହେଲେ ରାୟଗଡା ସହର ଗାନ୍ଧିନଗର […]

ରାଜ୍ୟ

ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ପୁଲିସ କର୍ମଚାରୀଙ୍କର ମୃତଦେହ ଉଦ୍ଧାର: ଟ୍ରେନରୁ ଓହ୍ଲାଇବା ବେଳେ ଚାଲିଗଲା ଜୀବନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଘରେ ରୋଷେଇ କାର୍ଯ୍ୟରେ ନିୟୋଜିତ ଥିବା ପୁଲିସ କର୍ମଚାରୀଙ୍କର ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ମୃତ କନେଷ୍ଟବଳଙ୍କ ନାଁ ବି. ହରିଶଙ୍କର ରାଓ। ତେବେ ସେ ଟ୍ରେନରୁ ଡେଇଁପଡ଼ି ପ୍ରାଣ ହରାଇଥିବା କୁହାଯାଉଛି। ରାୟଗଡା ରେଳ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଗତକାଲି ସନ୍ଧ୍ୟାରେ ଟ୍ରେନରେ କଟି ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ହେଲେ ରାୟଗଡା ସହର ଗାନ୍ଧିନଗର […]

ରାଶିଫଳ

Shani Good Luck: ୨୦୨୫ ପର୍ଯ୍ୟନ୍ତ ୩ ରାଶିରେ ରହିବେ ଶନି; ଘରେ ହେବ ପ୍ରବଳ ଉନ୍ନତି !

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ କୌଣସି ଗୋଟିଏ ଚିହ୍ନରେ ରହିଥା’ନ୍ତି। ଆଉ ପୁଣି ସେହି ଚିହ୍ନକୁ ଫେରିବା ପାଇଁ ଶନି ପ୍ରାୟ ୩୦ ବର୍ଷ ସମୟ ନେଇଥାଅନ୍ତି । ବିଜ୍ଞାପନ 02 ଶନି ବର୍ତ୍ତମାନ କୁମ୍ଭରେ ଅଛନ୍ତି । ୨୦୨୫ ପର୍ଯ୍ୟନ୍ତ ସେଠାରେ ରହିବେ । ଏହି ଅବଧି ମଧ୍ୟରେ ଶନି ଗୋଚର କରିବା ଦ୍ବାରା ରାଜଯୋଗ ଗଠନ ହେବାକୁ ଯାଉଛି । ବିଜ୍ଞାପନ 03 କୁମ୍ଭରେ ଶନିଙ୍କ ଉପସ୍ଥିତି ଅନେକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନୀଳଗିରି: ମଧ୍ୟାହ୍ନ ଭୋଜନରେ ପିଲା ଖାଇଲେ ପଖାଳ ଓ ଆଳୁଭଜା, ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ନୀଳଗିରି: ମାଣବସା ଓଷା କରିବାକୁ ସ୍କୁଲର ପାଚିକା କେବଳ ଭାତ ରାନ୍ଧି ଘରକୁ ପଳାଇବାରୁ ମଧ୍ୟାହ୍ନ ଭୋଜନରେ ଛାତ୍ରୀମାନେ ପଖାଳ ସହିତ ଆଳୁଭଜା ଖାଇଛନ୍ତି। ଏ କଥା ଜାଣିବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ଖପା ହୋଇଛନ୍ତି ଜିଲ୍ଲାପାଳ। ଘଟଣା ବାବଦରେ ବୁଝି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଅପପୁଷ୍ଟି ରୋକିବା ସହିତ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ସରକାରୀ ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହୋଇଛି। ହେଲେ ଗୁରୁବାର ନୀଳଗିରି ବ୍ଲକ୍ ସିଆଡ଼ିମାଳ ପଞ୍ଚାୟତ ଚତର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଟଲିଉଡରେ ଆଦିବାସୀ ଝିଅ ସୁମନଙ୍କ କମାଲ: ଛୁଟୁଛି ଶୁଭେଚ୍ଛାର ସୁଅ

ମାଲକାନଗିରି: ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ଝିଅ ସୁମନ ଖୀଲ ଟଲିଓଡରେ ପାଦ ଦେଇ କମାଲ ଅଭିନୟ କରିଛନ୍ତି। ତେଲୁଗୁ ଚଳଚ୍ଚିତ୍ର ମଙ୍ଗଳବାରମ୍ ସିନେମା ୫ଟି ଭାଷାରେ ରିଲିଜ ହୋଇଥିବା ବେଳେ ଦର୍ଶକଙ୍କ ମନ ମୋହିପାରିଛନ୍ତି ଓଡ଼ିଆ ଝିଅ। ଗାଦବା ସମ୍ପ୍ରଦାୟର ଝିଅ ହୋଇ ସିନେମା ଜଗତରେ ପାଦଥାପି ନିଜର ସ୍ବତନ୍ତ୍ର ପରିଚୟ ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।ସୁମନଙ୍କ ଘର କୋରାପୁଟ ଜିଲ୍ଲା ସେମିଳିଗୁଡାର ତଳ ସାହିରେ। ଘରେ ମା ବୃନ୍ଦାବତୀ ଚପାଡି ଓ ଭାଇ […]