ଶୀତ ଦିନେ ଏହି ୪ଟି ଉପାୟରେ କେଶର ଯତ୍ନ ନିଅନ୍ତୁ, କରନ୍ତୁ ନାହିଁ ଏଭଳି ଭୁଲ୍

ଭୁବନେଶ୍ବର ୨୮।୧୨: ଶୀତ ଦିନେ ତ୍ବଚା ଶୁଖିବା ଏକ ସାଧାରଣ କଥା । ଏମିତିରେ ଲୋକମାନେ ଏହି ଦିନେ ସେମାନଙ୍କର ତ୍ବଚାର ବିଶେଷ ଯତ୍ନ ନିଅନ୍ତି । ଶୀତଦିନେ ଶୁଖିଲା ପବନ ତ୍ବଚାକୁ ଶୁଖାଇ ଦେଇଥାଏ । ଯଦି ଆମେ ଏହାର ଯତ୍ନ ନନେବା ତାହା ଶୁଖି ଫାଟିବା ଆରମ୍ଭ କରେ । ଅଧିକାଂଶ ଲୋକ ଶୀତଦିନେ ତ୍ବଚାର ଯତ୍ନ ନିଅନ୍ତି କିନ୍ତୁ କେଶ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଶୀତଦିନେ ତ୍ବଚା ବ୍ୟତୀତ କେଶ […]

କରୋନାର ଦୈନିକ ସଂକ୍ରମଣରେ ବଡଧରଣର ହ୍ରାସ, ଗତ ୨୪ଘଣ୍ଟାରେ ୧୬୪୩୨ ନୂଆ କୋଭିଡ଼ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ ୨୯।୧୨: କରୋନା ଭାଇରସର ଦୈନିକ ସଂକ୍ରମଣରେ ପୁଣି ଥରେ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ଦୈନିକ ସଂକ୍ରମଣରେ ବଡଧରଣ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ଗତ ୨୪ଘଣ୍ଟାରେ ୧୬,୪୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତ କିଛି ମଧ୍ୟରେ ସବୁଠାରୁ କମ୍‌ ଧରଣର ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଲକ୍ଷ ପାର୍‌ ହୋଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରୁ ଆଜି ସୁସ୍ଥ ହେଲେ ୩୨୪ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୩୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୪୩୯୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଖୋର୍ଧାରୁ ୩୪ଜଣ, ସୁନ୍ଦରଗଡ଼ରୁ ୩୧ଜଣ, ବାଲେଶ୍ବରରୁ ୨୬ଜଣ, ସମ୍ବଲପୁରରୁ ୨୫ଜଣ, ମୟୁରଭଞ୍ଜରୁ ୨୨ଜଣ, ପୁରୀରୁ ୨୨ଜଣ, ଅନୁଗୁଳରୁ ୨୦ଜଣ, ବରଗଡ଼ରୁ ୧୭ଜଣ, କଟକରୁ ୧୭ଜଣ, ନୂଆପଡ଼ାରୁ ୧୧ଜଣ, ଯାଜପୁରରୁ ୧୦ଜଣ,କେନ୍ଦ୍ରାପଡ଼ାରୁ ୧୦ଜଣ, ଗଞ୍ଜାମରୁ ୮ଜଣ, ଭଦ୍ରକରୁ […]

ଆସନ୍ତା ଶିକ୍ଷାବର୍ଷରୁ ସରକାରୀ ସ୍କୁଲ ପିଲାଙ୍କୁ ଡାକ୍ତରୀ, ଇଂଜିନିୟରିଂ ପଢ଼ିବା ଲାଗି ମିଳିବ ସଂରକ୍ଷଣ ସୁବିଧା

ଭୁବନେଶ୍ବର : ସରକାରୀ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ଶିକ୍ଷାବର୍ଷଠାରୁ ସେମାନଙ୍କୁ ରାଜ୍ୟରେ ଥିବା ଡାକ୍ତରୀ, ଇଂଜିନିୟରିଂ ପରି ଉଚ୍ଚଶିକ୍ଷା ଅନୁଷ୍ଠାନରେ ସଂରକ୍ଷଣ ମିଳିବ । ଏ ନେଇ ଆଜି ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ ହୋଇଛି । ଡାକ୍ତରୀ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖା ପାଇଁ ସର୍ବଭାରତୀୟ ସ୍ତରରେ ଏନଇଇଟି ଓ ଜେଇଇ ପରି ଏକକ ପ୍ରବେଶିକା ପରୀକ୍ଷା ହେବା ପରେ ଓଡ଼ିଶାର ସରକାରୀ ହାଇସ୍କୁଲ […]

ଷ୍ଟାର୍କଙ୍କ ୨୫୦ତମ ଶିକାର ହେଲେ ପନ୍ତ ୧୫୦ ଟେଷ୍ଟ୍‌ ଡିସ୍‌ମିସାଲରେ ପେନ୍‌ ଦ୍ରୁତତମ

ମେଲ୍‌ବର୍ନ: ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଭାରତ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ୍‌ରେ ଶନିବାର ୨୫୦ ୱିକେଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଭାରତର ପ୍ରଥମ ପାଳିରେ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ଙ୍କୁ ଆଉଟ୍‌ କରି ଷ୍ଟାର୍କ ନିଜର ୫୯ତମ ମ୍ୟାଚ୍‌ରେ ୨୫୦ତମ ୱିକେଟ୍‌ ଦଖଲ କରିଥିଲେ। ଏହିକ୍ରମରେ ସେ ମଧ୍ୟ ଅଷ୍ଟ୍ରେଲିଆର ପଞ୍ଚମ ଦ୍ରୁତତମ ବୋଲର ରହିଛନ୍ତି। ସଂଯୋଗବଶତଃ ପନ୍ତ୍‌ଙ୍କ କ୍ୟାଚ୍‌ ଅଷ୍ଟ୍ରେଲୀୟ ଅଧିନାୟକ ଟିମ୍‌ ପେନ୍‌ ଧରିଥିଲେ। ଆଉ ସେହି କ୍ୟାଚ୍‌ ନେଇ ପେନ୍‌ ମଧ୍ୟ ଟେ‌ଷ୍ଟ୍‌ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଭୁବନେଶ୍ୱରରେ ଜିରୋ ନାଇଟ୍ ସେଲିବ୍ରେସନକୁ ନା, ଘରେ ରହି ନୂଆ ବର୍ଷ ପାଳନ କରିବାକୁ ବିଏମସିର ପରାମର୍ଶ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, କ୍ଲବ, କନଭେନସନ୍ ହଲ୍ ଓ କଲ୍ୟାଣ ମଣ୍ଡପ ଆଦିରେ ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି। ଜନସମାଗମ ଉପରେ ବିଏମସି (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ରୋକ ଲଗାଯାଇଛି। ଏନେଇ ବିଏମସି କମିସନର ନିର୍ଦ୍ଦେଶନାମା ଜାରି କରିଥିବା ଜଣାଯାଇଛି। ହୋଟେଲ୍ ବା କ୍ଲବକୁ ନ ଯାଇ ଘରେ ରହି ନୂଆ ବର୍ଷ ପାଳନ କରିବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଡିସେମ୍ବର ୩୧ ଜିରୋନାଇଟ ଓ […]

ରାଜ୍ୟରେ ଶୀତ ଲହରୀ ଜାରି : ୧୦ ଡିଗ୍ରି ତଳେ ୬ଟି ସହର

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଜି ସକାଳ ସାଢେ ୮ଟାରେ ରେକର୍ଡ କରାଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହର। ଏଠାରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରି ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ବରର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି, ଭବାନୀପାଟଣାରେ ୯.୨ ଡିଗ୍ରି, […]

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ

ଭୁବନେଶ୍ବର: କଂଗ୍ରେସ ସଭାରେ ଭାଷଣ ଦେଉଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି କଂଗ୍ରେସ ଦଳ ପକ୍ଷରୁ ଭୁବନେଶ୍ବରର ସିବିଆଇ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା। ସେଠାରେ ଭାଷଣ ଦେଉଥିବା ବେଳେ ହଠାତ ସେ ଛାତିକୁ ଧରି ତଳେ ବସିଯାଇଥିଲେ। ଏହାପରେ ତାଙ୍କୁ ତତକ୍ଷଣାତ୍ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ତେବେ ନରସିଂହ ମିଶ୍ର ଠିକ୍ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ […]

ଦେଶ ବିଦେଶ ମନୋରଞ୍ଜନ

ଢାକା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ ମିଳିଲା ୨ଟି ପୁରସ୍କାର ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ, ଏ.କେ ବୀର ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକ

ଭୁବନେଶ୍ବର: ୨୪ଡିସେମ୍ବରରୁ ୨୬ଡିସେମ୍ବର ଯାଏ ଢାକାଠାରେ ଆୟୋଜିତ ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ ୨ଟି ପୁରସ୍କାର ମିଳିଛି | ଚଳଚ୍ଚିତ୍ରର ନାୟିକା ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିବା ବେଳେ ନିର୍ଦ୍ଦେଶକ ଏ.କେ ବୀରଙ୍କୁ ମିଳିଛି ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକର ପୁରସ୍କାର | ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ହାସଲ କରି ଓଡ଼ିଆ ନିର୍ମାତା ନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରସ୍ତୁତ ‘ଅନ୍ତର୍ଧ୍ୱନି’ ଦେଶ ପାଇଁ ଗୌରବ ଆଣିଦେଇଛି | କେଵଳ ସେତିକି ନୁହେଁ, ୨୪ଏଫପିଏସ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। କୌଣସି ଲୋକ ଆପଣଙ୍କର ପରାମର୍ଶ ନେବେ। ବେପାରରେ ଯଥେଷ୍ଟ ଲାଭ ହେବ। ବୃଷ: କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବିବେ। ଅଚାନକ ଅର୍ଥ ଆସିବ। ବାପାଙ୍କ ପରାମର୍ଶରେ ବଡ଼ ପଦକ୍ଷେପ ନେବେ। ମିଥୁନ: କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ଆପଣଙ୍କ ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। କର୍କଟ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ଆଇନଜୀବୀଙ୍କ ଲାଗି […]