ଜୀବନ ନାଟକରେ ଯବନିକା ଶ୍ରଦ୍ଧାଞ୍ଜଳି
ମୟୂରୀ ଗୋ…, ଯା ଯା ରେ ଭାସି ଯା… ଆଦି ସଙ୍ଗୀତ ଆଜି ବି ମନରେ ରୋମାଞ୍ଚ ଭରିଦିଏ। ୬୦ ବର୍ଷ ତଳର ଏଇ ଗୀତର ଧୁନ୍ ଆଜି ବି ମନକୁ ତାଜା କରିଦିଏ। ଓଡ଼ିଆ ସଙ୍ଗୀତ ଜଗତକୁ ଆଧୁନିକତାର ରସରେ ରସାଶିକ୍ତ କରି ଭାରତୀୟ ସଙ୍ଗୀତ ଦୁନିଆରେ କମ୍ପନ ସୃଷ୍ଟି କରିଥିବା ଏମିତି ଜଣେ ସଙ୍ଗୀତ ସାଧକ ଆଜି ସବୁ ଦିନ ପାଇଁ ଶାନ୍ତ ହୋଇଯାଇଛନ୍ତି। ଓଡ଼ିଆ ସଙ୍ଗୀତରେ ନୂଆ ଧାରା, ଶୈଳୀ ଓ ରସ […]