ବୁମ୍ରା ବିଶ୍ବର ସବୁଠୁ ହୁସିଆର ବୋଲର: ଅଖ୍ତର
ନୂଆଦିଲ୍ଲୀ : ଯଶପ୍ରୀତ୍ ବୁମ୍ରା ବର୍ତମାନ ବିଶ୍ବ କ୍ରିକେଟର୍ ସବୁଠାରୁ ହୁସିଆର୍ ବୋଲର। ତାଙ୍କ ଶରୀରରେ ନୁହେଁ ଲେନ୍ଥରେ ହିଁ ଆକ୍ରାମକ ରୂପ ରହିଥାଏ ବୋଲି ପ୍ରକାଶ କରିଛନ୍ତି ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତର। ଚଳିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ଶୃଙ୍ଖଳାରେ ବୁମ୍ରା ୨ ଟେଷ୍ଟରୁ ୮ ୱିକେଟ୍ ନେଇ ପ୍ୟାଟ୍ କମିନ୍ସ ଓ ଆର୍ ଅଶ୍ବିନଙ୍କଠାରୁ ୨ ୱିକେଟ୍ ପଛରେ ରହିଛନ୍ତି। ଅଭିଜ୍ଞ ଈଶାନ୍ତ ଶର୍ମା ଏବଂ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ବୁମ୍ରା ଭାରତୀୟ […]