ପୁଣି ୯ ନୂଆ ପଜିଟିଭ୍ ଚିହ୍ନଟ, କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି
ନୂଆଦିଲ୍ଲୀ ୦୪/୦୧: ଚିନ୍ତା ବଢ଼ାଉଛି କରୋନାର ନୂଆ ରୂପ। ବ୍ରିଟେନରେ ମିଳିଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ଭାରତରେ କରୋନାର ନୂଆ ଷ୍ଟ୍ରେନ୍ରେ ୯ ନୂଆ ସଂକ୍ରମିତଙ୍କ ସହ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ବ୍ରିଟେନରେ ନୂଆ ଷ୍ଟ୍ରେନ୍ ମିଳିବା ପରେ ଭାରତ ସରକାର ବିମାନ ଉଡ଼ାଣ ଉପରେ କଟକଣା ଲଗାଇଥିଲେ। କିନ୍ତୁ ସେତେବେଳକୁ ଭାରତରେ ପ୍ରବେଶ କରିସାରିଥିଲା ବହୁ ରୂପି […]