ସେଲିବ୍ରିଟି ସିଙ୍ଗର ନେହା କକ୍କଡଙ୍କୁ ଆଉ ଏକ ସଫଳତା, ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ ପାଇବାରେ ଭାରତର ପ୍ରଥମ ଗାୟିକା
ନୂଆଦିଲ୍ଲୀ ୦୮/୦୧ : ବଲିଉଡ କଣ୍ଠଶିଳ୍ପୀ ନେହା କକ୍କଡ ପୁଣି ଖବରରେ । ସେଲିବ୍ରିଟି ସିଙ୍ଗର ସଫଳତାର ଆଉ ଏକ ମୁକୁଟ ପିନ୍ଧିଛନ୍ତି ଆଉ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନେହାଙ୍କ ଏହି ସଫଳତା ବେଶ ନିଆରା । ସଫଳତା ଲାଗି କ୍ରମାଗତ ଭାବରେ ଇତିହାସ ସୃଷ୍ଟି କରିଚାଲିଛନ୍ତି ନେହା । ପ୍ରଥମେ ସେ ଭାରତର ପ୍ରଥମ କଣ୍ଠଶିଳ୍ପୀ ଭାବେ ଇନଷ୍ଟାଗ୍ରାମରେ କରିଥିଲେ ରେକର୍ଡ । ଇନଷ୍ଟାଗ୍ରାମରେ ତାଙ୍କର ସବୁଠୁ ଅଧିକ ଫ୍ୟାନ୍ ବା ଫଲୋୟର […]