କୁହୁଡିର ଚାଦରରେ ଭଦ୍ରକ ସହର, ଗାଡିମଟର ଚଳାଚଳ ପ୍ରଭାବିତ

ଭଦ୍ରକ, ୧୦|୦୧ : ଭଦ୍ରକ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ କୁହୁଡି ଅନୁଭୂତ ହେଉଛି । ସକାଳ ସମୟରେ ପ୍ରବଳ କୁହୁଡିର ଆସ୍ତରଣ ଜନଜୀବନକୁ ପ୍ରଭାବିତ କରୁଛି । କୁହୁଡି ଯୋଗୁଁ ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଗୁଡିକ ଲାଇଟ ଦେଇ ଧୀରେ ଧୀରେ ଯାଉଥିବାର ଚିତ୍ର ଦେଖିବାକୁ ମିଳିଛି । ସକାଳ ସମୟରେ ଲୋକମାନେ ଘରୁ ବାହାରି ଯିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । କୁହୁଡି ଯୋଗୁଁ, ଗାଡି ଗୁଡିକ […]

କଳା ଓ ସଂସ୍କୃତି ଧର୍ମ

ମକର ସଂକ୍ରାନ୍ତିରେ ଭୁଲରେ ବି ଦାନ କରନ୍ତୁନି ଏହିସବୁ ଜିନିଷ, ମିଳିବନି ଶୁଭଫଳ

ଭୁବନେଶ୍ୱର ୦୯/୦୧ : ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯାଏ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁଯାୟୀ ନୂଆ ଫଳ ଓ ନୂଆ ଋତୁର ଆଗମନକୁ ନେଇ ମକର ସଂକ୍ରାନ୍ତି ପାଳନ କରାଯାଏ। ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କଲେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଏ। ଏହି ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ନଦୀ ଏବଂ ବିଭିନ୍ନ ପବିତ୍ର ନଦୀରେ ସ୍ନାନ କରିବା ସହ […]

ଲାଇଫ୍ ଷ୍ଟାଇଲ

ଏହି ବର୍ଷ ବି ଟପ୍‌ରେ ରହିଲା ମେଡିଟେରେନିୟନ୍ ଡାଏଟ୍ : ଜାଣନ୍ତୁ ଏହି ଡାଏଟ୍‌ର ରହିଛି କ’ଣ କ’ଣ ଲାଭ

ଭୁବନେଶ୍ୱର ୦୯/୦୧ : ଯଦି ଆପଣ ଫିଟନେସ୍ ଓ ପୋଷଣ ପାଇଁ ହେଲ୍ଦି ଡାଏଟି ଜାଣିବାକୁ ଚାହୁଁଛନ୍ତି ତାହେଲେ ମେଡିଟେରେନିୟନ୍ ଡାଏଟ୍ ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ। ଫଳ ଓ ପନିପରିବାରେ ଭରପୁର ମେଡିଟେରେନିୟନ ଡାଏଟ୍ କୁ ୨୦୨୧ର ସବୁଠାରୁ ଉତ୍ତମ ଡାଏଟ୍ କୁହାଯାଇଛି। ଲଗାତାର ୪ ବର୍ଷ ହେଲା ଏହି ଲୋକପ୍ରିୟ ଡାଏଟ୍ ଆମେରିକାର ନ୍ୟୁଜ ଆଣ୍ଡ ୱାର୍ଲଡ ରିପୋର୍ଟରେ ହେଲ୍ଦି ଡାଏଟ୍ କ୍ୟାଟେଗରୀରେ ଆମେରିକାରେ ଟପରେ ଅଛି। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଡ୍ୟାସ୍ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ମାନିଲା ପାକିସ୍ତାନ: ବାଲାକୋଟ ଏୟାରଷ୍ଟ୍ରାଇକରେ ଯାଇଥିଲା ୩୦୦ଆତଙ୍କବାଦୀଙ୍କ ଜୀବନ

ନୂଆଦିଲ୍ଲୀ: ଫେବ୍ରୁଆରି ୨୬,୨୦୧୯ରେ ଭାରତ କରିଥିବା ଏୟାରଷ୍ଟ୍ରାଇକରେ ଜୈସ-ଇ-ମହମ୍ମଦର ୩୦୦ ଆତଙ୍କବାଦୀଙ୍କ ଜୀବନ ଯାଇଥିଲା। ପୂର୍ବରୁ ଏହି କଥାକୁ ଅସ୍ବୀକାର କରୁଥିବା ପାକିସ୍ତାନ ଏବେ ଏହାକୁ ସ୍ବୀକାର କରିଛି। ପାକ୍ ର କୂଟନୀତିଜ୍ଞ ଆଗା ହିଲୀ ୩୦୦ ଆତଙ୍କବାଦୀଙ୍କ ଜୀବନ ଯାଇଥିବା ସ୍ବୀକାର କରିଛନ୍ତି। ଆଗା ହିଲୀ କହିଛନ୍ତି ଯେ, ଭାରତ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଏୟାରଷ୍ଟ୍ରାଇକ କରିଥିଲା, ଯେଉଁଥିରେ ଅତି କମରେ ୩୦୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ଆମର ଲକ୍ଷ୍ୟ ସେମାନଙ୍କଠାରୁ ଭିନ୍ନ […]

ରାଜ୍ୟରୁ ୨୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୨୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶା‌ଇଲେ ରାଜ୍ୟରୁ ଏଯାବତ ୩୨୭୮୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଆଜି କଟକରୁ ସର୍ବାଧିକ ୪୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୩୧ଜଣ, ସମ୍ବଲପୁରରୁ ୨୬ଜଣ, ନୂଆପଡ଼ାରୁ ୨୧ଜଣ, ସୁନ୍ଦରଗଡ଼ରୁ ୧୯ଜଣ, ବାଲେଶ୍ବରରୁ ୧୫ଜଣ, ଯାଜପୁରରୁ ୧୫ଜଣ, ମୟୁରଭଞ୍ଜରୁ ୧୫ଜଣ, ବରଗଡ଼ରୁ ୧୪ଜଣ, […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନ ଓ ହୃଦୟ ବିରୋଧାଭାସ ସୃଷ୍ଟି କରିପାରନ୍ତି। ଜୀବନରେ ଆଗକୁ ବଢ଼ିବା ପାଇଁ ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମିକଙ୍କ ସହିତ ସମ୍ବନ୍ଧ ସୁଖଦ ହେବ। ବୃଷ: ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଙ୍କ ସାମନାକୁ ଆସିବ। କୌଣସି ଶୁଭ ସମାଚାର ପାଇବାର ସମ୍ଭାବନା ଅଛି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ମିଥୁନ: ବାପା ମାଆଙ୍କ ସାହାଯ୍ୟରେ ଗୁରୁତ୍ବପୂର୍ଣ୍ଣ କାମ ସ˚ପୂର୍ଣ୍ଣ ହେବ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ଛାତ୍ରୀମାନେ ପରୀକ୍ଷାରେ ସଫଳତା […]

ଦେଶ ବିଦେଶ ମନୋରଞ୍ଜନ

କେଜିଏଫ୍‌-୨ର ଟିଜର୍ ଲିକ୍

କନ୍ନଡ଼ ସୁପରଷ୍ଟାର୍ ୟଶଙ୍କ ଅଭିନୀତ କେଜିଏଫ୍ ୨ର ଟିଜର୍ ଗତକାଲି ରିଲିଜ୍ ହୋଇଛି। ୟଶ୍‌ଙ୍କ ଜନ୍ମଦିନ ଅର୍ଥାତ୍ ଆଜି ଏହାକୁ ରିଲିଜ୍ କରାଇବା ପାଇଁ ଯୋଜନା ଥିଲେ ହେଁ ଟିଜର୍‌ଟି ଗତକାଲି ଲିକ୍ ହୋଇଯିବାରୁ ବାଧ୍ୟ ହୋଇ ପ୍ରଯୋଜକ ଗୁରୁବାର ରାତି ପ୍ରାୟ ୯ଟା ୨୮ରେ ଏହାକୁ ରିଲିଜ୍ କରାଇଛନ୍ତି। ଏହି ଟିଜର୍‌ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ୨୧ ଘଣ୍ଟାରେ ଏହାକୁ ପ୍ରାୟ ୭ କୋଟି ଦର୍ଶକ ଦେଖି ସାରିଛନ୍ତି। କେଜିଏଫ୍ ଚାପ୍ଟର୍‌-୧ର […]

ସୁସ୍ଥ ହେଲେ ରେମୋ

ବଲିଉଡ୍‌ର ଖ୍ୟାତନାମା କୋରିଓଗ୍ରାଫର୍ ଓ ଫିଲ୍ମ ନିର୍ମାତା ରେମୋ ଡିସୁଜା ସୁସ୍ଥ ହୋଇ ମେଡିକାଲ୍‌ରୁ ଫେରିଛନ୍ତି। ହୃଦ୍‌ଘାତର ଶିକାର ହୋଇଥିବା ରେମୋ ମେଡିକାଲ୍‌ରୁ ଆସୁ ଆସୁ ବର୍ତ୍ତମାନ ଫିଟ୍‌ନେସ୍‌କୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି। ଜିମ୍‌ରେ ରେମୋ ଭାରୋତ୍ତୋଳନ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହାସହ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି, ପ୍ରତ୍ୟାବର୍ତ୍ତନ ସର୍ବଦା ଶକ୍ତିଶାଳୀ ହୋଇଥାଏ। ଧୀରେ ହେଉ ପଛେ, ନିଶ୍ଚିତ ଭାବେ ଏହା ହେବ ବୋଲି ରେମୋ ଉଲ୍ଲେଖ କରିଛନ୍ତି। […]

ଦେଶ ବିଦେଶ ମନୋରଞ୍ଜନ

ଆଉ ଏକ ଆଇଗତ ଯୁଦ୍ଧରେ ଫସିଲେ କଙ୍ଗନା, ଭୁଲ୍‌ରେ ମହିଳାଙ୍କୁ ‘ସାହିନ୍‌ ବାଗ୍‌‌ ଦାଦି’ ଲେଖି ଟ୍ବିଟ୍‌ କରିବାରୁ ରୁଜୁ ହେଲା ମାନହାନୀ ମକଦ୍ଦମା

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ତଥା ତିନିଥର ଜାତୀୟ ପୁରସ୍କାର ବିଜୟିନୀ କଙ୍ଗନା ରାନାୱତ ଅନ୍ୟ ଏକ ଆଇନଗତ ଯୁଦ୍ଧରେ ଛନ୍ଦି ହୋଇ ପଡ଼ିଛନ୍ତି। ବି-ଟାଉନ୍‌ର ଏହି କୁଇନ‌ଙ୍କ ନାମରେ ଭଟିଣ୍ଡା କୋର୍ଟରେ ମହିନ୍ଦର କୌରଙ୍କ ଦ୍ବାରା ଏକ ମାମଲା ରୁଜୁ ହୋଇଛି। ମହିନ୍ଦର କୌରଙ୍କୁ ଅଭିନେତ୍ରୀ କଙ୍ଗନା ‘ସାହିନ୍‌ ବାଗ୍‌‌ ଦାଦି’ ବୋଲି କହି ଭୁଲ୍‌ ଭାବେ ଚିହ୍ନଟ କରିଥିବାରୁ କୌର୍‌ଙ୍କ ଓକିଲ ରଘବୀର ସିଂହ କଙ୍ଗନାଙ୍କ ବିରୋଧରେ ମନହାନୀ ମକଦ୍ଦମା ରୁଜୁ କରିଛନ୍ତି। ଏହି ମାମଲାର […]

କରୋନା ଟିକା ନେଲେ ଶିଳ୍ପା

ଶିଳ୍ପା ଶିରୋଦକର ବଲିଉଡ୍‌ର ପ୍ରଥମ ଅଭିନେତ୍ରୀ ଭାବେ ୟୁଏଇରେ କରୋନା ଟିକା ନେଇଛନ୍ତି। ଏନେଇ ସେ ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କୁ ସୂଚନା ଦେବା ସହ ଟିକାକରଣର ଅନୁଭୂତି ବାଣ୍ଟିଛନ୍ତି। ଟିକାକରଣ ପରେ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। ୯୦ ଦଶକରେ ଶି​ଳ୍ପା ହିନ୍ଦୀ ସିନେଜଗତର ଜଣେ ପ୍ରଖ୍ୟାତ ସିନେ ତାରକା ଭାବେ ଜଣାଶୁଣା ଥିଲେ। ଗୋପିକୃଷ୍ଣା, ଦିଲ୍ ହି ହେ, ଆଖେଁ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍ ଚର୍ଚ୍ଚିତ ହୋଇଥିଲେ। ଏହା ବ୍ୟତୀତ ସେ […]