୩୦୦ ଟଙ୍କାରୁ କ୍ୟାରିଅର ଆରମ୍ଭ କରିଥିଲେ KGF ଷ୍ଟାର୍ ୟଶ୍: ଆଜି କୋଟି କୋଟି ଟଙ୍କାର ମାଲିକ, ମନରେ ନାହିଁ ଗର୍ବ, ବାପା ଏବେ ବି ଚଲାନ୍ତି ବସ୍
ମୁମ୍ବାଇ ୧୩/୦୧ : KGF ତାରକା ୟଶଙ୍କୁ ଆଜି ସାରା ଦୁନିଆ ଚିହ୍ନିଛି। କନ୍ନଡ଼ ଇଣ୍ଡଷ୍ଟ୍ରିକୁ ପରିଚିତ କରାଇବାରେ ୟଶଙ୍କ ବଡ ଯୋଗଦାନ ରହିଛି। ଫିଲ୍ମ କେଜିଏଫ୍ ମାଧ୍ୟମରେ ସେ ଖୁବ ନାଁ କରିଛନ୍ତି। କେଜିଏଫ୍-୨କୁ ନେଇ ବର୍ତ୍ତମାନ ଦର୍ଶକଙ୍କ ମଧ୍ୟରେ ୟଶଙ୍କ କ୍ରେଜ୍ ରହିଛି। କେଜିଏଫ୍-୨ ର ଟିଜର ୟୁଟ୍ୟୁବରେ ୧୦୦ ମିଲିୟନ୍ ପାର୍ କରିସାରିଛି। ୟଶ୍ ଆଜି ଜଣେ ନାମୀ ତାରକା ହୋଇଥିଲେ ବି ତାଙ୍କ ପରିବାର ଆଜି ବି ମଧ୍ୟବିତ୍ତ ପରିବାର ଭଳି […]