ମକର ସଂକ୍ରାନ୍ତିରେ ଗଙ୍ଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ: ପବିତ୍ର ଗଙ୍ଗା ସ୍ନାନ ସହ ଆରମ୍ଭ ହେଲା କୁମ୍ଭ
ନୂଆଦିଲ୍ଲୀ ୧୪/୦୧ : ଆଜି ସାରା ଦେଶରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଉଛି। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ଅନେକ ମହତ୍ତ୍ୱ ରହିଛି। ମକର ସଂକ୍ରାନ୍ତି ବର୍ଷର ପ୍ରଥମ ପର୍ବ। ଏହି ଦିନକୁ ସାରା ଦେଶରେ ପାଳନ କରାଯାଇଥାଏ। ଦେଶର ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତିର ବିଭିନ୍ନ ନାଁ ରହିଛି। ମକର ସଂକ୍ରାନ୍ତିରେ ଗଙ୍ଗା ତଥା ପବିତ୍ର ନଦୀରେ ସ୍ନାନର ପରମ୍ପରା ରହିଛି। ମକର ସଂକ୍ରାନ୍ତିର ପବିତ୍ର ସ୍ନାନ ସହ କୁମ୍ଭ ମେଳା ମଧ୍ୟ ଆରମ୍ଭ […]