ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ହସଖୁସି ବଢ଼ିବ। ନୂଆ କାମ ଆରମ୍ଭ କରିବା ପାଇଁ ଭାବି ପାରନ୍ତି। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: ଅଫିସର ପରିବେଶ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ପ୍ରେମରେ ସଫଳତା ପାଇବେ। ମିଥୁନ: ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ପ୍ରତିଟି କାମର ସମାଧାନ ସହସା ବାହାରିଯିବ। ଇ˚ଜିନିୟରଙ୍କର ପଦୋନ୍ନତି ହୋଇପାରେ। କର୍କଟ: ଅନ୍ୟମାନଙ୍କ ସହିତ […]

ବଚ୍ଚନ ପାଣ୍ଡେ ସମେତ ୬ ଫିଲ୍ମର ସୁଟିଂ ଆରମ୍ଭ

କରୋନା ପାଇଁ ପ୍ରାୟ ବର୍ଷେ କାଳ ହିନ୍ଦୀ ସିନେଜଗତର ସୁଟିଂ ବନ୍ଦ ହେବା ପରେ ନୂଆବର୍ଷରେ ଏକାଥରେ ପ୍ରାୟ ୬ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଜୟସାଲମେରରେ ସାଜିଦ୍‌ ନଦିଆଦ୍‌ଵାଲାଙ୍କ ପ୍ରଯୋଜିତ ବଚ୍ଚନ ପାଣ୍ଡେ ଫିଲ୍ମ ସୁଟିଂ ହେଉଥିବା ବେଳେ ରାଜକୁମାର ରାଓଙ୍କ ବଧାଇ ହୋ ଉତ୍ତରାଖଣ୍ଡରେ ସୁଟିଂ ଚାଲିଛି। ସେହିଭଳି ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଵତ୍ ଧାକଡ୍‌ ଚଳଚ୍ଚିତ୍ରର ସୁଟିଂ ପାଇଁ ଭୋପାଳରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ଅଜୟ ଦେବଗନ୍‌ ମେ ଡେ ଫିଲ୍ମର ସୁଟିଂକୁ […]

୨୧ରୁ ତୋଷାଳି ମେଳା: ୧୫ ଦିନ ଧରି ଚାଲିବ, ୨୫୦ ଷ୍ଟଲ ପଡ଼ିବ

ଭୁବନେଶ୍ବର: ଆସନ୍ତା ୨୧ତାରିଖରୁ ପଞ୍ଚଦଶ ତୋଷାଳି ମେଳା ଅନୁଷ୍ଠିତ ହେବ। ଜନତା ମଇଦାନରେ ହେବାକୁ ଥିବା‌ ଏହି ମେଳା ଫେବ୍ରୁଆରି ୫ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। କୋଭିଡ୍‌ ନିୟମକୁ ଅନୁପାଳନ କରାଯିବା ସହ ସାମାଜିକ ଦୂରତା ରକ୍ଷା କରି ମେଳା ଆୟୋଜନ କରିବା ଉପରେ ଶ୍ରୀ ଜେନା ଗୁରୁତ୍ୱାରୋପ କରିଛନ୍ତି। ବୈଠକ […]

ଖେଳ ଦେଶ ବିଦେଶ

ଗାବାରେ ଭାରତ ଖେଳିଛି ୬; ହାରିଛି ୫ ୩୨ ବର୍ଷ ଭିତରେ ଅଷ୍ଟ୍ରେଲିଆ ଆଦୌ ହାରିନି

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସ୍ଥାନୀୟ ଗାବା ଷ୍ଟାଡିୟମ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହେବ ଚତୁର୍ଥ ତଥା ଶେଷ ଟେଷ୍ଟ୍‌। ଏବେ ସ୍ଥିତି ୧-୧ ରହିଥିଲେ ମଧ୍ୟ ଗାବାରେ ଭାରତର ରେକର୍ଡ ଅତି ନିରାଶାଜନକ ରହିଛି। ଏହି ଭେନ୍ୟୁରେ ଭାରତ ମୋଟ ୬ ଟେଷ୍ଟ୍‌ ଖେଳିଥିଲା ବେଳେ ଆଦୌ ବିଜୟ ପାଇନି। ବରଂ ୫ ଟେଷ୍ଟ୍‌ ହାରିଥିଲା ବେଳେ ଗୋଟିଏକୁ ଅମୀମାଂସିତ ରଖିପାରିଛି। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତ ୨୦୦୩ରେ ଟେଷ୍ଟ୍‌ ଅମୀମାଂସିତ ରଖିପାରିଥିଲା। ଅବଶ୍ୟ ଏହି ଟେଷ୍ଟ୍‌ […]

ଖେଳ ଦେଶ ବିଦେଶ

ଓଡ଼ିଶା ପାନ୍ଥର୍ସ ଏମ୍‌ଜିଏମ୍‌ ଓସିଏଲ୍‌ ବିଜେତା

କଟକ: ଓଡ଼ିଶା ପାନ୍ଥର୍ସ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍‌ (ଓସିଏଲ୍‌) ପ୍ରଥମ ସ˚ସ୍କରଣର ବିଜେତା ହୋଇଛି। ବୁଧବାର ସ˚ଧୢାରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ବସନ୍ତ ମହାନ୍ତିଙ୍କ ନେତୃତ୍ବାଧୀନ ପାନ୍ଥର୍ସ ସୁଜିତ ଲେଙ୍କାଙ୍କ ଓଡ଼ିଶା ଲାୟନ୍ସକୁ ୬ ଵିକେଟ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟି˚ କରିଥିବା ଲାୟନ୍ସ ୯ ଵିକେଟ୍ ବିନିମୟରେ ୧୧୩ ରନ୍‌ କରିଥିଲା। ମଙ୍ଗଳବାର ପ୍ରତିଯୋଗିତାର ପ୍ରଥମ ଶତକ ହାସଲ କରିଥିବା ସ୍ବସ୍ତିକ ସାମଲ ଫାଇନାଲ୍‌ରେ କିନ୍ତୁ ୪ ରନ୍‌ କରି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ସୁସ୍ଥ ସଂଖ୍ୟା ୩୨୮୮୩୨ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରୁ ଆଜି ୨୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୮୮୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ଆଜି ରାଜ୍ୟର ଅନୁଗୁଳରୁ ୨୪ଜଣ, ବଲାଙ୍ଗୀରରୁ ୨୩ଜଣ, ସୁନ୍ଦରଗଡ଼ରୁ ୨୩ଜଣ, କଟକରୁ ୧୭ଜଣ, ଖୋର୍ଧାରୁ ୧୬ଜଣ, ମୟୁରଭଞ୍ଜରୁ ୧୩ଜଣ, ଯାଜପୁରରୁ ୧୨ଜଣ, ବରଗଡ଼ରୁ ୧୦ଜଣ, ନୂଆପଡ଼ାରୁ ୧୦ଜଣ, ପୁରୀରୁ ୧୦ଜଣ, ଝାରସୁଗୁଡ଼ାରୁ ୯ଜଣ ଓ ସମ୍ବଲପୁରରୁ ୯ଜଣ ଲେଖାଏଁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଅପେକ୍ଷାର ଅନ୍ତ : ଜାନୁୟାରୀ ୧୬ରୁ ଦେଶରେ ଆରମ୍ଭ ହେବ ଟିକାକରଣ, ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭ୍ୟାକସିନ୍‌

ନୂଆଦିଲ୍ଲୀ ୦୯/୦୧ : ଆସନ୍ତା ୧୬ ତାରିଖରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଟିକାକରଣ । ଦେଶରେ ୧୬ ଜାନୁୟାରୀ ୨୦୨୧ରୁ ଟିକାକରଣ ଆରମ୍ଭ ହେବା ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସର୍ବପ୍ରଥମେ ଦେଶର ସ୍ବାସ୍ଥ୍ୟ କର୍ମୀ ଏବଂ ଆଗଧାଡିର ଯୋଦ୍ଧାମାନଙ୍କୁ ଟିକା ଦିଆଯିବ । ଦେଶରେ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ପ୍ରାୟ ୩ କୋଟି । ଏହା ସହ ୫୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ । […]

ଇତିହାସ ରଚିଲେ ନ୍ୟୁଜି‌ଲାଣ୍ଡର ମହିଳା କ୍ରିକେଟର, ନିଜ ନାମରେ ଯୋଡ଼ିଲେ ଏହି କୀର୍ତ୍ତି…

ନୂଆଦିଲ୍ଲୀ, ୧୪/୦୧: ନ୍ୟୁଜି‌ଲାଣ୍ଡର ଷ୍ଟାର କ୍ରିକେଟର ସୋଫି ଡିଭାଇନ୍ ଇତିହାସ ରଚିଛନ୍ତି । ଡିଭାଇନ୍‌ ମହିଳା ଟି-୨୦ କ୍ରିକେଟ୍ ଇତିହାସରେ ସବୁଠାରୁ ଦ୍ରୁତତମ ଶତକ ନିଜ ନାମରେ କରିଛନ୍ତି । ସେ ଏବେ ନ୍ୟୁଜି‌ଲାଣ୍ଡ ମହିଳା କ୍ରିକେଟ୍‌ ଟିମ୍‌ର ଅଧିନାୟକ ଅଛନ୍ତି । ନ୍ୟୁଜି‌ଲାଣ୍ଡରେ ଚାଲିଥିବା ସୁପର ସ୍ମାସ୍‌ କମ୍ପିଟେସନ୍‌ରେ ସୋଫି ୩୬ ବଲ୍‌ ଖେଳି ଶତକ ହାସଲ କରିଛନ୍ତି । ମ୍ୟାଚ୍‌ରେ ୯ଟି ଛକା ସହ ୯ଟି ଚୌକା ମାରି ଦ୍ରୁତ ଶତକ ହାସଲ୍‌ କରିଛନ୍ତି […]

ଖେଳ ଦେଶ ବିଦେଶ

ଶେଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆଶ୍ଵସ୍ତିକର ଖବର, କୋଚ୍ ବିକ୍ରମ ରାଠୋର ଦେଲେ ସଙ୍କେତ- ଖେଳି ପାରନ୍ତି ଯଶପ୍ରୀତ ବୁମରା

ବ୍ରିସବେନ ୧୪।୦୧: ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ବଡ ଆଶ୍ଵସ୍ତିକର ଖବର ଆସିଛି। ଦଳର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର କହିଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମରା ଡାକ୍ତରୀ ଦଳ ସହ ନିଜର ଫିଟନେସ୍‌ ଉପରେ କାମ କରୁଛନ୍ତି। ତାଙ୍କ ଖେଳିବା ଉପରେ ଚୂଡାନ୍ତ ନିଷ୍ପତ୍ତି ଶୁକ୍ରବାର ସକାଳେ ନିଆଯିବ। ରାଠୋର ଭର୍ଚୁଆଲ କନଫରେନ୍ସରେ କହିଛନ୍ତି, ଡାକ୍ତରୀ ଦଳ ବୁମରାଙ୍କ ସହ ମିଶି କାମ କରୁଛନ୍ତି। ଆମେ କାଲି ସକାଳେ ଦେଖିବୁ […]

ବଡ ବଡ କଳାକାରଙ୍କ ଭଳି ରୋଜଗାର କରନ୍ତି ଏହି ଶିଶୁ କଳାକାର: କମ୍ ବୟସରେ ହୋଇଛନ୍ତି ଲକ୍ଷପତି

ମୁମ୍ବାଇ ୧୪/୦୧ : ଟିଭିରେ ଏବଂ ଫିଲ୍ମରେ କାମ କରୁଥିବା ଶିଶୁ କଳାକାରଙ୍କ ରୋଜଗାର କୌଣସି ବଡ ବଡ କଳାକାରଙ୍କ ଠାରୁ କମ ନୁହେଁ। ଜାଣନ୍ତୁ କିଛି ଶିଶୁ କଳାକାରଙ୍କ ରୋଜଗାର ସମ୍ପର୍କରେ ଯେଉଁମାନଙ୍କୁ ଆପଣ ଫିଲ୍ମରେ ଦେଖିଛନ୍ତି। ବଲିଉଡ ଫିଲ୍ମ ବଜରଙ୍ଗୀ ଭାଇଜାନରେ ସଲମାନ ଖାନଙ୍କ ସହ ନଜର ଆସିଥିବା ଶିଶୁ କଳାକାର ହର୍ଷାଲି ମଲହୋତ୍ରା ଏହି ଫିଲ୍ମ ପାଇଁ ୨-୩ ଲକ୍ଷ ଟଙ୍କା ଚାର୍ଜ କରିଥିଲେ। ସେତେବେଳେ ତାଙ୍କ ବୟସ ୭ ବର୍ଷ ଥିଲା। […]