ରାମ ମନ୍ଦିର ନିର୍ମାଣ ପାଇଁ ଅଭିନେତ୍ରୀ ପ୍ରଣୀତା ସୁଭାସ ଦେଲେ ୧ ଲକ୍ଷ ଟଙ୍କା: ହାତ ଯୋଡି ଫ୍ୟାନ୍ସମାନଙ୍କୁ କଲେ ନିବେଦନ
ଅଯୋଧ୍ୟା ୧୬/୦୧ : ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ଜନ୍ମ ସ୍ଥାନରେ ଭବ୍ୟ ଶ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ଜାତୀୟ ପାଣ୍ଠି ଉତ୍ସର୍ଗ ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ଅଭିଯାନ ଦ୍ୱାରା ଲୋକମାନେ ମନ୍ଦିର ନିର୍ମାଣ ପାଇଁ ସହଯୋଗ କରୁଛନ୍ତି। ଏହା ମଧ୍ୟରେ ଅଭିନେତ୍ରୀ ପ୍ରଣୀତା ସୁଭାସ ଶ୍ରୀ ରାମ ମନ୍ଦିର ଭବ୍ୟ ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ସମର୍ପଣ କରିଛନ୍ତି। ଏହା ବିଷୟରେ ପ୍ରଣୀତା ସୁଭାସ ନିଜର ଟ୍ୱିଟର ଆକାଉଣ୍ଟ ରେ ଏକ […]