ହମ୍ ଭି କିସି ସେ କମ୍ ନେହିଁ : ପ୍ରଥମ ଥର ‘କେବିସି ସିଜିନ୍ ୧୨’ ରେ କେବଳ ମହିଳା ହୋଇଛନ୍ତି କୋଟିପତି
ମୁମ୍ବାଇ ୨୨/୦୧ : ଲୋକପ୍ରିୟ ଟିଭି ସୋ, ‘କୋନ୍ ବନେଗା କରୋଡ୍ ପତି’ ର ପ୍ରତ୍ୟେକ ସିଜିନ୍କୁ ପ୍ରଶଂସକଙ୍କର ବେଶ ଭଲପାଇବା ମିଳିଛି କିନ୍ତୁ ଏବେ ସିଜିନ୍ ୧୨ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ କେବିସି ସିଜିନ୍ ୧୨ ଜାରି ରହିଛି । ଏହାପରେ ସୋ ର ହୋଷ୍ଟ, ବଲିଉଡ୍ ର ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱର ‘କୋନ୍ ବନେଗା କରୋଡ୍ ପତି-୧୨’ର ମଞ୍ଚରେ ଆଉ ଶୁଣିବାକୁ ମିଳିବନାହିଁ । କିନ୍ତୁ କେବିସିର ଇତିହାସରେ ଏମିତି […]