କ’ଣ ଆପଣଙ୍କ ହାତ-ପାଦ ଥରୁଛି କି ? ଜାଣନ୍ତୁ ଏହା ପଛର କାରଣ
ଭୁବନେଶ୍ବର ୨୩।୧: ଲୋକଙ୍କୁ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେଥି ମଧ୍ୟରୁ ହାତ-ପାଦ ଥରିବା ମଧ୍ୟ ଏକ ସମସ୍ୟା । ପ୍ରାୟତଃ ଖାଦ୍ୟ ଖାଉଥିବା ସମୟରେ ବା ଅନ୍ୟ କୌଣସି କାମ କରୁଥିବା ସମୟରେ ଲୋକଙ୍କ ହାତ ଥରିଥାଏ । ଯାହାକୁ ସେମାନେ ଦୁର୍ବଳତା କାରଣରୁ ହୋଇଥାଇପାରେ ବୋଲି ଭାବି ଅଣଦେଖା କରିଥାନ୍ତି । କିନ୍ତୁ, ଏହା କୌଣସି ଅନ୍ୟ ସମସ୍ୟା ବି ହୋଇଥାଇପାରେ । ଯଦି ଆପଣଙ୍କୁ ଏହି ସମସ୍ୟା […]