ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଘରର କ୍ଳେଶ ଦୂର ହେବ। ମଙ୍ଗଳ ଓ ବୁଧବାର: ରାଜନୀତିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଗୁରୁ ଓ ଶୁକ୍ରବାର: ପୂର୍ବ କଥାକୁ ନେଇ ପଶ୍ଚାତ୍ତାପ କରିବେ। ଶନିବାର: ଭଲ ଖବର ପାଇବେ। ରବି ଓ ସୋମବାର: ସମସ୍ୟାର ନିବାରଣ ହେବ। ମଙ୍ଗଳ ଓ ବୁଧବାର: ସାମାଜିକ ପରିସର ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ନୂଆ କୌଶଳ ଶିଖିବେ। ଶନିବାର: ନୂଆ କାର୍ଯ୍ୟର ଯୋଜନା କରିବେ। ରବି ଓ ସୋମବାର: ସନ୍ତାନଙ୍କ କ୍ୟାରିୟରକୁ […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ସ୍ୱର୍ଗତଃ ଲଳିତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରକ୍ତଦାନ ଶିବିର ଆୟୋଜିତ

ବଲାଙ୍ଗୀର,୨୪/୦୧: ସମାଜ ସେବୀ ଲଲିତ ନାଏକ ଆଉ ଏ ଦୁନିଆରେ ନାହାଁନ୍ତି। ମୃତ୍ୟୁ ପରେ ତାଙ୍କୁ ନିଆରା ଢଙ୍ଗରେ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ସ୍ୱର୍ଗତଃ ଲଲିତ ନାୟକ ରକ୍ତଦାନରେ ରାଜ୍ୟପାଲଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ତେବେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଯେଉଥିରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସଂଙ୍ଗଠନ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସ୍ଥାନୀୟ ଲ କଲେଜଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଗ୍ରୀନ୍ ମଟର, ଜାଣନ୍ତୁ ଏହାର କିଛି ଉପଯୋଗିତା

ଭୁବନେଶ୍ୱର ୨୩/୦୧ : ଶୀତ ଦିନେ ସବୁଜ ପନିପରିବା ପ୍ରଚୁର ପରିମାଣରେ ମିଳିଥାଏ । ଏହା ମଧ୍ୟରୁ ଗ୍ରୀନ୍ ମଟର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଭିଟାମିନ୍, କ୍ୟାଲସିୟମ୍, ଆଇରନ୍, ଆଣ୍ଟି ଅକ୍ସିଡେଣ୍ଟ୍‌, ଆଣ୍ଟିବ୍ୟାକ୍ଟେରିୟାଲ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ରହିବା ସହ ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରେ । ଏହାକୁ ଖାଇବାର କିଛି ଡିସ୍‌ : ୧. ମଟରକୁ ପିସ୍ କରି ସେଥିରେ ପରଟା କରି ଖାଇପାରିବେ […]

ଲାଇଫ୍ ଷ୍ଟାଇଲ

କଦଳୀ ପତ୍ରରେ ଭୋଜନ କରିବା କେତେ ସ୍ୱାସ୍ଥ୍ୟକର ?

ଭୁବନେଶ୍ୱର ୨୪/୦୧ : ଦକ୍ଷିଣ ଭାରତରେ କଦଳୀ ପତ୍ରରେ ଖାଇବାର ଏକ ପରମ୍ପରା ରହିଛି। ଏହି ପରମ୍ପରା ଏବେ ବି ଚାଲି ଆସୁଛି। କେବଳ ଦେଖିବା ଭାରତ କାହିଁକି ଓଡିଶାରେ ବି ପର୍ବ ପର୍ବାଣି ଆଦିରେ କଦଳୀ ପତ୍ରରେ ଖାଇବାର ପରମ୍ପରା ରହିଛି। କଦଳୀ ପତ୍ରରେ ଭୋଜନ କରିବା ଭାରତର ଏକ ପ୍ରାଚୀନ ପରମ୍ପରା। ପୁରାତନ ଯୁଗରେ ଲୋକେ ସ୍ୱାସ୍ଥ୍ୟ ରୁଟିନ ପାଳନ କରୁଥିଲେ। ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସେମାନେ ସଫା ସୁତୁରା, ସ୍ୱାସ୍ଥ୍ୟକର ଓ ତାଜା […]

କଳା ଓ ସଂସ୍କୃତି ଦେଶ ବିଦେଶ ମନୋରଞ୍ଜନ

ଫିଲ୍ମ ଠାକରେ ପାଇଁ ପ୍ରଥମେ ନୱାଜୁଦ୍ଦିନଙ୍କୁ ନୁହେଁ ଏହି କଳାକାରଙ୍କୁ ମିଳିଥିଲା ସୁଯୋଗ

ମୁମ୍ବାଇ: ରାଜନୀତି ଜଗତରେ ଶିବସେନାର ପ୍ରତିଷ୍ଠାତା ବାଲ ଠାକରେଙ୍କର ଏକ ବିଶେଷ ଭୂମିିକା ରହିଛି। ତାଙ୍କର ଏହି ଭୂମିକା ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ୨୦୧୯ରେ ଏକ ଫିଲ୍ମ ନିର୍ମାଣ କରାଯାଇଥିଲା। ରିଲିଜ୍ ହେବା ପରେ ଚଳଚ୍ଚିତ୍ରଟି ସମାଲୋଚକ ଏବଂ ଦର୍ଶକଙ୍କ ମନ କିଣି ପାରିଥିଲା। ଅଭିଜିତ ପାନସେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବାବେଳେ ଶିବସେନା ନେତା ସଞ୍ଜୟ ରାଉତ ଏହାକୁ ନିର୍ମାଣ କରିଥିଲେ। ଏହି ଫିଲ୍ମରେ ବାଲ ଠାକରେଙ୍କ ଭୂମିକାରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ ଅଭିନୟ […]

୨୪ ଘଣ୍ଟା ମଧ୍ୟରେ ଭାରତରେ ୧୪,୮୪୯ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ୯୭% ଆଡ଼କୁ ମୁହାଁଉଛି ସୁସ୍ଥତା ହାର

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୪,୮୪୯ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ସଂକ୍ରମଣ ଠାରୁ ଆଜିର ସଂକ୍ରମଣ ହାର ୪% ଅଧିକ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୪,୮୪୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୫୫ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଏହି ଦେଶରେ ଜୁଲାଇ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍, କ୍ୱାରେଣ୍ଟାଇନ୍ ଅବଧି ୧୦ ଦିନ

ଲଣ୍ଡନ, ୨୪/୦୧: ଦେଶରେ ବଢ଼ୁଥିବା କୋଭିଡ୍ ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ବ୍ରିଟିଶ୍ ସରକାର ଲକଡାଉନ୍ ଅବଧିକୁ ଜୁଲାଇ ୧୭, ୨୦୨୧କୁ ବଢାଇଛନ୍ତି । ଏଥି ସହିତ ବିପଦପୂର୍ଣ୍ଣ ଦେଶରୁ ଆସୁଥିବା ଲୋକଙ୍କ କ୍ୱାରେଣ୍ଟାଇନ୍ ଅବଧିକୁ ୧୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦିନକୁ ଦିନ ୟୁନାଇଟେଡ୍ କିଙ୍ଗଡମ୍ ରେ କୋଭିଡ୍-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ […]

ଦେଶ ବିଦେଶ ପର୍ଯ୍ୟଟନ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ପୁଟିନଙ୍କ ବିଳାସପୂର୍ଣ୍ଣ ପ୍ରାସାଦ, ଖର୍ଚ୍ଚ ହୋଇଛି ୧.୪ ବିଲିୟନ ଡଲାର, ଡ୍ରୋନ୍ ଭିଡିଓ ଭାଇରାଲ

ମସ୍କୋ ,୨୪/୦୧: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବ୍ଲାକ୍ ସି ଅଞ୍ଚଳରେ ୧.୪ବିଲିୟନ ଡଲାର ରେ ଏହ ପ୍ରାସାଦ ତିଆରି କରିଛନ୍ତି । ଏହାର ଡ୍ରୋନ୍ ଫୁଟେଜ୍ ଏବେ ୟୁଟ୍ୟୁବରେ ଭାଇରାଲ ହୋଇଛି । ଏହି ଭିଡିଓ ମଙ୍ଗଳବାର ଅପଲୋଡ୍ ହେବା ପରେ ଏବେସୁଦ୍ଧା ୫୪ ଲକ୍ଷ ୟୁଜର ଏହାକୁ ଦେଖିସାରିଲେଣି । ଏହି ୨ ଘଣ୍ଟାର ଡ୍ରୋନ୍ ଫୁଟେଜରେ ଏକ ଆଖି ଝଲସିବା ଭଳି ପ୍ରାସାଦ ରହିଛି । ଏହାସହ ଦୁଇଟି ହେଲିପ୍ୟାଡ୍ ରହିଛି । […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଥରେ କି ଦୁଇଥର ନୁହେଁ ଲଗାତାର ୩୧ ଥର କରୋନା ପଜିଟିଭ୍ ହେଲେଣି ଏହି ମହିଳା, ଡାକ୍ତର ବି ଆଶ୍ଚର୍ଯ୍ୟ

ଭରତପୁର ୨୪/୦୧ : କରୋନା ଭାଇରସ ସଂକ୍ରମଣ ସାଧାରଣତଃ ୧୪ ଦିନରେ ପୁରା ହୋଇଯାଇଥାଏ। କିନ୍ତୁ ରାଜସ୍ଥାନ ଭରତପୁରରେ ଜଣେ ମହିଳା ଗତ ୫ ମାସ ହେଲା କରୋନା ସଂକ୍ରମଣରେ ପୀଡିତ ଅଛନ୍ତି। ୩୦ ବର୍ଷୀୟ ସାରଦା ଦେବୀଙ୍କ କରୋନା ରିପୋର୍ଟ ୩୨ଥର ପଜିଟିଭ ଆସିଲାଣି। ଏଥିରେ ୧୭ଟି RTPCR ଓ ୧୪ଟି ରାପିଡ ଆଣ୍ଟିଜେନ ଟେଷ୍ଟ ସାମିଲ ଅଛି। ତାଙ୍କୁ ଏଲୋପାଥି, ହୋମିଓପାଥି ଓ ଆୟୁର୍ବେଦିକ ଔଷଧ ମଧ୍ୟ ଦିଆଯାଇଛି କିନ୍ତୁ କିଛି ଲାଭ ହୋଇନି। […]

ପିତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ପାଣ୍ଡ୍ୟା: ଭାବବିହ୍ୱଳ ହୋଇ ସେୟାର କଲେ ଭିଡିଓ

ମୁମ୍ବାଇ ୨୩/୦୧ : ନିକଟରେ ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କୄଣାଲ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କ ଦେହାନ୍ତ ହୋଇଛି। ପିତାଙ୍କ ଦେହାନ୍ତ ପରେ ପାଣ୍ଡ୍ୟା ବ୍ରଦର୍ସ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଶନିବାର ଦିନ ପିତାଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡିକୁ ମନେପକାଇ ଭାବବିହ୍ୱଳ ହୋଇପଡିଛନ୍ତି। ସେ ପିତାଙ୍କ ସହ ବିତେଇଥିବା ସମୟର ଏକ ଇମୋସନାଲ୍ ଭିଡିଓ ସେୟାର୍ କରିଛନ୍ତି। ବଡୋଦରାରେ ହୃଦଘାତ ଯୋଗୁଁ ହିମାଂଶୁଙ୍କ ଦେହାନ୍ତ ହୋଇଥିଲା। ପିତାଙ୍କ […]