ଛତିଶଗଡ଼ରେ ବିଜେପିର ବିଜୟ: ଝାରସୁଗୁଡ଼ାରେ ଆଲୋଚନାର ଖୋରାକ
ତେଜସ୍କର ମହାପାତ୍ର ଝାରସୁଗୁଡ଼ା: ପଡ଼ୋଶୀ ଛତିଶଗଡ଼ରେ ବିଜେପିର ବିଜୟ ପରେ ସୀମାନ୍ତ ଝାରସୁଗୁଡ଼ା ରାଜନୀତିରେ ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ଆଲୋଚନା ହେଉଛି। ଆଦିବାସୀ ଓ ଓବିସି କାର୍ଡ ଖେଳି ବିଜେପି ଛତିଶଗଡ଼ରେ ବିଜୟୀ ହୋଇଥିବା ବେଳେ ଝାରସୁଗୁଡ଼ାର ୨ଟି ଯାକ ଅାସନରେ ଏହି ସମୁଦାୟଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ୨ ବର୍ଷରେ ଝାରସୁଗୁଡ଼ା ଦେଖିଥିବା ଉଭୟ ଆସନର ଉପ ନିର୍ବାଚନରେ ବିଜେଡି ଏହି ୨ ସମୁଦାୟଙ୍କ ଭୋଟ୍ ହାତେଇବାରେ ସଫଳ ହୋଇଥିଲା। ତେବେ ଆସନ୍ତା […]









