ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ସ୍କୁଲରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ ଉଦ୍ୟମ, ମୁଖ୍ୟ ଅଭିଯୁକ୍ତ ସରକାରୀ ଚାକିରିଆ

ଜି.ଉଦୟଗିରି୨୫/୧: ସ୍କୁଲରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ ଉଦ୍ୟମ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ମିଳିଥିବା ସୂଚନା ମୁତାବକ, ଜି.ଉଦୟଗିରିସ୍ଥିତ ପଦାସାହି ପ୍ରାଥମିକ ବିଦ୍ୟାଳୟ ଏହି ଶିକ୍ଷୟିତ୍ରୀ କାର୍ଯ୍ୟରତ ଅଛନ୍ତି। କୌଣସି କାରଣରୁ ଶିକ୍ଷୟିତ୍ରୀଙ୍କୁ ୫ ଜଣ ଯୁବକ ଉଠାଇ ନେବାକୁ ଚେଷ୍ଟା କରିଥିଲେ। ସ୍କୁଲରେ ଥିବା ଅନ୍ୟ ଶିକ୍ଷକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ ବୁର୍ବୃତ୍ତମାନେ। ୨ କାରରେ ୫ ଜଣ ଦୁର୍ବୃତ୍ତ ଆସି ସ୍କୁଲରେ ଆତଙ୍କ ଖେଳାଇ ଦେଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷକଙ୍କ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଫେବୃଆରୀ ୧୪ରୁ ରାଜ୍ୟରେ ୨ୟ ପର୍ଯ୍ୟାୟ ଟିକାକରଣ, ଏବେ ଯାଏଁ ୧ଲକ୍ଷରୁ ଅଧିକ ନେଇସାରିଛନ୍ତି ଭାକ୍‌ସିନ୍‌

ଭୁବନେଶ୍ବର ୨୫।୦୧: ଫେବୃଆରୀ ୧୦ ସୁଦ୍ଧା ରାଜ୍ୟରେ ସମସ୍ତ ୩ଲକ୍ଷ ୫୦ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯିବ । ଏନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଜାନୁଆରୀ ୧୬ତାରିଖରେ ପ୍ରଥମ ଡୋଜ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ୨ୟ ପର୍ଯ୍ୟାୟ ଡୋଜ ଦିଆଯିବ । ଯାହାକି ଫେବୃଆରୀ ୧୪ରେ ଆରମ୍ଭ ହେବାକୁ ଯାଉଛି । ଫେବୃଆରୀ ୧୦ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ ହଜାର ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଥମ ଡୋଜ ଟୀକା ଦେବା ଲାଗି ସରକାର ଲକ୍ଷ୍ୟ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଭାରତୀୟ ଧନୀଙ୍କୁ ଆହୁରି ଧନୀ କରିଦେଇଛି କରୋନା, ସଙ୍କଟ ବେଳେ ଯେତିକି ରୋଜଗାର କରିଛନ୍ତି ତାକୁ ବାଣ୍ଟିଦେଲେ ଦେଶର ପ୍ରତି ଗରିବ ପାଇବେ ୯୪ ହଜାର ଟଙ୍କା

ନୂଆଦିଲ୍ଲୀ,୨୫/୧: କରୋନା ସଙ୍କଟ ବିଶ୍ୱର ଆୟ ଅସମାନତାକୁ ବଢାଇ ଦେଇଛି । ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ୨୦୨୦ ମଧ୍ୟରେ ଲକଡାଉନ୍ ଓ ଅନ୍ୟ ପରିସ୍ଥିତି ପାଇଁ କୋଟି କୋଟି ଲୋକ ସେମାନଙ୍କ ରୋଜଗାର ହରାଇଛନ୍ତି । ଏହା ମଧ୍ୟରେ କିନ୍ତୁ ବିଶ୍ୱର ଧନିକମାନଙ୍କର ସମ୍ପତ୍ତି ୩.୯ ଟ୍ରିଲିୟନ ଡଲାର ବା ପ୍ରାୟ ୨୮୫ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି । ଅକ୍ସଫାର୍ମ ନାମକ ଏକ ଏନସିଓ ସୋମବାର ନିଜର ଏକ ରିପୋର୍ଟ ପ୍ରକାଶ କରିଛି । […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ ୨୫।୦୧: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି-ହ୍ରାସ ପାଇବାରେ ଲାଗିଛି । ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ ଚିହ୍ନଟ ହୋଇଥିବା ବେଳେ ୧୩୧ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଲଗାତର ଭାବେ ୧୫ହଜାର ତଳେ ଦୈନିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦେଶରେ ଆକ୍ଟିଭ୍‌ କେସ୍‌ ୨ଲକ୍ଷ ତଳେ ରହିଛି । ଖବର ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହାଫଳରେ କି ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଓଲଟିଲା ଦଶଚକିଆ ଟ୍ରକ, ଯାତାୟତ ବାଧାପ୍ରାପ୍ତ

ବରଗଡ଼ ୨୫।୦୧ : ରାସ୍ତାରେ ଓଲଟିଲା ଦଶଚକିଆ ଟ୍ରକ ।ବରଗଡ଼ ଜିଲ୍ଲା ଅତାବିରା ନିକଟସ୍ଥ ଦମମଦା ବ୍ରିଜ୍ ନିକଟରେ ଓଲଟିଛି ଦଶଚକିଆ ଟ୍ରକ । ଯାହାଫଳରେ କି ରାସ୍ତା ଅବରୋଧ ହୋଇଛି । ଯାତାୟତ ଠପ୍‌ ହୋଇଯାଇଛି । ଖବର ଅନୁଯାୟୀ, ଅତାବିରା ଦମଦମା ବ୍ରିଜ ନିକଟ ଜାତୀୟ ରାଜପଥରେ ସୋମବାର ଦିନ ଏକ ଟ୍ରକ ଓଲଟିପଡିଛି ।ଭାରସାମ୍ୟ ହରାଇ ଓଲଟି ପଡିଛି ଟ୍ରକ । ମାଲବୋଝେଇ ଗାଡିଟି ଓଲଟି ଯିବା ଫଳରେ ରାସ୍ତା ବନ୍ଦ ହୋଇଯାଇଛି […]

କଳା ଓ ସଂସ୍କୃତି ଧର୍ମ

ଭଗବାନ ଶିବଙ୍କ ସହ ଜଡିତ ୬ଟି କଥା ଯେଉଁଥିପାଇଁ ତାଙ୍କୁ କୁହାଯାଏ ‘ଦେବ ଦେବ ମହାଦେବ’

ଭୁବନେଶ୍ୱର ୨୪/୦୧ : ଭଗବାନ ଶିବଙ୍କୁ ମହାଦେବ ବୋଲି କୁହାଯାଏ। ସେ ଅନାଦି ପରମେଶ୍ୱର। ସେ ଆଗମ-ନିଗମ ଆଦି ଶାସ୍ତ୍ରର ଅଧିଷ୍ଠାତା ମଧ୍ୟ। ଶିବଙ୍କୁ ସଂସାରରେ ଜୀବ ଚେତନାର ସଞ୍ଚାର କୁହାଯାଇଛି। ଭଗବାନ ଶିବ ଓ ଶକ୍ତି ସ୍ୱରୂପା ମା’ ପାର୍ବତୀ ଏହି ଜଗତ ଓ ବ୍ରହ୍ମାଣ୍ଡରେ ବିଶେଷ ଭୂମିକା ନିର୍ବାହ କରୁଛନ୍ତି। ଶିବ ମହାପୁରାଣ ଅନୁସାରେ ଭଗବାନ ଶିବ ସ୍ୱୟଂ ବ୍ରହ୍ମାଙ୍କୁ ବେଦ ଜ୍ଞାନ ଦେଇଥିଲେ। ଶିବପୁରାଣରେ ଅନେକ ଗୁରୁତ୍ତ୍ୱପୂର୍ଣ କଥା ରହିଛି। ପଢନ୍ତୁ ଶିବପୁରାଣ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ଟିକା ନେଲେଣି ଦେଢ଼ ଲକ୍ଷ ଲୋକ

ଭୁବନେଶ୍ବର: ରାଜ୍ୟରେ ଦେଢ଼ ‌ଲକ୍ଷ ଲୋକଙ୍କୁ ଦିଆଗଲାଣି କରୋନା ଟିକା। ଟୁଇଟ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦେଶରେ ଟିକାକରଣରେ ଓଡ଼ିଶା ଆଗରେ ରହିଛି। ସରକାର ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ସଠିକ ସମୟରେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ଦେଶରେ ଗତ ୧୬ ତାରିଖ ଠାରୁ କରୋନା ଟିକାକରଣ ଆରମ୍ଭ ହୋଇଛି। ଦିନକୁ ଦିନ ସ୍ବାସ୍ଥ୍ୟ କର୍ମୀ ଓ ‌କରୋନା ଯୋଦ୍ଧାମାନଙ୍କ ମଧ୍ୟରେ ଟିକା ନେବାରେ ଅଧିକ ଉତ୍ସାହ ଦେଖାଯାଉଛି।

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୧୮୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛନ୍ତି। ଆଜି ରାଜ୍ୟର ସୁନ୍ଦରଗଡ଼ରୁ ସର୍ବାଧିକ ୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୁଳରୁ ୧୯ଜଣ, ପୁରୀରୁ ୧୯ଜଣ, ସମ୍ବଲପୁର ୧୯ଜଣ, ନୂଆପଡ଼ାରୁ ୧୮ଜଣ, ବରଗଡ଼ରୁ ୧୫ଜଣ, କଟକରୁ ୧୪ଜଣ, ବାଲେଶ୍ବର ୧୧ଜଣ, ଖୋର୍ଧାରୁ ୧୧ଜଣ, ଯାଜପୁରରୁ ୭ଜଣ, ଝାରସୁଗୁଡ଼ାରୁ ୪ଜଣ, କୋରାପୁଟରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ସେହିପରି […]

ଚର୍ଚ୍ଚାରେ ଚୀନର ଚା’ ପାତ୍ର ସ˚ଗ୍ରହାଳୟ, ଜ‌ାଣନ୍ତୁ ଏହାର ଇତିହାସ

ବିଶ୍ବର ବୃହତ୍ତମ ଚା’ ପାତ୍ର ଆକୃତିର ସ˚ଗ୍ରହାଳୟ ରହିଛି ଚୀନର ମେଇତାନ୍‌ରେ; ଉଚ୍ଚତା ୭୩.୮ ମିଟର୍‌। ପାଞ୍ଚ ହଜାର ବର୍ଗ ମିଟର୍‌ ପରିମିତ ସ୍ଥାନରେ ସଂଗ୍ରହାଳୟଟି ନିର୍ମିତ। ମେଇତାନ୍‌, ଚାଇନିଜ୍‌ ସବୁଜ ଚାହାର ଜନ୍ମସ୍ଥାନ। ଏଠାକାର ସବୁଜ ଚା’ ସମଗ୍ର ଚୀନରେ ବେଶ୍‌ ଲୋକପ୍ରିୟ। ଏଣୁ, କିଛି ବର୍ଷ ତଳେ ଚା’ ସ˚ସ୍କୃତି ଉପରେ ଏଠାରେ ସ˚ଗ୍ରହାଳୟଟିଏ ସ୍ଥାପନ କରିବା ପାଇଁ ଚିନ୍ତା କରାଯାଇଥିଲା। ଚା’ ସ˚ପର୍କିତ ନାନା ସାମଗ୍ରୀ ଏଠାରେ ପ୍ରଦର୍ଶିତ ହେଉଛି। ଅଣ-ଚାଇନିଜ୍‌ଙ୍କ ପାଇଁ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଗୁଡ ଖାଇଲେ ମିଳେ ଏସବୁ ଲାଭ

ଚିନି ଅପେକ୍ଷା ଗୁଡ ଶରୀର ପାଇଁ ଅଧିକ ହିତକର ବୋଲି ଡାକ୍ତରମାନେ କହନ୍ତି | ଗୁଡ ସ୍ବାଦିଷ୍ଟ ହେବା ସହିତ ଶରୀର ପାଇଁ ମଧ୍ୟ ହିତକର। କୁହାଯାଏ ନିୟମିତ ଗୁଡ ସେବନ କଲେ ଅନେକ ପ୍ରକାର ରୋଗରୁ ରକ୍ଷା ମିଳିଥାଏ। ତେବେ ଜାଣନ୍ତୁ ଗୁଡ ଖାଇବା ଦ୍ୱାରା ଶରୀରକୁ କଣ ଲାଭ ମିଳିଥାଏ | ଗୁଡ ନିୟମିତ ଖାଇବା ଦ୍ୱାରା ହାଡ ଶକ୍ତ ରହିଥାଏ | ଗୁଡ଼ରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଓ ଫସ୍‌ଫରସ୍‌ ରହିଛି। ଯାହାକି […]