କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

କେବେ ଖାଇଛନ୍ତି ନାଲି କଦଳୀ ? ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର, ଅନେକ ଭିଟାମିନରେ ଭରପୁର

ଭୁବନେଶ୍ୱର ୨୭/୦୧ : କଦଳୀ ଏମିତି ଏକ ଫଳ ଯାହା ସବୁଠାରୁ ଅଧିକ ଖିଆଯାଇଥାଏ। କଦଳୀ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି। କିନ୍ତୁ ଅଧିକାଂଶ ଲୋକ ସାଧାରଣତଃ ହଳଦିଆ ଚୋପା ବିଶିଷ୍ଟ କଦଳୀ ଖାଇଛନ୍ତି। ନାଲି ଚୋପା କଦଳୀ ସମ୍ଭବତଃ ବହୁତ ଲୋକ ଖାଇଥିବେ। ଆଶ୍ଚର୍ଯ୍ୟ ଲାଗୁଛି କି ? ହଁ, ନାଲି କଦଳୀ ବି ଥାଏ। ଏହା ପୋଷାକ ତତ୍ତ୍ୱରେ ଭରପୁର। ନାଲି କଦଳୀରେ ୧୧ ଖଣିଜ, ୬ ଭିଟାମିନ, ଫାଇବର ଓ କାର୍ବୋହାଇଡ୍ରେଟ୍ସ […]

ସ୍ବାସ୍ଥ୍ୟମନ୍ତ୍ରୀ ନିଜେ ନାଚିଲେ, ଲୋକଙ୍କୁ ବି ନଚାଇଲେ

ଝାରସୁଗୁଡା୨୭/୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନୂଆ ଅବତାର। ଗତକାଲି ଆଦିବାସୀଙ୍କ ବଡଦେଓ ପୂଜାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି। ଗେରୁଆ ରଙ୍ଗରେ ଧୋତି ପିନ୍ଧି ଆଦିବାସୀଙ୍କ ଆରାଧ୍ୟ ଦେବତା ଜଙ୍ଗାବଡଦେଓଙ୍କ ପ୍ରତୀକ ଧରି ନା‌ଚୁଥିବାର ନଜର ଆସିଥିଲେ। ଯାହାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି। ଝାରସୁଗୁଡା ଲଇକେରା ଅଞ୍ଚଳରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନୂଆ ଅବତାର ଦେଖି ଲୋକଙ୍କ ଗହଳି ଲାଗିଥିଲା। ଇଶ୍ବର ବିଶ୍ବାସୀ ସ୍ବାସ୍ଥ୍ୟମନ୍ତ୍ରୀ ଏହି ଆଦିବାସୀ ଉତ୍ସବରେ ସାମିଲ ହୋଇଥିଲେ। ଏବେ ନୁହେଁ, ଏହା ପୂର୍ବରୁ ମଧ୍ୟ ବିଭିନ୍ନ […]

କଳା ଓ ସଂସ୍କୃତି ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପାଇବେ ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରା

ଭୁବନେଶ୍ବର: ଚଳିତ ବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପାଇବେ ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରା। ଏଥି ସହିତ ୧୫ ଜଣ ବରିଷ୍ଠ ସାହିତ୍ୟିକଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି (ବୁଧବାର) ଅନୁଷ୍ଠିତ ବୈଠକରେ ଏହି ଘୋଷଣା ହୋଇଛି। ‌ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଓଡ଼ିଶା ସାହିତ୍ୟ ଏକାଡେମୀର ୨୦୨୦ ମସିହା ନିମନ୍ତେ ମର୍ଯ୍ୟାଦାଜନକ ସର୍ବୋଚ୍ଚ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ସୁସ୍ଥ ରହିବାକୁ ଚାହାନ୍ତି? ରାତ୍ର ଭୋଜନରୁ ବାଦ୍‌ ଦିଅନ୍ତୁ ଏହି ସବୁ ଖାଦ୍ୟ

ମୃତ୍ୟୁ ଧୃବ ସତ୍ୟ। ତାହାକୁ କେହି ବି ବଦଳାଇ ପାରିବେ ନାହିଁ। ମାତ୍ର ଅସୁସ୍ଥ ହୋଇ ଅକାଳ ମରଣ କାହାକୁ ବା ଭଲ ଲାଗେ! ଆମେ ଭାବନ୍ତି କାହାକୁ କେଉଁ ରୋଗ ହେବ ତାହା କେହି ଜାଣେନା। ଏକଥା କିଛି ମାତ୍ରାରେ ଠିକ୍‌। ହେଲେ ଏକଥା ବି ଭାବନ୍ତୁ ଯେ ଅନେକ ରୋଗ ପାଇଁ ଆମେ ନିଜେ ଦାୟୀ ହୋଇଥାନ୍ତି। ଖାଇବା, ପିଇବା, ଶୋଇବାର ଠିକ୍‌ ଠିକଣା ନ ରହିଲେ ରୋଗ ମାଡ଼ି ଆସେ। ତେବେ ଚାଲନ୍ତୁ […]

ଯାଜପୁରରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା: ମୟୂରଭଞ୍ଜର ଝିଅ, ଭୁବନେଶ୍ବରରେ ପଢ଼ୁଥିଲେ ପାଠ, CCTV ଫୁଟେଜ୍‌ରୁ ଲିଙ୍କ୍‌ ଖୋଜୁଛି ପୋଲିସ

ଯାଜପୁର ୨୭।୧: ରାସ୍ତାକଡରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍ । ସିସିଟିଭି ଫୁଟେଜ୍‌ରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ବସାଇ ଛାତ୍ରୀଙ୍କୁ ନେଉଥିବା ଦେଖିବାକୁ ମିଳିଛି । ଜଣେ ଯୁବକ ଗାଡି ଚଲାଉଥିବା ବେଳେ ଆଉ ଜଣେ ଯୁବକ ମୃତ ଛାତ୍ରୀଙ୍କୁ ଧରି ବସିଥିବାର ସିସିଟିଭି ଫୁଟେଜ୍‌ରେ ରହିଛି । ଯାହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଯାଜପୁର-କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଏଯାବତ୍ ରାଜ୍ୟରେ ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ କୋଭିଡ ଟିକା ଦିଆଯାଇଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ ଟିକା ଦିଆଯାଇଛି, ଆଜି ଭୁବନେଶ୍ୱରରେ ୧୧ଟି ସ୍ଥାନରେ ୨୩୬୦ଜଣଙ୍କର ଟିକାକରଣ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଆସନ୍ତାକାଲି ସମସ୍ତ ଜିଲ୍ଲାରେ ପୁଣି ଟିକାକରଣ ହେବ । ୧୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ସେକେଣ୍ଡ ଡୋଜ ଟିକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେକେଣ୍ଡ ଡୋଜ ପାଇଁ ୧ ଲକ୍ଷ ୭୩ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ

ପାଟଣା ୨୭।୧: ଉନ୍ମୋଚନ ହେଲା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରସ୍ତୁତ ‘ପରୀକ୍ଷା ଦର୍ପଣ’ ପୁସ୍ତକ । ଏହି ‘ପରୀକ୍ଷା ଦର୍ପଣ’ ପୁସ୍ତକର ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ପିଲାଙ୍କୁ ମାଗଣାରେ ‘ପରୀକ୍ଷା ଦର୍ପଣ’ ଯୋଗାଇ ଦିଆଯିବ । ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ପ୍ରସ୍ତୁତ ହୋଇଛି ପୁସ୍ତକ ‘ପରୀକ୍ଷା ଦର୍ପଣ’ । ପରୀକ୍ଷା ପାଇଁ କିପରି ଛାତ୍ରଛାତ୍ରୀ ଭଲଭାବେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ପୂର୍ବତଟ ରେଳପଥ ପକ୍ଷରୁ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ରେଳବାଇ ଷ୍ଟାଡିୟମଠାରେ ୭୨ତମ ଗଣତନ୍ତ୍ର ଦିବସ ମହାସମାରୋହ ପାଳିତ ହୋଇଯାଇଅଛି। ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ରେଳବାଇ ସୁରକ୍ଷା ବଳ ପକ୍ଷରୁ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ରେଳବାଇ କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗଙ୍କ ସହିତ ରେଳଯାତ୍ରୀମାନଙ୍କୁ ଉଦବୋଧନ ଦେଇ ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳପଥର କାର୍ଯ୍ୟ ଦକ୍ଷତା ସମ୍ବନ୍ଧରେ ଆଲୋକପାତ କରିବା ସହିତ ରେଳବାଇ କର୍ମଚାରୀ ମାନଙ୍କର ନିଷ୍ଠାପର ସେବାକୁ ଭୁୟସୀ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ

ଭୁବନେଶ୍ବର ୨୬।୧: ରାଜ୍ୟରେ ବୁଧବାରଠାରୁ ପୁଣି ଟିକାକରଣ ପକ୍ରିୟା ଆରମ୍ଭ ହେବ । ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ । ୧୬ ତାରିଖରୁ ୨୫ ପର୍ଯ୍ୟନ୍ତ ଟିକାକରଣ ପ୍ରକ୍ରିୟା ସରିଥିବା ବେଳେ ମୋଟ୍ ୧ ଲକ୍ଷ ୭୭ ହଜାର ୯୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି । କୋଭିଡରେ ମୋଟ୍ ରେଜିଷ୍ଟ୍ରେସନ କରିଛନ୍ତି ୩ ଲକ୍ଷ ୫୦ ହଜାର ୭ ଶହ ୨୬ ଜଣ ସ୍ଵାସ୍ଥ୍ୟକର୍ମୀ । ସୋମବାର […]

ଦେଶ ବିଦେଶ ପର୍ଯ୍ୟଟନ ସ୍ପେଶାଲ ରିପୋର୍ଟ

ଅଭେଦ୍ୟ ଦୁର୍ଗ ‘ମୁରୁଡ଼ ଜ˚ଜିରା’

ଆମ ଦେଶରେ ମାତ୍ର ଅଳ୍ପ କେତେଟି ଦୁର୍ଗ ଅଛି, ଯେଉଁଗୁଡ଼ିକ ଯୁଗ ଯୁଗ ଧରି ଅଭେଦ୍ୟ ରହିପାରିଥିଲା। ସେଥିରୁ ଗୋଟିଏ ହେଲା ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଉପକୂଳବର୍ତ୍ତୀ ମୁରୁଡ଼ଠାରେ ଥିବା ମୁରୁଡ଼-ଜ˚ଜିରା। ‘ଜ˚ଜିରା’ ଶବ୍ଦଟି ଅରବୀ ଶବ୍ଦ ‘ଜଜିରା’ରୁ ଆସିଛି; ଏହାର ଅର୍ଥ ଦ୍ବୀପ। ଏହି ଦୁର୍ଗକୁ ଆକ୍ରମଣ ଦ୍ବାରା କେହି କେବେ ଅଧିକାର କରିଥିବା ଜଣାଯାଏନାହିଁ। ମୁସଲମାନ ଆକ୍ରମଣକାରୀଙ୍କୁ ବାଧା ଦେବା ପାଇଁ ୧୪୯୨ରେ, ପାଣି ଭିତରେ ଏହାକୁ ତିଆରି କରାଇଥିଲେ କୋ˚କଣ ଅଞ୍ଚଳର ଧୀବର […]