ଦେଶ ବିଦେଶ ମନୋରଞ୍ଜନ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବନ୍ଦ ହୋଇଯିବ କପିଲ ଶର୍ମା ସୋ’!

ସୋନି ଚ୍ୟାନେଲ୍‌ର ସର୍ବାଧିକ ଲୋକପ୍ରିୟ ଧାରାବାହିକ କମେଡି ‘ଦ କପିଲ ଶର୍ମା ସୋ’ ବନ୍ଦ ହୋଇଯିବ। ସବୁ ସମୟରେ ଚର୍ଚ୍ଚାରେ ରହୁଥିବା ଏହି ସୋ’ର ବନ୍ଦ ହେବା ଖବର ପଦାକୁ ଆସିବା ପରେ କପିଲଙ୍କ ପ୍ରଶଂସକମାନେ କିନ୍ତୁ ଦୁଃଖିତ ନାହାନ୍ତି। କାରଣ ଏହି ସୋ’ ସାମୟିକ ଭାବେ କିଛି ମାସ ପାଇଁ ବନ୍ଦ ରହିବ। ବର୍ତ୍ତମାନ କରୋନା ପାଇଁ ସିନେମା ହଲ୍‌ରେ କୌଣସି ଚଳଚ୍ଚିତ୍ର ମୁକ୍ତିଲାଭ କରୁନଥିବାରୁ କଳାକାରମାନେ ସୋ’କୁ ଆସୁନାହାନ୍ତି। ତେଣୁ ପ୍ରଯୋଜକ ଏହାକୁ ନୂଆ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ସେଓ ଖାଇବାର ତୁରନ୍ତ ପରେ ଏସବୁ ଜିନିଷ ଖାଇଲେ ଦେଖାଦେବ ଅନେକ ଶାରୀରିକ ସମସ୍ୟା

ପ୍ରତିଦିନ ସକାଳେ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଶରୀର ରୋଗମୁକ୍ତ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । କିନ୍ତୁ ଯଦି ଆପଣ ଏହାକୁ ଭୁଲ ସମୟରେ ଖାଉଛନ୍ତି ବା ଭୁଲ ଜିନିଷ ସହ ଖାଉଛନ୍ତି ତେବେ ଶରୀର ଉପରେ ଏହାର ଭଲ ପ୍ରଭାବ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ସେଓ ଖାଇବାର ତୁରନ୍ତ ପରେ କେଉଁ ସବୁ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଯୋଜନା ଅନୁସାରେ କାମ ସ˚ପୂର୍ଣ୍ଣ ହୋଇଯିବ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବେକାରଙ୍କୁ ରୋଜଗାର ମିଳିପାରେ। ବ୍ୟବସାୟରେ ଲାଭ ହେବ। ବୃଷ: ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। ଟେଣ୍ଟ୍ ହାଉସ୍ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଭ୍ରମଣରେ ସମୟ ବିତିବ। ପରିବାରରେ ସମସ୍ତଙ୍କୁ ଆନନ୍ଦ ମିଳିବ। ମିଥୁନ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ବେପାରରେ ବୃଦ୍ଧି ଘଟିବ। ପ୍ରେମୀଯୁଗଳ ଦର୍ଶନୀୟ ସ୍ଥାନକୁ ବୁଲି ଯିବେ। […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ

ବାର୍‌ରେ ମସ୍ତି-ରାସ୍ତାରେ ଡ୍ରାମା, ପିଏମଜି ଛକରେ ଯୁବତୀଙ୍କ ହଙ୍ଗାମା…..ତାପରେ ହେଲା କ’ଣ ?

ଭୁବନେଶ୍ୱର,୨୮/୦୧: ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ଜଣେ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ନିଜର ପୁରୁଷ ବନ୍ଧୁଙ୍କୁ ଗାଳି କରିବା ସହିତ ଜଣେ କାର୍‌ ଚାଳକଙ୍କୁ ଠେଲାପେଲା କରିଛନ୍ତି ଯୁବତୀଜଣଙ୍କ । ସକାଳ ବେଳା ଯେଉଁ ରାସ୍ତାରେ ସାଧାରଣତନ୍ତ୍ର ଦିବସ ପରେଡ୍‌ ଚାଲୁଥିଲା, ସନ୍ଧ୍ୟାରେ ସେଠି ଯୁବତୀଙ୍କ ଏମିତି ହଙ୍ଗାମା ସେଠାରେ ଚର୍ଚ୍ଚାରେ ରହିଥିଲା । ସୂଚନା ଅନୁସାରେ, ମଙ୍ଗଳବାର ଦିନ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ମାଷ୍ଟରକ୍ୟାଣ୍ଟିନ ଆଡୁ ଏକ କାର୍‌ ଲୋୟର ପିଏମ୍‌ଜି […]

କଳା ଓ ସଂସ୍କୃତି

ଲାଲ କିଲ୍ଲା ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶ ବନ୍ଦ: ସୁରକ୍ଷା ଦୃଷ୍ଟିରୁ ଜାମା ମସଜିଦ ମେଟ୍ରୋ ଷ୍ଟେସନରେ ପ୍ରସ୍ଥାନକୁ ଅନୁମତି, ପ୍ରବେଶ ନିଷେଧ

ନୂଆଦିଲ୍ଲୀ ୨୮/୦୧ : ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଉପଦ୍ରବ ପରେ ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତି ଧୀରେ ଧୀରେ ସାମାନ୍ୟ ହେବାକୁ ଲାଗିଛି। ହିଂସା ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ କିଛି ମେଟ୍ରୋ ଷ୍ଟେସନ ବନ୍ଦ କରିଦିଆଯାଇଥିଲା। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) ଗୁରୁବାର ଦିନ ମେଟ୍ରୋ ସେବା ସମ୍ବନ୍ଧରେ ନୂଆ ଅପଡେଟ ଜାରି କରିଛନ୍ତି। ନୂଆ ଅପଡେଟ୍ ଅନୁସାରେ, ଲାଲ କିଲ୍ଲା ମେଟ୍ରୋ ଷ୍ଟେସନ ଯାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜନୀତି ରାଜ୍ୟ

ରାଜନୈତିକ ପେଡ଼ି ଖୋଲିଲେ ରାମଚନ୍ଦ୍ର : ମଦ ମାଫିଆଙ୍କ ଚକ୍ରବ୍ୟୁହ ଯୋଗୁଁ ହାରିଥିଲି ୪ ବର୍ଷ କାର୍ଯ୍ୟକାଳରେ ୩ ଥର ଇସ୍ତଫା ଧମକ ଦେଇଥିଲେ

ବ୍ରହ୍ମପୁର : ‘ ମଦମାଫିଆଙ୍କ ଚକ୍ରବ୍ୟୂହ ଯୋଗୁ ହାରିଥିଲି। ଉପବାଚସ୍ପତି ଥିବା ସମୟରେ ନିଜ ପଦରୁ ୩ଥର ଇସ୍ତଫା ଦେବାକୁ ଚେତାବନୀ ଓ ଧମକ ଦେଇଥିଲି।’ ନିଜ ଆତ୍ମଜୀବନୀ ପୁସ୍ତକ ‘ନିଜକଥା’ ମାଧ୍ୟମରେ ବହୁବର୍ଷ ତଳର ରାଜନୈତିକ ପେଡ଼ିକୁ ଖୋଲିଛନ୍ତି ବିଧାନସଭାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା। ୪୨୪ ପୃଷ୍ଠାର ଏହି ପୁସ୍ତକରେ ସେ ମଧ୍ୟ ଜୀବନର ବହୁ ଗୁରୁତ୍ବପୂର୍ଣ୍ଣ ଘଟଣାବଳୀ ଓ ରୋଚକ କଥା ଅବତାରଣା କରିଛନ୍ତି। ଗତକାଲି ପୁସ୍ତକ ଉନ୍ମୋଚନ ହେବାପ‌ରେ ଏହାକୁ ନେଇ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଆଜି ପୌଷ ପୂର୍ଣ୍ଣିମା, ରତ୍ନ ସିଂହାସନରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ ୨୮।୦୧ : ଆଜି ପୌଷ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟଭିଷେକ ନୀତି ସମ୍ପାଦନ କରାଯିବ । ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପୂର୍ବଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ । ଏହାପରେ ପରେ ପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ […]

ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍

ପୁରୀ ୨୭।୦୧: ଆଜିଠୁ ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ । ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ କରାଯିବ। ପ୍ରତିଦିନ ୫୦ ସେବାୟତଙ୍କ ଆର୍ ଟିପିସିଆର୍ ପରୀକ୍ଷା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାଣ୍ଡରୋଡ୍ ର ଉତ୍କଳ ହୀନ୍ଦି ବିଦ୍ୟାପୀଠରେ ସେବାୟତମାନଙ୍କର କୋଭିଡ୍ ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ୍ ଟେଷ୍ଟ ଫେବୃଆରୀ ୨୭ ପର୍ଯ୍ୟନ୍ତ ଚାଲିବ। ପ୍ରଥମେ ସୁଆର […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୨୭।୦୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୬୬୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ […]

ସନ୍ତାନଙ୍କ ଆୟୁଷ ଓ ସମୃଦ୍ଧି ପାଇଁ ମହିଳାମାନେ ରଖିଥାନ୍ତି ସଙ୍କଟ ଚୋୖଠ ବ୍ରତ, ଜାଣନ୍ତୁ ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର ୨୭/୦୧ : ସଙ୍କଟ ଚୋୖଠ ପ୍ରତି ମାସରେ ପଡେ। କିନ୍ତୁ ମାଘ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ପଡୁଥିବା ସଙ୍କଟ ଚଉଠ ବ୍ରତର ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ମାଘ ସଙ୍କଟ ଚଉଠ ବ୍ରତ ଏଥର ଜାନୁଆରୀ ୩୧ ତାରିଖ ରବିବାର ଦିନ ପଡୁଛି। ଏହି ବ୍ରତର ଅନେକ ନାଁ ରହିଛି। ଏହି ବ୍ରତକୁ ସଙ୍କଟ ଚୋୖଥା, ମାଘ ଚତୁର୍ଥୀ, ତିଲକୁଟା ଚୋୖଠ ବି କୁହାଯାଏ। ମହିଳାମାନେ ନିଜ ସନ୍ତାନ ସନ୍ତତିଙ୍କ ପାଇଁ ଏହି […]