ଖେଳ ଦେଶ ବିଦେଶ

ରୁଟ୍‌ଙ୍କ ପାଇଁ ‘ଅରୁଣ’ ରଣନୀତି

ଚେନ୍ନାଇ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ବୋଲରମାନେ ଏହି ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ ସ୍ମିଥ୍‌ଙ୍କୁ ହାତଖୋଲା ସଟ୍ ଖେଳିବାର ସୁଯୋଗ ଦେଇନଥିଲେ। ତାଙ୍କ ରନ୍ ସଂଗ୍ରହ ଧାରାକୁ ଚାରିପଟରୁ ରୋକି ସଫଳତା ଅର୍ଜନ କରିଥିଲେ। ଏବେ ସେମାନଙ୍କ ସମ୍ମୁଖରେ ‘ଜୋ ରୁଟ୍’ ଆହ୍ବାନ ଉପନୀତ ହୋଇଛି। ଗତ ଚାରିଟି ପାଳିରୁ ଗୋଟିଏ ଦ୍ବିଶତକ ସହ ରୁଟ୍ ୧୦୬.୫୦ ହାରରେ ୪୨୬ ରନ୍ କରିବା ମଧ୍ୟ ଭାରତୀୟ ‌ବୋଲରଙ୍କ ଚିନ୍ତା ବଢ଼ାଇ ଦେଇଛି। ସେଥିପାଇଁ ଘରୋଇ ପରିବେଶରେ ରୁଟ୍‌ଙ୍କୁ […]

ଖେଳ ଦେଶ ବିଦେଶ

କନିଷ୍ଠ ପାଣ୍ଡ୍ୟାଙ୍କ ପ୍ରଥମ ବିମାନ ଯାତ୍ରା

ଚେନ୍ନାଇ: ଭାରତୀୟ ଦଳର ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟାଙ୍କ ପୁତ୍ର ଅଗସ୍ତ୍ୟ ପ୍ରଥମ ଥର ବିମାନ ଯାତ୍ରା କରିଛନ୍ତି। ଗୁରୁବାର ଏହି କନିଷ୍ଠ ପାଣ୍ଡ୍ୟା ପିତା ଓ ମାତା ନତାଶା ଷ୍ଟାଙ୍କୋଭିକ୍‌ଙ୍କ ସହ ଚେନ୍ନାଇକୁ ବିମାନରେ ଯାଇଥିଲେ। ହାର୍ଦିକ୍‌ ସେଠାରେ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳ ସହ ଯୋଗଦେବାକୁ ପତ୍ନୀ ଓ ପୁତ୍ରକୁ ଧରି ବିମାନ ଯାତ୍ରା କରିଥିଲେ। ଆସନ୍ତା ଶନିବାର ଦିନ ୬ ମାସରେ ପଦାର୍ପଣ କରିବାକୁ ଯାଉଥିବା […]

ଖେଳ ଦେଶ ବିଦେଶ ରାଜ୍ୟ

୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌: ହେମନ୍ତଙ୍କ ଦ୍ବିଶତକ, ୩୦୮ ରନ୍‌ରେ ଜିତିଲା ରାଉରକେଲା ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଓ କିଟ୍‌ ବିଜୟୀ

କଟକ: ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାରେ ଗୁରୁବାର ଦ୍ବିତୀୟ ଦ୍ବିଶତକ ଦେଖିବାକୁ ମିଳିଛି। ପ୍ରଥମେ ଯାଜପୁରର ସାଵନ ପାହାଡ଼ିଆ (ଅପରାଜିତ ୨୦୪) ଦ୍ବିଶତକ ଜମାଇଥିଲା ବେଳେ ଗୁରୁବାର ରାଉରକେଲାର ହେମନ୍ତ ନାୟକ (୨୦୯ ରନ୍‌) ଦ୍ବିଶତକୀୟ ପାଳି ଖେଳିଛନ୍ତି। ବିଡ଼ାନାସୀ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରାଉରକେଲା ୩୦୮ ରନ୍‌ର ବୃହତ୍‌ ବ୍ୟବଧାନରେ ରାୟଗଡ଼ାକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟି˚ ନେଇଥିବା ରାଉରକେଲା ୩ ଵିକେଟ୍‌ ବିନିମୟରେ ୩୭୩ ରନ୍‌ […]

ଖେଳ ଦେଶ ବିଦେଶ ରାଜ୍ୟ

ରେଡ୍‌ର ଚତୁର୍ଥ ଓ ଗ୍ରିନ୍‌ର ଦ୍ବିତୀୟ ବିଜୟ କାଜଲଙ୍କ ଅର୍ଦ୍ଧଶତକ; ରାମେଶ୍ବରୀ ଓ ରୋସ୍‌ନାରାଙ୍କୁ ୩-୩ ୱିକେଟ୍‌

କଟକ: କିଟ୍‌ରେ ଚାଲିଥିବା ଏମ୍‌ଜିଏମ୍‌ ଓଡ଼ିଶା ମହିଳା ଟ୍ବେଣ୍ଟି-୨୦ ଲିଗ୍‌ର ଗୁରୁବାର ଦୁଇଟି ମ୍ୟାଚ୍‌ରେ ଓଡ଼ିଶା ‌ରେଡ୍‌ ଓ ଓଡ଼ିଶା ଗ୍ରିନ୍‌ ବିଜୟ ହାସଲ କରିଛନ୍ତି। ଏଥି ସହିତ ପ୍ରଥମ ଦୁଇ ମ୍ୟାଚ୍‌ ହାରିଥିବା ରେଡ୍‌ ଦଳ ମୋଟ ୬ ମ୍ୟାଚ୍‌ ଖେଳି କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଥିଲା ବେଳେ ଗ୍ରିନ୍‌ ଦଳ ଲଗାତାର ଦୁଇଟି ପରାଜୟ ପରେ ପ୍ରଥମ ଏବଂ ମୋଟ ୬ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିଛି। ରେଡ୍‌ ୧୬ ପଏଣ୍ଟ […]

ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସଂସଦର ମିଳିତ ଅଧିବେଶନରେ ଭାରତ ଗଣଟିକାକରଣ ଉଦ୍ୟମକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବଜେଟ୍‌ ଅଧିବେଶନ ଆରମ୍ଭ ଅବସରରେ ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ପ୍ରଦାନ କରିବା ବେଳେ ଗଣଟିକାକରଣ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଅଭିଭାଷଣ ଦେବା ବେଳେ ସେ ଦିବଂଗତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଲେ, ଭାରତ ବିଶ୍ୱରେ ସବୁଠୁ ବଡ଼ ଟିକାକରଣ ଅଭିଯାନ ଚଳାଇବା ଗୌରବର ବିଷୟ। ଏହି ଅଭିଯାନରେ ଦିଆ ଯାଉଥିବା ଦୁଇଟିଯାକ ଟିକା ଭାରତରେ ନିର୍ମିତ। ଏହି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ମା ଛେଉଣ୍ଡ ୮ ମାସର ଶିଶୁକନ୍ୟା ପୁଷ୍ଟିହୀନତାର ଶିକାର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଚକଳାପଦର ପଞ୍ଚାୟତର କୁସୁମବାହାଲ ଗ୍ରାମରେ ଜଣେ ୮ ମାସର ମା ଛେଉଣ୍ଡ ଶିଶୁକନ୍ୟା ପୁଷ୍ଟିହୀନତାର ଶିକାର ହୋଇଥିବା ଦେଖିବାକୁ ମିଲିଛି। ସୂଚନାନୁଯାୟୀ କୁସୁମବାହାଲ ଗ୍ରାମର ରାମ ଜାନୀ ୨ ବର୍ଷ ତଳେ ଚନ୍ଦାହାଣ୍ଡି ବ୍ଳକର ପାଆଝୁରି ଗ୍ରାମର ସମ୍ବରି ଜାନୀକୁ ବିବାହ କରିଥିଲେ। ପରେ କିଛି ମାସ ପରେ ସମ୍ବରି ଗର୍ଭବତୀ ହୋଇଥିଲେ। ଗତ ବର୍ଷ ଜୁନ ମାସରେ ସମ୍ବରିଙ୍କୁ ପ୍ରସବ ବେଦନା ହୋଇଥିଲା। ତେବେ ସଚେତନତା ଅଭାବ ସହ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗାଁକୁ ନାହିଁ ରାସ୍ତା, ଆସିପାରିଲାନି ଆମ୍ବୁଲାନ୍ସ : ଭାରରେ ବୁହାହେଲେ ଗର୍ଭବତୀ

ରାୟଗଡା ୨୯।୧: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୃଶ୍ୟ । ଆମ୍ବୁଲାନ୍ସ ଅଭାବରୁ ଗର୍ଭବତୀ ମହିଳା ଭାରରେ ବୁହା ହୋଇ ପହଞ୍ଚିଛନ୍ତି ମେଡିକାଲରେ । ସୂଚନାଯୋଗ୍ୟ ଯେ, କାଶୀପୁର ବ୍ଲକ୍ ସିରିପିଇ ପଞ୍ଚାୟତ ଅନ୍ତର୍ଗତ ବଣ୍ଡାଦୋରା ଗ୍ରାମର ଲକ୍ଷ୍ମୀ ମାଝୀଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳର ଆଶାକର୍ମୀ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ । ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ରାସ୍ତା ନଥିବା ଯୋଗୁଁ ଗାଁରେ ପହଞ୍ଚି ନଥିଲା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍‌, ୩୩୪୮୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୨୯।୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୮୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ […]

କଳା ଓ ସଂସ୍କୃତି ଧର୍ମ

ପୌଷ ପୂର୍ଣ୍ଣିମାରେ କରନ୍ତୁ ଏହି କାମ: ପ୍ରାପ୍ତ ହେବ ସୁଖ ସମୃଦ୍ଧି, ପାପରୁ ମିଳିବ ମୁକ୍ତି

ଭୁବନେଶ୍ୱର ୨୮/୦୧ : ଜାନୁଆରୀ ୨୮ ତାରିଖ ଗୁରୁବାର ପୌଷ ପୂର୍ଣ୍ଣିମା। ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥିରେ ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ ବିଶ୍ୱାସ ରହିଛି ଯେ ପୌଷ ପୂର୍ଣ୍ଣିମା ଦିନ ସଙ୍ଗମ କୂଳରେ କଳ୍ପବାସ କରିବା, ବ୍ରତ ପାଳନ କରିବା ଓ ଗଙ୍ଗା ସ୍ନାନ କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ। ଏହାସହ ବ୍ୟକ୍ତି ଜନ୍ମ ମାରନା ବନ୍ଧନରୁ ମୁକ୍ତ ହୋଇଥାନ୍ତି। ଏହି ଦିନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। […]

ଖେଳ ଦେଶ ବିଦେଶ

ହକି ଏନ୍ତୁଳିଶାଳରେ କ୍ରୀଡା ମନ୍ତ୍ରୀ; ହକି ଷ୍ଟାଡିୟମ ପାଇଁ କଲେ ସ୍ଥାନ ପରିଦର୍ଶନ

ରାଉରକେଲା : ୨୦୨୩ ମସିହାରେ ହେବାକୁ ଯାଉଥିବା ହକି ବିଶ୍ଵକପ ନେଇ ପ୍ରସ୍ତୁତି ଜୋର୍ ଧରିଛି । ହକିର ଗଡ ସୁନ୍ଦରଗଡ ଜିଲ୍ଲା ଯାହା ହକିର ଏନ୍ତୁଳିଶାଳ ରହିଛି। ତା ପାଇଁ ହକିର ସର୍ବବୃହତ୍ ଷ୍ଟାଡିୟମ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି। ଏଥି ସହ ଜିଲ୍ଲାର ସମସ୍ତ ହକି ଖେଳାଳିମାନଙ୍କ ଅତ୍ୟଧିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ସମସ୍ତ ବ୍ଲକ ଠାରେ ହକି ଷ୍ଟାଡିୟମ ହେବା ପାଇଁ ସ୍ଥିର କରିଛନ୍ତି । ଏ […]