ଖେଳ ଦେଶ ବିଦେଶ

ଦୈନିକ ୩୦,୦୦୦ ଦର୍ଶକଙ୍କୁ ଅନୁମତି

ମେଲ୍‌ବର୍ଣ୍ଣ: ଆସନ୍ତା ଫେବ୍ରୁଆରି ୮ ତାରିଖରୁ ଏଠାରେ ଆରମ୍ଭ ହେବ ଚଳିତ ଋତୁର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତା। କରୋନା ମହାମାରୀ ଯୋଗୁଁ ଗତବର୍ଷ ଟେନିସ୍‌ ପ୍ରତିଯୋଗିତା ପ୍ରଭାବିତ ହୋଇଥିଲା। ଚଳିତ ବର୍ଷ ଆୟୋଜିତ ହେବାକୁ ଥିଲେ ମଧ୍ୟ କରୋନା କଟକଣା ଯୋଗୁଁ ଷ୍ଟାଡିୟମ୍‌ର କ୍ଷମତା ଅନୁଯାୟୀ ଅଧା ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ଜଣାପଡ଼ିଛି। ସେହି ଦୃଷ୍ଟିରୁ ଅଷ୍ଟ୍ରେଲିଆନ୍‌ ଓପନ୍‌ ବେଳେ ଦୈନିକ ୩୦,୦୦୦ ଦର୍ଶକଙ୍କୁ ଅନୁମତି ଦିଆଯିବ ବୋଲି ଭିକ୍ଟୋରିଆ […]

ଖେଳ ଦେଶ ବିଦେଶ

୮୭ ବର୍ଷରେ ପ୍ରଥମ ଥର ହେବନି ରଣଜୀ ଟ୍ରଫି, ୧୯୩୪ରୁ ନିରବଚ୍ଛିନ୍ନ ଭାବେ ଆୟୋଜିତ ହୋଇଆସୁଥିଲା ସମାନ୍ତରାଳ ଭାବେ ଖେଳାଯିବ ବିଜୟ ହଜାରେ, ମହିଳା ଦିନିକିଆ

ନୂଆଦିଲ୍ଲୀ: ଦୀର୍ଘ ୮୭ ବର୍ଷର ଗୌରବମୟ ଇତିହାସ ମଧ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ହେବନି ଘରୋଇ କ୍ରିକେଟ୍‌ର ସବୁଠାରୁ ସମ୍ମାନଜନକ ପ୍ରତିଯୋଗିତା ରଣଜୀ ଟ୍ରଫି। କୋଭିଡ୍-୧୯ ମହାମାରୀର ଭୟାବହତା ପାଇଁ ସାଧାରଣତଃ ନଭେମ୍ବରରୁ ମାର୍ଚ ମଧ୍ୟରେ ଖେଳାଯାଉଥିବା ଏହି ପ୍ରତିଯୋଗିତା‌ ଚଳିତ ବର୍ଷ କରାଯିବ ନାହିଁ ବୋଲି ବିସିସିଆଇ ଶନିବାର ଘୋଷଣା କରିଛି। ଅଧିକାଂଶ ରାଜ୍ୟସଂଘ ରଣଜୀ ଟ୍ରଫି ପରିବର୍ତ୍ତେ ବିଜୟ ହଜାରେ ଟ୍ରଫି ସୀମିତ ଓଭର ପ୍ରତିଯୋଗିତା ଖେଳିବାକୁ ଆଗ୍ରହ ପ୍ରକାଶ କରିଥିବାରୁ ସେମାନଙ୍କ […]

ଖେଳ ଦେଶ ବିଦେଶ

ଅଭ୍ୟାସକୁ ଓହ୍ଲାଇଲେ ଆର୍ଚର, ବର୍ନସ ଓ ଷ୍ଟୋକ୍ସ ଟେଷ୍ଟ୍‌ ମାନ୍ୟତାରେ କୋହଲି ସ୍ଥିର, ପୂଜାରା ଷଷ୍ଠକୁ ଉନ୍ନୀତ

ଚେନ୍ନାଇ: ଦ୍ବିତୀୟ କୋଭିଡ୍ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ଇଂଲଣ୍ଡ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ବେନ୍ ‌ଷ୍ଟୋକ୍ସ, ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଏବଂ ସଂରକ୍ଷିତ ୱିକେଟ୍ ରକ୍ଷକ ରୋରି ବର୍ନସ ଶନିବାର ପ୍ରଥମ ଥର ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି। ଭାରତ ବିପକ୍ଷ ଚାରି ଟିକିଆ ଶୃଙ୍ଖଳା ଲାଗି ଏଠାରେ ପହଞ୍ଚିବା ପରେ ଗତ ୬ ଦିନ ହେବ ଏମାନେ ସଙ୍ଗରୋଧରେ ଥିଲେ। ଏହି ତିନି ଜଣ ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡର ୨-୦ […]

ଖେଳ ଦେଶ ବିଦେଶ

ନିଲାମ ୧୮ରେ: ସର୍ବାଧିକ ୨୨ ଖେଳାଳିଙ୍କୁ ରଖିଛି ହାଇଦ୍ରାବାଦ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଚତୁର୍ଦଶ ସଂସ୍କରଣ ପାଇଁ ନିଲାମ ଆସନ୍ତା ଫେବ୍ରୁଆରି ୧୮ ତାରିଖରେ ଚେନ୍ନାଇରେ ହେବ। ଏନେଇ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଛି। ସନ୍‌ରାଇଜର୍ସ ହାଇଦ୍ରାବାଦ ସର୍ବାଧିକ ୨୨ ଖେଳାଳିଙ୍କୁ ନିଜ ପାଖରେ ରଖିଥିଲା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୪ ଖେଳାଳିଙ୍କୁ ରଖିଛି। ଏହି ଦଳ ଦିଲ୍ଲୀ କ୍ୟାପିଟାଲ୍‌ସରୁ ଡାନିଏଲ୍‌ ସାମ୍‌ସ ଏବଂ ହର୍ଷଲ ପଟେଲଙ୍କୁ କିଣିଛି। କିଙ୍ଗ୍‌ସ ଏକାଦଶ ପଞ୍ଜାବ ସର୍ବାଧିକ ବଳକା ଅର୍ଥରାଶି (୫୩.୨୦ କୋଟି) […]

ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠୁ ୩ ଦିନ ବନ୍ଦ ରହିବ କୋଭିଡ ଟିକାକରଣ

ଭୁବନେଶ୍ବର: ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠୁ ୩ ଦିନ କୋଭିଡ ଟିକାକରଣ ବନ୍ଦ ରହିବ । ଆଜିଠାରୁ ତିନି ଦିନ ଧରି ଅର୍ଥାତ ଫେବ୍ରୁଆରି ୨ତାରିଖ ଯାଏଁ ରାଜ୍ୟରେ କୋଭିଡ ଟିକା ଦିଆଯିବ ନାହିଁ । ତେବେ ୩ତାରିଖଠାରୁ ପୁଣିଥରେ ଟିକାକରଣ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତମାସ ୧୬ତାରିଖଠାରୁ ୩ଦିନ ବ୍ୟାପୀ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା। ମାତ୍ର ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହେବା […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୦୫୨ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ୧୦.୭ ନିୟୁତ ଟପିଲା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୩,୦୫୨ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ସମୁଦାୟ ସଂକ୍ରମଣସଂଖ୍ୟା ୧୦.୭ ନିୟୁତ ଟପିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩,୦୫୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୨୭ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୭,୪୬,୧୮୩ରେ ପହଞ୍ଚିଛି। […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଜାତୀୟ ପୋଲିଓ ଦିବସ : ଏବେ ବି ଶତ ପ୍ରତିଶତଠାରୁ ଦୂରରେ ପଲସ ପୋଲିଓ ଅଭିଯାନ ସଚେତନତା ଅଭାବରୁ ଲକ୍ଷ୍ୟ ପୂରଣ ହେଉନି

ଯାଜପୁର(ଅନିଲ କୁମାର ପଣ୍ଡା): ଆଜି ଜାତୀୟ ଟୀକାକରଣ(ପୋଲିଓ)ଦିବସ। ଦିନ ଥିଲା ପୋଲିଓ ରୋଗ ଏକ ମହାମାରୀ ପରି ବ୍ୟାପି ଚାଲିଥିଲା। ଜୀବନ ନେଉନଥିବା କିନ୍ତୁ ବିକଳାଙ୍ଗ କରି ଦେଉଥିଲା ମଣିଷଙ୍କୁ। ପରେ କ‌ରୋନା ପରି ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହୋଇଥିଲା ଟୀକା। ଯାହାକି ରୋଗ ନିୟନ୍ତ୍ରଣରେ ସକ୍ଷମ ହୋଇଛି। ତଥାପି ଆଜି ଲୋକେ ଏହାକୁ ନେଇ ସଂପୂର୍ଣ୍ଣ ସଚେତନ ହୋଇନାହାନ୍ତି। ଫଳରେ ଜିଲ୍ଲାର ସଫଳତା ଶତ ପ୍ରତିଶତ ଛୁଇଁପାରୁନଥିବା ଦେଖିବାକୁ ମିଳୁଛି। ସୂଚନା ଅନୁସାରେ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୪ କୋଭିଡ୍ ପଜିଟିଭ୍‌, ୩୩୫୦୭୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୩୧।୦୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୦୭୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ […]

ଦେଶ ବିଦେଶ ମନୋରଞ୍ଜନ

କ୍ୟାଟ୍ରିନାଙ୍କ ସହ ତୁଳନାକୁ ନେଇ କାହିଁକି ଏମିତି କହିଲେ ବଲିଉଡ୍‌ ଅଭିନେତ୍ରୀ ଜରୀନ୍‌ ଖାନ୍‌…

ମୁମ୍ୱାଇ, ୩୧/୧: ବଲିଉଡ୍‌ ଅଭିନେତ୍ରୀ ଜରୀନ୍‌ ଖାନ୍ ଏବଂ କ୍ୟାଟ୍ରିନା କୈଫଙ୍କୁ ନେଇ କିଛିଦିନ ହେବ ତୁଳନା କରାଯାଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଜରୀନ ନିଜ ବିଷୟରେ ଖୁଲାସା କରିଛନ୍ତି । କ୍ୟାଟ୍ରିନାଙ୍କ ସହିତ ତାଙ୍କର ତୁଳନା କୌଣସି ଭି କ୍ଷେତ୍ରରେ ତାଙ୍କ କ୍ୟାରିୟର ପ୍ରତି ଫାଇଦା ହେବ ନାହିଁ ବୋଲି ସେ କହିଛନ୍ତି । ବରଂ ଏହା ତାଙ୍କ କ୍ୟାରିୟରକୁ ବର୍ବାଦ କରିବାରେ ସହାୟକ ହେବ । କାରଣ କୌଣସି ନିର୍ଦ୍ଦେଶକ ଡୁପ୍ଲିକେଟ୍‌ଙ୍କ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଏହି ୩ ଲକ୍ଷଣରୁ ଜାଣନ୍ତୁ ଆପଣ କରୋନା ଆକ୍ରାନ୍ତ କି ନୁହେଁ

କରୋନା ଭାଇରସ ମହାମାରୀ ସାରା ବିଶ୍ୱକୁ ସଞ୍ଚରି ଯାଇଛି। ଭାରତରେ ୩୦ ଜାନୁୟାରୀ ୨୦୧୯ରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେବେଠାରୁ ଦେଶରେ ସଂକ୍ରମଣ ଜାରି ରହିଛି। କରୋନା ମୁକାବିଲା ଲାଗି ଦେଶରେ ଟିକାକରଣ ଆରମ୍ଭ ହୋଇଗଲାଣି। ସଂକ୍ରମଣ ହାର ମଧ୍ୟ ହ୍ରାସ ହେବାରେ ଲାଗିଛି। ଏଥିରେ ବ୍ରିଟେନରେ ବ୍ୟାପୁଥିବା କରୋନା ନୂଆ ଭୂତାଣୁ ଏବେ ଚିନ୍ତାର କାରଣ ପାଲଟିଛି। ଦେଶକୁ କରୋନା ଆସିବାର ଗୋଟିଏ ବର୍ଷ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ଏହାର ନିର୍ଦ୍ଧିଷ୍ଟ ଲକ୍ଷଣ […]