ଦୁନିଆର ‘ସବୁଠୁ ଦାମୀ’ ବିରିୟାନୀ, ଅର୍ଡର କରିବାର ୪୫ ମିନିଟ୍ରେ ଆପଣଙ୍କ ଟେବୁଲ୍ରେ ପହଞ୍ଚିଯିବ
ନୂଆଦିଲ୍ଳୀ ୦୧/୦୨: ଆସିଗଲା ବିଶ୍ବର ସବୁଠୁ ଦାମୀ ବିରିୟାନୀ। ଦାମରେ ଯେମିତି ସ୍ବାଦରେ ବି ସେମିତି। ଗୋଟିଏ ବିରିୟାନୀରେ ୬ ଜଣ ପେଟପୂରା ଖାଇବେ। କିନ୍ତୁ ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ବିରିୟାନୀର ଦାମ କେତେ ? ସାଧାରଣତଃ ବିରିୟାନୀର ଦାମ ୫୦-୬୦ ଟଙ୍କାରୁ ଆରମ୍ଭ ହୋଇଥାଏ। ଧରିନିଅନ୍ତୁ ସବୁଠୁ ଭଲ ରେଷ୍ଟୋରାଣ୍ଟରେ ବିରିୟାନୀର ଦାମ ହଜାରେ ଟଙ୍କା ହୋଇପାରେ। କିନ୍ତୁ ବିଶ୍ବର ସବୁଠୁ ଦାମୀ ବିରିୟାନୀ କହିବା ଅର୍ଥ ଦାମ ବି ସେମିତି ରହିଛି। […]