ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଖୁବଶୀଘ୍ର ଓଡ଼ିଶାକୁ ଆସିବ ଆଉ ୧ ଲକ୍ଷ ୪୬ ହଜାର ଟିକା

ଭୁବନେଶ୍ବର : ଖୁବ ଶୀଘ୍ର ଓଡ଼ିଶାରେ ପହଞ୍ଚିବ ଆଉ ୧୪୬୫୯୦ ଟି କରୋନା ଟିକା । ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କୁ ପତ୍ର ଲେଖି ସୂଚୀତ କରାଯାଇଛି । ଏହି ୧୪୬୫୯୦ଟି ଟିକା ମଧ୍ୟରୁ ୬୩୦୯୦ଟି କୋଭିସିଲ୍ଡ ଟିକା ଓ ୮୩୫୦୦ଟି କୋଭାକ୍ସିନ ଟିକା ରହିଛି । ଆସିବାକୁ ଥିବା ୬୩୦୯୦ଟି ଟିକା ମଧ୍ୟରୁ ୨୦୭୩୦ଟି ଟିକା ଚେନ୍ନାଇସ୍ଥିତ ସରକାରୀ ଔଷଧ ଡିପୋ ୪୨୩୬୦ ଟି ଟିକା ମୁମ୍ବାଇସ୍ଥିତ ସରକାରୀ ଔଷଧ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆଜି ରାଜ୍ୟରୁ ୧୩୮ଜଣ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୧୩୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୨୩୭୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି। ଆଜି ସୁନ୍ଦରଗଡ଼ରୁ ୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବରଗଡ଼ରୁ ୧୮ଜଣ, କଟକରୁ ୧୫ଜଣ, ସମ୍ବଲପୁରରୁ ୧୦ଜଣ, ନୂଆପଡ଼ାରୁ ୮ଜଣ, ଅନୁଗୁଳରୁ ୭ଜଣ, ବାଲେଶ୍ବରରୁ ୭ଜଣ, ଭଦ୍ରକରୁ ୭ଜଣ, ପୁରୀରୁ ୭ଜଣ, କଳାହାଣ୍ଡିରୁ ୬ଜଣ, […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଧନିଆ ପତ୍ର ଖାଇ ଦୂର କରନ୍ତୁ ଏହି ୪ଟି ଶାରୀରିକ ସମସ୍ୟା

ମନୁଷ୍ୟକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ସବୁଜ ପନିପରିବା। ଏହା ସହ ଶରୀରକୁ କୌଣସି ରୋଗ ଯେପରି ଛୁଇଁ ନ ପାରୁ ସେଥିପାଇଁ ମଧ୍ୟ ଡାକ୍ତରମାନେ ସବୁଜ ପନିପରିବା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ସେଥି ମଧ୍ୟରୁ ଗୋଟିଏ ହେଲା ଧନିଆ ପତ୍ର। ଯଦି ଆପଣ ଧନିଆ ପତ୍ରକୁ କଞ୍ଚାରେ ଖାଇବା ପାଇଁ ପସନ୍ଦ କରୁ ନାହାନ୍ତି, ତେବେ ଆପଣ ଏହାକୁ ଅନ୍ୟ ଉପାୟରେ ମଧ୍ୟ ସେବନ କରି ପାରିବେ। ଭିଟାମିନ ଏ ଏବଂ ଭିଟାମିନ୍‌ ସିରେ […]

ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଖାଇବାର ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ କସ୍ତୁରୀ ମେଥି

ଭୁବନେଶ୍ୱର ୦୨/୦୨ : ଦୈନନ୍ଦିନ ଜୀବନରେ ଆମେ ଅନେକ ମସଲା ବ୍ୟବହାର କରୁ। ବ୍ୟଞ୍ଜନର ସ୍ୱାଦ ପାଇଁ ରୋଷେଇ ବେଳେ ନାନା ମସଲା ବ୍ୟବହାର କରିଥାଉ। କିନ୍ତୁ ମସଲାର ଲାଭ ସମ୍ବନ୍ଧରେ ଅନେକ ଲୋକ ଜାଣିନଥାନ୍ତି। ଏହିଭଳି ଏକ ମସଲା ହେଲା କସ୍ତୁରୀ ମେଥି। କସ୍ତୁରୀ ମେଥି ଟିକିଏ ପିତା କିନ୍ତୁ ଏହା ବ୍ୟଞ୍ଜନର ସ୍ୱାଦିଷ୍ଟ ଦୁଇଗୁଣ ବଢ଼ାଇ ଦେଇଥାଏ। ସ୍ୱାଦ ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଯଦି ଆପଣ ଦୈନନ୍ଦିନ ଭୋଜନରେ କସ୍ତୁରୀ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିବାରରେ ଲାଗିରହିଥିବା ଝଞ୍ଜଟର ସମାଧାନ ହେବ। ପରିଶ୍ରମର ଲାଭ ନିଶ୍ଚୟ ପାଇବେ। ପ୍ରିୟତମଙ୍କ ଠାରୁ ଉପହାର ମିଳିବ। ବୃଷ: ସାହସିକ ପଦକ୍ଷେପ ଦ୍ବାରା ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ମିଥୁନ: ନିଜ କାମରେ ଅଧିକ ପରିଶ୍ରମ କଲେ ଯାଇ ସଫଳତା ପାଇବେ। ଅନ୍ୟମାନଙ୍କ ମାମଲାରେ ଅଯଥା ଦଖଲ ଦିଅନ୍ତୁ ନାହିଁ। ଭୂସ˚ପତ୍ତି କିଣିବା ଲାଗି ଦିନଟି ଶୁଭ। କର୍କଟ: ଆପଣଙ୍କର […]

କଳା ଓ ସଂସ୍କୃତି ଧର୍ମ

ଭୁଲ୍‌ରେ ଏହି ଦିଗରେ ରଖନ୍ତୁ ନାହିଁ ସଞ୍ଚିତ ଅର୍ଥ, ନଚେତ୍ ଦେଖାଦେବ ଅର୍ଥାଭାବ

ଭୁବନେଶ୍ବର ୨।୨: ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଅଧିକରୁ ଅଧିକ ଅର୍ଥ ରୋଜଗାର କରିବାକୁ ଚାହିଁଥାନ୍ତି । ଅଧିକ ଅର୍ଥ ଉପାର୍ଜନ କରି ସୁଖ ଶାନ୍ତିରେ ରହିବା ସହିତ ନିଜର ସମସ୍ତ ଆବଶ୍ୟକତା ପୂରଣ କରିବା ପ୍ରତ୍ୟେକ ବ୍ୟକ୍ତିର ଇଚ୍ଛା ରହିଥାଏ । ଏଥିଲାଗି ମନୁଷ୍ୟ ଦିନ ରାତି ପରିଶ୍ରମ କରିଥାଏ । କିଛି ଲୋକ ଅଧିକ ଅର୍ଥ ପାଇବାର ଇଚ୍ଛାକୁ ପୂରଣ କରିବାରେ ସକ୍ଷମ ମଧ୍ୟ ହୋଇଥାନ୍ତି । କିନ୍ତୁ ଟଙ୍କା ରୋଜଗାର କରିସାରିଲା ପରେ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଫି ହ୍ରାସ ନିର୍ଦେଶ ନମାନିଲେ ବେସରକାରୀ ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର ଲାଗି ଉଚ୍ଚ ନ୍ୟାୟାଳୟ ଯିବାକୁ ଓଡ଼ିଶା ଅଭିଭାବକ ମହାସଂଘର ଚେତାବନୀ

କଟକ: କରୋନା ମହାମାରୀରେ ଆର୍ଥିକ ସମସ୍ୟାକୁ ନେଇ ବେସରକାରୀ ସ୍କୁଲରେ ଫି ଆଦାୟକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ରାଜ୍ୟ ସରକାର ପୂର୍ବରୁ ହୋଇଥିବା ଏମ ଓ ୟୁ କୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶନାମା ଜାରି କରି ସାରିଛନ୍ତି। ହେଲେ କଟକରେ ପ୍ରାଇଭେଟ ସ୍କୁଲଗୁଡ଼ିକ ଏହି ନିର୍ଦେଶ କାର୍ଯ୍ୟକାରୀ କରୁନାହାନ୍ତି। ତେଣୁ ଆଜି ଏହି ପରିପ୍ରେକ୍ଷୀରେ ଓଡ଼ିଶା ଅଭିଭାବକ ମହାସଂଘ କଟକ ଗାନ୍ଧୀଭବନ ଠାରେ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ କଟକ ଜିଲ୍ଲାରେ ଯେଉଁ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୨୦୨୧ ୟୁଜିସି ନେଟ୍‌ ପରୀକ୍ଷା: ପରୀକ୍ଷା ତାରିଖ ଘୋଷଣା କଲେ ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୧ ୟୁଜିସି ନେଟ୍‌ ପରୀକ୍ଷା ତାରିଖ ଆଜି ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ଘୋଷଣା କରିଛନ୍ତି। ସେ ନିଜ ଟ୍ଵିଟର ହ୍ୟାଣ୍ଡେଲ ଜରିଆରେ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ଜାତୀୟ ପରୀକ୍ଷା ଏଜେନ୍‌ସି ୨,୩,୪,୫,୬,୭, ୧୦,୧୧,୧୨,୧୪ ଏବଂ ୧୭ ମଇ ୨୦୨୧ରେ ୟୁଜିସି ନେଟ୍‌ ୨୦୨୧ ପରୀକ୍ଷା କରିବ। ଶିକ୍ଷା ମନ୍ତ୍ରୀ କରିଥିବା ଟୁଇଟରେ କହିଛନ୍ତିି, ଜାତୀୟ ପରୀକ୍ଷା ଏଜେନ୍‌ସି ଜୁନିଅର ରିସର୍ଚ୍ଚ ଫେଲୋସିପ୍‌ ଏବଂ ସହକାରୀ ପ୍ରଫେସରଙ୍କ ପାଇଁ ଯୋଗ୍ୟତା ପରୀକ୍ଷା ୨,୩,୪,୫,୬,୭, […]

କଳା ଓ ସଂସ୍କୃତି ଧର୍ମ

ମଙ୍ଗଳବାର ଦିନ ପଞ୍ଚମୁଖୀ ହନୁମାନଙ୍କ ପୂଜା କଲେ ଦୂର ହୁଏ ମାନସିକ ଅଶାନ୍ତି ଓ ଅନ୍ୟ ସମସ୍ୟା

ଭୁବନେଶ୍ୱର ୦୧/୦୨ : ଫେବୃଆରୀ ୨ ତାରିଖ ମଙ୍ଗଳବାର ଦିନ ମାଘ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି। ଏହିଦିନ ହସ୍ତ ନକ୍ଷତ୍ର ରହିବ। ଜ୍ୟୋତିଷଶାସ୍ତ୍ର ଅନୁସାରେ ହସ୍ତ ନକ୍ଷତ୍ର ସ୍ୱାମୀ ଚନ୍ଦ୍ରମା। ଚନ୍ଦ୍ରମାଙ୍କୁ ମନର କାରକ ବୋଲି କୁହାଯାଏ। ପାଞ୍ଜି ଅନୁଯାୟୀ ଚନ୍ଦ୍ରମା ଏହି ଦିନ କନ୍ୟା ରାଶିରେ ଗୋଚର କରିବେ। ଚନ୍ଦ୍ରମା ଅଶୁଭ ଥିଲେ ବ୍ୟକ୍ତିଙ୍କୁ ମାନସିକ ଅଶାନ୍ତି ଦେଇ ଗତି କରିବାକୁ ପଡିଥାଏ। ଫଳରେ ମନରେ ନକାରାତ୍ମକ ଚିନ୍ତାଧାରା ଉତ୍ପନ୍ନ ହୁଏ ସବୁ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆସନ୍ତା ୮ ରୁ ଖୋଲିବ ନବମ ଓ ଏକାଦଶ

ଭୁବନେଶ୍ବର୧/୨: ଫେବୃଆରୀ ମାସର କରୋନା ଗାଇଡ୍‌ଲାଇନ୍‌ ଜାରି ପରେ ଆଜି ରାଜ୍ୟ ସରକାର ନବମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ଘୋଷଣା କରିଛନ୍ତି। କରୋନା ମହାମାରୀ କାରଣରୁ ଦୀର୍ଘ ୯ ମାସ ପରେ ରାଜ୍ୟରେ ପ୍ରଥମ କରି ଦଶମ, ଯୁକ୍ତ ୨ ଦ୍ଵିତୀୟ ବର୍ଷ ଏବଂ ଶେଷ ସେମିଷ୍ଟାର ପାଇଁ ସ୍କୁଲ ଓ କଲେଜ୍ ଖୋଲା ଯାଇଥିଲା। ଏହା ପରେ ସରକାର ପର୍ଯ୍ୟାୟ କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ପ୍ରସ୍ତୁତି କରିଛନ୍ତି। ଏହି କ୍ରମରେ ନବମ […]