ଖେଳ ଦେଶ ବିଦେଶ

ଆଇସିସି ପୁରସ୍କାର ଦୌଡ଼ରେ ପନ୍ତ ଓ ରୁଟ୍

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳିଙ୍କୁ ବର୍ଷିକିଆ ନୁହେଁ, ମାସିକିଆ ପ୍ରଦର୍ଶନ ଭିତ୍ତିରେ ଏବଂ ପ୍ରତ୍ୟେକ ମାସରେ ପୁରସ୍କୃତ କରିବାର ନୂଆ ଧାରା ଆରମ୍ଭ କରିଛି ଆଇସିସି। ଏହି ପୁରସ୍କାରର ଉଦ୍‌ଘାଟନୀ ସଂସ୍କରଣ ଲାଗି ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ଶୃଙ୍ଖଳା ବିଜୟରେ ନିର୍ଣ୍ଣାୟକ ଭୂମିକା ନେଇଥିବା ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କ ସହ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଏବଂ ଆୟର୍ଲାଣ୍ଡର ପଲ୍ ଷ୍ଟର୍ଲିଂ ଦୌଡ଼ରେ ରହିଛନ୍ତି। ମଙ୍ଗଳବାର ଶ୍ରେଷ୍ଠ ପୁରୁଷ ଖେଳାଳି ବର୍ଗ ଲାଗି […]

ଖେଳ ଦେଶ ବିଦେଶ

ପ୍ରଶିକ୍ଷକ ବକ୍ସଟରଙ୍କୁ ବିଦା କଲା ଓଡ଼ିଶା ଏଫ୍‌ସି ବିବାଦୀୟ ମନ୍ତବ୍ୟ ପାଇଁ ହଟହଟା

ଭୁବନେଶ୍ବର : ରାଜ୍ୟର ପ୍ରଥମ ଏବଂ ଏକମାତ୍ର ପେସାଦାର ଫୁଟ୍‌ବଲ୍ ଦଳ ଓଡ଼ିଶା ଏଫ୍‌ସି ମଙ୍ଗଳବାର ତା’ର ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟରଙ୍କୁ ବରଖାସ୍ତ କରିଛି। ସାମ୍ବାଦିକ ସମ୍ମିଳନୀରେ ବିବାଦୀୟ ମନ୍ତବ୍ୟ ଦେବା ହିଁ ତାଙ୍କ ପାଇଁ କାଳ ହୋଇଛି। ସୋମବାର ଗୋଆର ବାମ୍ବୋଲିମଠାରେ ଖେଳିଥିବା ଜାମସେଦପୁର ଏଫ୍‌ସି ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ପରାଜିତ (୦-୧ ଗୋଲ୍‌ରେ) ହେବା ପରେ ରେଫରିଙ୍କ କେତେକ ନିଷ୍ପତ୍ତିରେ ତୀବ୍ର ଅସନ୍ତୋଷ ଜାହିର କରିବା ସହ ସମ୍ଭବତଃ ପେନାଲ୍ଟି ପାଇବା […]

ଖେଳ ଦେଶ ବିଦେଶ

ଭାରତ ବନାମ ଇଂଲଣ୍ଡ : ଶ୍ରେଷ୍ଠ ୫ ସ୍ମରଣୀୟ ଟେଷ୍ଟ୍‌

ଭାରତ ଓ ଇଂଲଣ୍ଡ ମଧ୍ୟରେ କ୍ରିକେଟ୍‌ ପ୍ରତିଦ୍ବନ୍ଦ୍ବିତା ୧୯୩୨ ମସିହାରୁ ଆରମ୍ଭ ହୋଇଛି। ସେତେବେଳେ ସିକେ ନାୟୁଡୁଙ୍କ ନେତୃତ୍ତ୍ବାଧୀନ ଏକ ଭାରତୀୟ ଦଳ ଗୋଟିଏ ମାତ୍ର ଟେଷ୍ଟ୍‌ ଖେଳିବାକୁ ଇଂଲଣ୍ଡ ଗସ୍ତ କରିଥିଲା। ଆଉ ସେହି ଟେଷ୍ଟ୍‌ରେ ହିଁ ଭାରତ ୧୫୮ ରନ୍‌ରେ ପରାଜୟ ବରଣ କରିଥିଲା। ଅନୁରୂପ ଭାବେ ଭାରତକୁ ଇଂଲଣ୍ଡ ପ୍ରଥମ ଅଫିସିଆଲ ଗସ୍ତ ୧୯୩୩/୩୪ରେ କରିଥିଲା। ସେହି ଗସ୍ତରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ଭ୍ରମଣକାରୀ ଦଳ ୨-୦ରେ ଜିତି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ଭାରତରେ ୧୧,୦୩୯ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ୧୦.୭୭ ନିୟୁତ ଟପିଲା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୧,୦୩୯ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ସମୁଦାୟ ସଂକ୍ରମଣ ଚିହ୍ନଟସଂଖ୍ୟା ୧୦.୭୭ ନିୟୁତ ଟପିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୧,୦୩୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୧୦ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୭,୭୭,୨୮୪ରେ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆଜି ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ମାଘ କୃଷ୍ଣ ପକ୍ଷ ପଞ୍ଚମୀ ତିଥି (ବୁଧବାର)ରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ସିଂହାର ଅନୁଷ୍ଠିତ ହେବ। ତେଣୁ ଭକ୍ତମାନେ ଆପାତତଃ ଅପରାହ୍‌ଣ ୪ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ନାହିଁ। ଦତ୍ତ ମହାପାତ୍ର ସେବକଙ୍କ ଦ୍ବାରା ଏହି ଗୁପ୍ତ ନୀତି ସମ୍ପାଦନ କରାଯାଉଥିବା ବେଳେ ପ୍ରାୟ ୪ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ମିଳିବ ନାହିଁ। ପ୍ରତିମାସରେ ଏହା ହାରାହାରି ୨ ଥର କରାଯାଉଥିବା ବ‌େଳେ ଦତ୍ତ ମହାପାତ୍ର ରତ୍ନ […]

ଦେଶ ବିଦେଶ ପର୍ଯ୍ୟଟନ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଗୋପାଳପୁର : ପର୍ଯ୍ୟଟକଙ୍କ ସୁରକ୍ଷାକୁ ଅଣଦେଖା ବିସ୍ତୀର୍ଣ୍ଣ ବେଳାଭୂମିରେ ଜଣେ ମାତ୍ର ଲାଇଫଗାର୍ଡ଼, ୫ବର୍ଷରେ ସମୁଦ୍ରରେ ବୁଡ଼ି ଗଲାଣି ୧୪ଜଣଙ୍କ ଜୀବନ

ଗୋପାଳପୁର : ଗୋପାଳପୁର ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପାନ୍ଥନିବାସ ଠାରୁ ହରିପୁର ମୁହାଣ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିମି ବିସ୍ତୀର୍ଣ୍ଣ ବେଳାଭୂମି ଆକର୍ଷିତ କରୁଛି ପର୍ଯ୍ୟଟକଙ୍କୁ। ସମୁଦ୍ର ସ୍ନାନ ସହ ବେଳାଭୂମିର ସୁନ୍ଦର ପ୍ରାକୃତିକ ପରିବେଶରେ ସମୟ ଅତିବାହିତ କରିବା ପାଇଁ ପ୍ରତିଦିନ ଶହଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। କେବଳ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ନୁହେଁ ବରଂ ଦେଶବିଦେଶରୁ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ହେଉଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ଫାଣ୍ଡି ସ୍ଥାପନ […]

ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଏଣିକା ଆଗଧାଡ଼ିର ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକାକରଣ

ଭୁବନେଶ୍ବର: ଏଣିକି ଅଫିସରେ ଦିଆଯିବ କୋରନା ଟିକା। ଆଗଧାଡ଼ିର ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ ଅଫିସରେ ଟିକା ରୁମ୍‌ କରାଯାଇ ଟିକାକରଣ ହେବ। ତେବେ ଜାଣିବାକୁ ମିଳିଛି ଯେ ଏହି ଟିକା ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ, ରାଜସ୍ୱ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଦିଆଯିବ। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧ ଲକ୍ଷ ୯୨ ହଜାର ଡାଟାବେସ ପ୍ରସ୍ତୁତ ହୋଇସାରିଛି। ଏହି ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ୬ ତାରିଖରୁ ଆରମ୍ଭ ହେବକୁ ଯାଉଛି। ତେବେ ୩ […]

କଳା ଓ ସଂସ୍କୃତି ଦେଶ ବିଦେଶ ପର୍ଯ୍ୟଟନ ରାଜନୀତି ରାଜ୍ୟ

ବରଗଡ଼ ଗସ୍ତରେ ୫-ଟି ସଚିବ, ନୃସିଂହନାଥ ମନ୍ଦିର ପରିଦର୍ଶନ ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା

ପଦ୍ମପୁର ୦୩।୦୨: ବରଗଡ଼ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ । ଗସ୍ତ ସମୟରେ ପାଇକମାଲର ନୃସିଂହନାଥ ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସକାଳ ୧୦ଟା ସମୟରେ ୫-ଟି ସଚିବ ସତିଭଟା ଏୟାରଷ୍ଟ୍ରିପରେ ପହଞ୍ଚିବେ ପରେ ସଟିଭଟାରୁ ପଦ୍ମପୁର ପାଇକମାଲ ରାସ୍ତା ଦେଇ ନୃସିଂହନାଥ ମନ୍ଦିର ଗସ୍ତ କରିଥିଲେ । ତେବେ ଏହି ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବଙ୍କ ସହ ୫-ଟି ସଚିବ, ଜଳ ସମ୍ପଦ ସଚିବ ଅନୁ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସରକାରୀ ଅଫିସରେ ଦିଆଯିବ କରୋନା ଭାକ୍‌ସିନ୍‌, ୬ରୁ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର ୦୩।୦୨: ସରକାରୀ ଅଫିସରେ ଦିଆଯିବ କରୋନା ଟିକା । ପ୍ରଥମେ ଆଗଧାଡିରେ ଯୋଦ୍ଧାଙ୍କୁ ଦିଆଯିବା । ଏଥିଲାଗି ବିଭିନ୍ନ ଅଫିସରେ ଟୀକା ରୁମ୍‌ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ, ରାଜସ୍ୱ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଦିଆଯିବ ଟିକା । ଏଥିଲାଗି ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୯୨ହଜାର ଡାଚା ବେସ୍‌ ପ୍ରସ୍ତୁତ ହୋଇସାଇଛି । ଏହି ଟିକାକରଣ କାର୍ଯ୍ୟ ଆସନ୍ତା ୬ତାରିଖରୁ ଆରମ୍ଭ ହେବ । ତିନି ସପ୍ତାହ ମଧ୍ୟରେ […]

ଦେଶ ବିଦେଶ ମନୋରଞ୍ଜନ

ଭାଇଭଉଣୀଙ୍କ ପାଇଁ କଙ୍ଗନାଙ୍କ ଅପାର ସ୍ନେହ: ଚଣ୍ଡୀଗଡ଼ରେ ୪ ଭାଇଭଉଣୀଙ୍କ ପାଇଁ କିଣିଲେ ୪ଟି ଫ୍ଲାଟ୍

ଚଣ୍ଡୀଗଡ଼ ୦୨/୦୨ : ଗତ କିଛି ମାସ ହେଲା ନିଜ ଫିଲ୍ମରୁ ଅଧିକ ନିଜ ବୟାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ପଙ୍ଗା ଗାର୍ଲ କଙ୍ଗନା ରଣାୱତ। ଜଣେ ଭଲ ଭଉଣୀ ହେବାର ସବୁ ଦାୟିତ୍ୱ ବହନ କରିଛନ୍ତି କଙ୍ଗନା। ନିକଟରେ ସେ ଚଣ୍ଡୀଗଡ଼ରେ ନିଜ ୪ ଭାଇ-ଭଉଣୀଙ୍କୁ ଫ୍ଲାଟ ଉପହାର କରିଛନ୍ତି। ଭଉଣୀ ରଙ୍ଗୋଲି, ଭାଇ ଅକ୍ଷତ ଓ ଆଉ ଦୁଇ ସମ୍ପର୍କୀୟ ଭାଇଭଉଣୀଙ୍କୁ ଫ୍ଲାଟ ଉପହାର କରିଛନ୍ତି। ଏଥିପାଇଁ ସେ ୪ କୋଟି ଟଙ୍କା ଖର୍ଚ୍ଚ […]