କଳା ଓ ସଂସ୍କୃତି ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କହିଲେ ‘ଶ୍ରୀଜଗନ୍ନାଥଙ୍କ ବିକାଶ କାର୍ଯ୍ୟକୁ କେହି ରୋକି ପାରିବେନି’

ପୁରୀ ୮।୨: ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ।ଶ୍ରୀଜିଉଙ୍କୁ ଦର୍ଶନ କରିସାରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ୍ ମହାମାରୀ ପରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲି । ଶ୍ରୀମନ୍ଦିର ବିକାଶରେ ଜଡିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ପୁରୀରେ କେନ୍ଦ୍ରକୁ କଡା ସନ୍ଦେଶ ଦେଇଛନ୍ତି ନବୀନ । […]

ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବୈଜ୍ଞାନିକ ପ୍ରସ୍ତୁତ କଲେ ପାଳଙ୍ଗ ଯାହା ପଠାଇବ ଇ-ମେଲ୍, ବିସ୍ଫୋରକ ପଦାର୍ଥ ଶୁଙ୍ଘିବାରେ ସକ୍ଷମ

ଭୁବନେଶ୍ୱର ୦୩/୦୨ : ଶୀତ ଋତୁରେ ମିଳୁଥିବା ପାଳଙ୍ଗ ଶାଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର। ଏହାକୁ ଆପଣ ଦୈନନ୍ଦିନ ଆହାରରେ ସାମିଲ କରିପାରିବେ। ପାଳଙ୍ଗରେ ଭିଟାମିନ-ସି, ଖଣିଜ, ମାଙ୍ଗାନିଜ, ଫାଇବର, ମ୍ୟାଗନେସିୟମ ଆଦି ଭରପୁର ମାତ୍ରାରେ ରହିଛି। ପାଳଙ୍ଗ ଶାଗ ହାଡ ମଜବୁତ କରିଥାଏ। ପାଳଙ୍ଗ ଶାଗ ସେବନ ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ବୈଜ୍ଞାନିକ ପାଳଙ୍ଗରୁ ଏକ ନୂଆ କାମ ଖୋଜିଛନ୍ତି। ଆପଣ ବିଶ୍ୱାସ କରିବେନି କିନ୍ତୁ (MIT) ବୈଜ୍ଞାନିକ ପାଳଙ୍ଗ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଖାଆନ୍ତୁ ସପେଟା, ସ୍ବାସ୍ଥ୍ୟ ପାଇଁ ହିତକର

ଭୁବନେଶ୍ୱର ୦୪/୦୨ : ସପେଟା, ଏକ ସ୍ୱାଦିଷ୍ଟ ଏବଂ ଭିଟାମିନ୍‌ରେ ଭରପୁର ଫଳ । ଏକ୍ସପର୍ଟଙ୍କ ଅନୁସାରେ, ପ୍ରତ୍ୟେକ ଦିନ ଗୋଟିଏ ସପେଟା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାଏ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ଭାଇରଲ, ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥିବାରୁ ଏହାକୁ ଖାଇବା ଦ୍ୱାରା ମାଂସପେଶୀ ଏବଂ ହାଡ ମଜବୁତ ହେବା ସହିତ କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମ୍ ରହିଥାଏ […]

ଲାଇଫ୍ ଷ୍ଟାଇଲ

ବାସ୍ତୁ ଦୋଷର କାରଣ ବାଲକୋନୀ ନୁହେଁ ତ ? ଜାଣନ୍ତୁ କିଛି ଜରୁରୀ ନିୟମ

ଭୁବନେଶ୍ୱର ୦୪/୦୧ : ଗୃହର ସବୁ ବିଭାଗ ସହିତ ବାଲକୋନୀର ମଧ୍ୟ ବିଶେଷ ମହତ୍ତ୍ବ ରହିଥାଏ । ବିଶେଷକରି ଗୃହରେ ରହୁଥିବା ସଦସ୍ୟ ମାନଙ୍କ ପାଇଁ ବାଲକୋନୀ ଏକ ଏମିତି ଜାଗା ଯେଉଁଠାରେ ସେମାନେ ଶୁଦ୍ଧ ଏବଂ ସତେଜ ପବନର ଆନନ୍ଦ ନେଇଥାନ୍ତି । ଏମିତିରେ ଅନେକ ଲୋକ ବାଲକୋନୀରେ ଚା କିମ୍ବା କଫି ପିଇ ନିଜ ଦିନର ଆରମ୍ଭ କରିଥାନ୍ତି । ସେଥିଲାଗି ଘରର ସବୁ କୋଣ ସହିତ ବାଲକୋନୀର ବାସ୍ତୁ ମଧ୍ୟ ଠିକ ହେବା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମିଳିଲା ନୂଆ ଜୀବନ ! ଡାକ୍ତର ଯୁବକଙ୍କ ଶରୀରରେ ପ୍ରତିରୋପଣ କଲେ ଅନ୍ୟ ଜଣକଙ୍କ ହାତ ଓ ମୁହଁ

ନୂଆଦିଲ୍ଲୀ: ଆମେରିକୀୟ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ବ୍ୟବସ୍ଥାକୁ ପରିଚାଳନା କରୁଥିବା ସଂସ୍ଥା ୟୁନାଇଟେଡ଼ ନେଟୱାର୍କ ଫର ଅର୍ଗାନ ସେୟାରିଂ ଅନୁସାରେ ଦୁନିଆରେ ସର୍ଜନ ଏଯାବତ ପାଖାପାଖି ୧୮ଜଣଙ୍କ ମୁହଁ ଓ ୩୫ଟି ହାତ ପ୍ରତିରୋପଣ କରିସାରିଛନ୍ତି। କିନ୍ତୁ ଏକାଥରେ ମୁହଁ ଓ ଦୁଇଟି ହାତ ପ୍ରତିରୋପଣ କରିବା ଘଟଣା କମ ରହିଥିବା ବେଳେ ନିକଟରେ ଜଣେ ଯୁବକଙ୍କ ଏଭଳି ପ୍ରତିରୋପଣ ସଫଳ ହୋଇଛି। ଆମେରିକାରେ ରହୁଥିବା ୨୨ ବର୍ଷୀୟ ଜୋ ଡିମିୟୋ ୨୦୧୮ରେ ଏକ ଡ୍ରଗ୍ କମ୍ପାନିର ପ୍ରଡକ୍ଟ […]

ଦେଶ ବିଦେଶ ମନୋରଞ୍ଜନ

ଅନ୍ୟକୁ ହସେଇ ହସେଇ ବେଦମ କରୁଥିବା ରାକ୍ଷୀ ନି‌ଜେ କାନ୍ଦି ପକାଇଲେ, ଉଦାସ ହୋଇଗଲା ପୂରା ମାହୋ‌ଲ୍‌

ମୁମ୍ବାଇ: ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତ ଦେଶର ସବୁଠାରୁ ବଡ଼ ରିୟାଲିଟି ସୋ’ ବିଗ୍‌ବସ୍‌-୧୪ରେ ନଜର ଆସି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରାଇଛନ୍ତି। ଏପରିକି ତାଙ୍କୁ ଗୃହର ଏଣ୍ଟର୍‌ଟନ୍‌ର ଟ୍ୟାଗ୍‌ ମଧ୍ୟ ପ୍ରଦାନ କରାଯାଇଛି। ଗତ ରାତିରେ ରାକ୍ଷୀ ହାଉସ୍‌ର ଆଉ ଜଣେ ପ୍ରତିଯୋଗୀଙ୍କ ସହ ଏକ ପ୍ରସଂଗକୁ ନେଇ କଥା ହେବା ବେଳେ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି। ସେ ତାଙ୍କର ଏକ କଳା ଅତୀତ ବିଷୟ‌ରେ ପ୍ରକାଶ କରିଛନ୍ତି। ରାକ୍ଷୀଙ୍କ କହିବା କଥା ହେଲା […]

ଦେଶ ବିଦେଶ ମନୋରଞ୍ଜନ

ଲଣ୍ଡା ହେ‌ବେ ଅଜୟ!

ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍ ଚଳଚ୍ଚିତ୍ର ‘ଚାଣକ୍ୟ’ ପାଇଁ ଲଣ୍ଡା ହେବେ। ଚଳଚ୍ଚିତ୍ର ନିର୍ମାତା ନିରଜ ପାଣ୍ଡେଙ୍କ ୨୦୧୮ ମସିହାର ଏହି ପ୍ରକଳ୍ପରେ ସେ ଅଜୟଙ୍କୁ ଚାଣକ୍ୟ ଭୂମିକା ପାଇଁ ବାଛିଛନ୍ତି। ଫଳରେ ଅଜୟ ଚାଣକ୍ୟ ଚରିତ୍ର ପାଇଁ ନିଜ ଚୁଟି ହରାଇବେ ବୋଲି କୁହାଯାଉଛି। ଚଳିତବର୍ଷ ଶେଷ ଆଡ଼କୁ ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି। ତେବେ ଗଣମାଧ୍ୟମରେ ଏକ ସାକ୍ଷାତକାର ଦେଇ ନିରଜ କହିଛନ୍ତି, ବର୍ତ୍ତମାନ ଚଳଚ୍ଚିତ୍ରରେ ଉନ୍ନତମାନର ଭିଏଫ୍‌ଏକ୍ସ ବ୍ୟବହାର ହେଉଛି। ତେଣୁ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପାଖ ଲୋକଙ୍କ ସହିତ ସମ୍ବନ୍ଧ ସୁଧାରିବାକୁ ଚେଷ୍ଟା କରିବେ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବେ। ଗ୍ରହରତ୍ନ ବ୍ୟବସାୟୀଙ୍କୁ ଲାଭ ମିଳିବ। ବୃଷ: ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। କୌଣସି କ˚ପାନିରେ ଚାକିରି ଲାଗି ଫୋନ୍‌ ଆସିବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ମିଥୁନ: ବ୍ୟବସାୟ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ରାଜନୀତିକ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ। କର୍କଟ: ଜୀବନରେ କିଛି ନୂଆ ପରିବର୍ତ୍ତନର […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜୋର୍ ଧରିଲା ସହିଦ ବାଜି ରାଉତଙ୍କୁ ଭାରତ ରତ୍ନ ଦାବି : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଢେଙ୍କାନାଳ,୦୪/୦୨: ଦେଶର ସର୍ବ କନିଷ୍ଠ ସହିଦ ହେଉଛନ୍ତି ବୀର ବାଜି ରାଉତ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନିଳକଣ୍ଠପୁର ଗ୍ରାମରେ ତାଙ୍କର ଜନ୍ମ । ଢେଙ୍କାନାଳ ଗଡଜାତ ଅଧିନସ୍ଥ ପ୍ରଜା ଆନ୍ଦୋଳନର ରକ୍ତିମ ସ୍ଥାନ ହେଉଛି ନିଳକଣ୍ଠପୁର ଗ୍ରାମ । ଯେଉଁ ଗ୍ରାମର ୧୨ ବର୍ଷର ବାଳକ ବାଜି ରାଉତ ଇଂରେଜମାନଙ୍କ ବନ୍ଧୁକ ଗୁଳିରେ ପ୍ରାଣ ବିସର୍ଜନ କରିଥିଲେ । ସେହି ବୀର ସହିଦଙ୍କୁ ଭାରତରତ୍ନ ସମ୍ମାନରେ ମରଣୋତର ଭାବରେ ସମ୍ମାନିତ କରିବା ନିମନ୍ତେ […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୮ ଜିଲ୍ଲାକୁ ଥରାଇବ ଶୀତ ଲହରୀ

ଭୁବନେଶ୍ୱର: ରାଜ୍ୟରେ ଗତ ୩ ଦିନ ଧରି ଜାରି ରହିଥିବା ଶୀତ ଲହରୀ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ। ସଂପ୍ରତି ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଶୁଷ୍କ ଓ ଥଣ୍ଡା ପବନ ପ୍ରବାହିତ ହେଉଥିବା କାରଣରୁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଫଳରେ ଗତ ୩ ଦିନ ହେଲା ରାଜ୍ୟରେ ଶୀତ ପ୍ରକୋପ ବଢ଼ିବା ସହ ଅନେକ ସ୍ଥାନରେ ପାରଦ ୧୦ ଡିଗ୍ରି ତଳକୁ ଖସି ଯାଇଛି। ଫୁଲବାଣୀର ରାତ୍ରି […]