ଦିଲ୍ଲୀ ହିଂସା ମାମଲାରେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗିରଫ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ପ୍ରତିବାଦକାରୀ କୃଷକମାନଙ୍କୁ ଲାଲ୍କିଲାରେ ପ୍ରବେଶ ଲାଗି ଉସ୍କାଇଥିବା ଅଭିଯୁକ୍ତ ପଞ୍ଜାବୀ ଅଭିନେତା-ସାମାଜିକକର୍ମୀ ଦୀପ ସିଦ୍ଧୁ ଗିରଫ ହୋଇଛନ୍ତି। ଦିଲ୍ଳୀ ପୁଲିସ୍ ଏକ ଟ୍ବିଟ୍ କରି ଏହି ସୂଚନା ପ୍ରଦାନ କରିଛି। ପୂର୍ବରୁ ତାଙ୍କ ଗିରଫଦାରି ଲାଗି ଦିଲ୍ଲୀ ପୁଲିସ ନଗଦ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଏହି ସମୟରେ ସଂଗଠିତ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା କଥା କୁହାଯାଉଥିବା ଅନ୍ୟ ୪ଜଣଙ୍କ ଗିରଫଦାରି ଲାଗି ମଧ୍ୟ ଆହୁରି ୫୦ ହଜାର ଟଙ୍କାର […]