ପୁଣି ଥରେ ଆଗରେ ଦୀପିକା, ହାସଲ କଲେ ‘ମୋଷ୍ଟ ଭାଲ୍ୟୁଡ୍ ସେଲେବ’ର ମାନ୍ୟତା
ମୁମ୍ବାଇ ୧୦।୨: ଡ଼ଫ୍ ଆଣ୍ଡ ଫେଲପ୍ସ ଦ୍ବାରା ହେଉଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭ୍ୟାଲୁଏସନ୍ ଷ୍ଟଡି ୨୦୨୦’ରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ୍ ସେଲେବ’ ର ମାନ୍ୟତା ହାସଲ କରିଛନ୍ତି । ଦୀପିକା ବାରମ୍ବାର ବ୍ରାଣ୍ଡର ପସନ୍ଦର ଅଭିନେତ୍ରୀ ରହିଛନ୍ତି ଏବଂ ପର୍ଯ୍ୟାୟକ୍ରମେ ହିଟସ୍ ଦେଇଚାଲିଛନ୍ତି । ଏହି କାରଣରୁ ଦୀପିକାଙ୍କୁ ବଲିଉଡ କୁଇନ୍ କୁହାଯାଏ । ଦୀପିକା ‘ମୋଷ୍ଟ ଭାଲ୍ୟୁଡ୍ ଫିମେଲ ସେଲେବ’ ରେ ପ୍ରଥମ ସ୍ଥାନରେ ରହିବା ସହିତ ଅନେକ […]