ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ଇଂଲଣ୍ଡକୁ ଝଟକା, ବାଦ୍ ପଡିଲେ ଜୋଫ୍ରା ଆର୍ଚର
ଚେନ୍ନାଇ, ୧୨/୦୨: ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡିଛନ୍ତି । ଏନେଇ ବୁଧବାର ଇଂଲଲଣ୍ଡ ଓ ଓ୍ୱେଲସ୍ କ୍ରିକେଟ ବୋର୍ଡ ସୂଚନା ଦେଇଛି । ଡାହାଣ ହାତ କହୁଣୀରେ ଲାଗିଥିବା ଆଘାତ ପାଇଁ ସେ ମ୍ୟାଚ୍ ଖେଳିପାରିବେ ନାହିଁ । ବାରବାଡୋସରେ ଜନ୍ମ ହୋଇଥିବା ଏହି ଖେଳାଳିଙ୍କୁ ଇଂଲଣ୍ଡ ରୋଟେସନ୍ ନୀତି ଆଧାରରେ ସିରିଜରେ ବିଶ୍ରାମ ଦିଆଯିବା ନେଇ ସମ୍ଭାବନା ରହିଥିଲା । ଇସିବି କହିଛି ଯେ, ଜୋଫ୍ରା […]