ଚର୍ଚ୍ଚାରେ ଦୀପିକାଙ୍କ ୨୫ ହଜାର ଟଙ୍କାର ମାସ୍କ
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି। ଏହାବ୍ୟତୀତ ତାଙ୍କ ଫ୍ୟାସନ୍, ଲୁକ୍ ଓ ଷ୍ଟାଇଲ୍ ମଧ୍ୟ ଅନ୍ୟ କଳାକାରଙ୍କଠାରୁ ଭିନ୍ନ ହୋଇଥିବାରୁ ସେ ସର୍ବଦା ଚର୍ଚ୍ଚାର ପରିଧିରେ ରୁହନ୍ତି। କିନ୍ତୁ ଏବେ ଦୀପିକାଙ୍କ କଳା ରଙ୍ଗର ମାସ୍କ୍ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡିଂ କରୁଛି। ଦୀପିକାଙ୍କ ମାସ୍କର ମୂଲ୍ୟ ପ୍ରାୟ ୨୫ ହଜାର ଟଙ୍କା ହେବ ବୋଲି କୁହାଯାଉଛି। କଳା ମାସ୍କ ସାଙ୍ଗକୁ କଳା ରଙ୍ଗର ଡ୍ରେସ୍ର ଆଉଟ୍ଫିଟ୍ରେ […]