ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ : ରୋହିତ ଶର୍ମାଙ୍କ ଦମଦାର ୧୬୧, ରାହାଣେଙ୍କ ଅର୍ଦ୍ଧଶତକ, ମଜଭୁତ ସ୍ଥିତିରେ ଭାରତ
ଚେନ୍ନାଇ ୧୩/୦୨ : ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ରନ୍ ବର୍ଷା ଦେଖିବାକୁ ମିଳିଛି । ରୋହିତ ଶର୍ମାଙ୍କ ଦମଦାର ୧୬୧ ରନ୍ ବଳରେ ମଜଭୁତ ସ୍ଥିିତିରେ ଟିମ୍ ଇଣ୍ଡିଆ । ରୋହିତ ମୋଟ ୨୩୧ ବଲ ଖେଳି ୧୮ଟି ଚୌକା ଏବଂ ୨ଟି ଛକା ସହାୟତାରେ ୧୬୧ ରନ୍ କରି ଆଉଟ ହୋଇଛନ୍ତି । ଏହା ସହିତ ରୋହିତ ଶର୍ମାଙ୍କୁ ଭରପୁର […]