ଖେଳ ଦେଶ ବିଦେଶ ମନୋରଞ୍ଜନ

ରୋହିତଙ୍କ ଶତକରେ ଭାଲେଣ୍ଟାଇନ୍ସ ଡେ’ ସଂଯୋଗ

ଶନିବାର ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଶତକର ସାକ୍ଷୀ ପାଲଟିଥିଲେ ପତ୍ନୀ ରିତିକା‌। ଇଂଲଣ୍ଡ ବୋଲରଙ୍କୁ ରୋହିତ ପଡ଼ିଆର ଚତୁଃପାର୍ଶ୍ବକୁ ଧୂଲେଇ କରୁଥିଲା ବେଳେ ଦର୍ଶକ ଷ୍ଟାଣ୍ଡରେ ବସି ରିତିକା ତାଙ୍କୁ ଉତ୍ସାହିତ କରୁଥିଲେ। ଏହି ଶତକ ଭିତରେ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଦଳ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସର ସଂଯୋଗ ଖୋଜି ନେଇଥିଲା। ପ୍ରେମ ଦିବସର ଠିକ୍ ପୂର୍ବଦିନ ଶତକ ମାରି ରୋହିତ ରିତିକାଙ୍କୁ ନିଆରା ଉପହାର ଦେଇଥିଲେ ବୋଲି ଦଳ ଟ୍ବିଟ୍ […]

ଖେଳ ଦେଶ ବିଦେଶ

ରୋହିତ ଶତକରେ ୩୦୦/୬ କୋହଲିଙ୍କୁ ‘ଶୂନ’ରେ ଆଉଟ୍ କରିବାରେ ମୋଇନ ପ୍ରଥମ ସ୍ପିନର

ଚେନ୍ନାଇ: ପ୍ରଥମ ବଲ୍‌ରୁ ଟର୍ନ ଓ ବାଉନ୍ସ ‌ଦେଇଥିବା ଆହ୍ବାନପୂର୍ଣ୍ଣ ଚେପକ୍‌ ପିଚ୍‌ରେ ରୋହିତ ଶର୍ମାଙ୍କ ଲଢ଼ୁଆ ତଥା ଦର୍ଶନୀୟ ୧୬୧ ରନ୍ ବଳରେ ଶନିବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦିନରେ ୬ ୱିକେଟ୍ ବିନିମୟରେ ୩୦୦ ରନ୍ କରି ନେଇଛି ଭାରତ। ଖାତା ଖୋଲିବା ପୂର୍ବରୁ ଯୁବ ତାରକା ଶୁବମନ ଗିଲ୍ ଏବଂ କିଛି ସମୟ ପରେ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା (୨୧) ଓ ଅଧିନାୟକ ବିରାଟ କୋହଲି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨,୧୯୪ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ସମୁଦାୟ ଆକ୍ରାନ୍ତସଂଖ୍ୟା ୧୦.୯ ନିୟୁତ ଟପିଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୨,୧୯୪ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦.୯ ନିୟୁତ ଟପିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୧୯୪ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୯୨ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୯,୦୪,୯୪୦ରେ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯ କୋଭିଡ୍ ପଜିଟିଭ୍, ୩୩୬୧୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୧୩।୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୧୦୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ […]

କଳା ଓ ସଂସ୍କୃତି ଧର୍ମ

ଗୁପ୍ତ ନବରାତ୍ରିରେ ଏହି ୧୦ ମହାବିଦ୍ୟା ପୂଜା କରିବା ଦ୍ୱାରା ପୂରଣ ହୋଇଥାଏ ସବୁ କାମ, ସିଦ୍ଧ ହୁଏ ସାଧକଙ୍କ ସବୁ କାମ

ଭୁବନେଶ୍ୱର ୧୩/୦୨ : ଫେବୃଆରୀ ୧୨ ତାରିଖ ଶୁକ୍ରବାର ଠାରୁ ଗୁପ୍ତ ନବରାତ୍ରି ଆରମ୍ଭ ହୋଇଛି। ଗୁପ୍ତ ନବରାତ୍ରି ସମୟରେ ତନ୍ତ୍ର ମନ୍ତ୍ର ସିଦ୍ଧି କରାଯାଇଥାଏ। ସେଥିପାଇଁ ଏହାକୁ ଗୁପ୍ତ ନବରାତ୍ରି କୁହାଯାଏ। ପୌରାଣିକ କଥା ଅନୁଯାୟୀ, ଗୁପ୍ତ ନବରାତ୍ରିରେ ଗୁପ୍ତ ତରିକାରେ ୧୦ ମହାବିଦ୍ୟା ପୂଜା କରାଯାଇଥାଏ। ଯେତେ ଗୁପ୍ତ ତରିକାରେ ପୂଜା କରାଯାଏ ଫଳ ମଧ୍ୟ ସେତିକି ପ୍ରଭାବୀ ହୋଇଥାଏ। ଏହି ମହାବିଦ୍ୟା ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ କରିଥାଏ। ପଢନ୍ତୁ କଣ ସେହି […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ରୋଷେଇ ଟିପ୍ସ: ଏହି ୬ ଖାଦ୍ୟକୁ ଗରମ କରି ଖାଇବା ଶରୀର ପାଇଁ କ୍ଷତିକାରକ

ଭୁବନେଶ୍ବର ୧୨/୦୨: ବ୍ୟସ୍ତବହୁଳ ଜୀବନରେ ଲୋକେ ଦୁଇ ମିନିଟ୍‌ରେ ନୋଡଲ୍‌ ଖାଇବାକୁ ପସନ୍ଦ କରୁଛନ୍ତି। କେହି କେହି ଗୋଟିଏ ଥର ରୋଷେଇ କରି ଫ୍ରିଜ୍‌ରେ ରଖିଦେଉଛନ୍ତି। ରଖାଯାଇଥିବା ଖାଦ୍ୟକୁ ହାଲକା ଗରମ କରି ଦୁଇରୁ ତିନି ଥର ଖାଉଛନ୍ତି । ମଣିଷ ଏତେ ବ୍ୟସ୍ତ ​‌ଯେ ଭଲରେ ଗଣ୍ଡେ ରୋଷେଇ କରିବାକୁ ସମୟ ହିଁ ପାଉନି। କିନ୍ତୁ ଏହା ହିଁ କୌଣସି ବଡ଼ ରୋଗର କାରଣ ସାଜିପାରେ। ଏମିତି କିଛି ଖାଦ୍ୟ ଅଛି ଯାହାକୁ ପୁଣି ଥରେ […]

ଖେଳ ଦେଶ ବିଦେଶ

ଦ୍ୱିତୀୟ ଟେଷ୍ଟ୍ : ପ୍ରଥମ ଇନିଂସରେ ଭାରତ ୩୨୯ରେ ଅଲଆଉଟ୍

ଚେନ୍ନାଇ, ୧୪।୦୨: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ ସେନା ୩୨୯ରେ ଅଲଆଉଟ୍ ହୋଇଛି । ଓପନର ରୋହିତ ଶର୍ମାଙ୍କ ଦମଦାର ଶତକ ସହ ଆଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତଙ୍କ ଅର୍ଧଶତକ ବଳରେ ଭାରତ ୩୨୯ ରନ୍ କରିପାରିଥିଲା । ଦ୍ୱିତୀୟ ଟେଷ୍ଟରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଦିନରେ ଦଳର ଓପନର ଶୁଭମନ ଗିଲ୍ କୌଣସି ରନ୍ ନକରି ପ୍ୟାଭିଲିୟନ ଫେରିଥିଲେ । […]

ଦେଶ ବିଦେଶ ମନୋରଞ୍ଜନ

ବାହାହେବେ ଦିୟା: ୧୫ ତାରିଖରେ ବ୍ୟବସାୟୀ ବୈଭବ ରେଖିଙ୍କ ସହ ପଡିବ ହାତଗଣ୍ଠି

ମୁମ୍ବାଇ ୧୩/୦୨ : ବଲିଉଡରୁ ଗତ କିଛି ଦିନ ହେଲା ଖୁସି ଖବର ଆସୁଛି। କିଛି ଦିନ ପୂର୍ବରୁ ଅନୁଷ୍କା ଶର୍ମା ମା ହେବାଠାରୁ ବରୁଣ ଧୱନଙ୍କ ବିବାହ ଯାଏଁ ଅନେକ ଖୁସି ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଅଭିନେତ୍ରୀ ଦିୟା ମିର୍ଜାଙ୍କୁ ନେଇ ଖୁସି ଖବର ଆସିଛି। ଦିୟା ମିର୍ଜା କଥିତ ଭାବେ ବ୍ୟବସାୟୀ ବୈଭବ ରେଖିଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆଗାମୀ ୧୫ ତାରିଖ ଅର୍ଥାତ ଫେବୃଆରୀ ୧୫ ତାରିଖରେ ବୈଭବଙ୍କ ସହ ବିବାହ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କ୍ୟାନ୍ସର ରୋଗୀ ଏହିସବୁ ଜିନିଷ ସେବନ କରିବା ଅନୁଚିତ: ହୋଇଥାଏ ଅଧିକ ସମସ୍ୟା

ଭୁବନେଶ୍ୱର ୧୧/୦୨ : ଆଜିକାଲି ଜୀବନଶୈଳୀ ଯୋଗୁଁ ଲୋକଙ୍କ ମଧ୍ୟରେ ନାନା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି। ଆଜିକା ସମୟରେ କ୍ୟାନ୍ସର ଏକ ସାଧାରଣ ରୋଗ ହୋଇଗଲାଣି। ଅନେକ ଲୋକ କ୍ୟାନ୍ସରରେ ପ୍ରାଣ ହରାଉଛନ୍ତି। କ୍ୟାନ୍ସର ଭଳି ଭୟାବହ ରୋଗ ଯେମିତି ନ ହୁଏ ସେଥିପାଇଁ ପୂର୍ବରୁ ସଚେତନ ରହିବ ନିହାତି ଆବଶ୍ୟକ। କ୍ୟାନ୍ସର ଭଳି ରୋଗରୁ ଦୁରେଇ ରହିବାକୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡିବ। ବିଶେଷ କରି ନିଜ ଖାଦ୍ୟପେୟ ପ୍ରତି ଅଧିକ […]

ଖେଳ ଦେଶ ବିଦେଶ

ଦ୍ୱିତୀୟ ଟେଷ୍ଟ : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ୩ଟି ପରିବର୍ତ୍ତନ ସହ ଖେଳୁଛି ବିରାଟ ସେନା

ଚେନ୍ନାଇ,୧୩/୦୨: ଭାରତ-ଇଂଲଣ୍ଡ ମଧ୍ୟରେ ଶନିବାରଠୁ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ । ଚେନ୍ନାଇରେ ଏହି ମ୍ୟାଚ୍ ଖେଳାଯାଉଛି । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ । ଦଳର ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଦଳରେ ଦ୍ୱିତୀୟ ଟେଷ୍ଟ ପାଇଁ ତିନୋଟି ପରିବର୍ତ୍ତନ କରାଯାଇଛି । ଓ୍ୱାଶିଂଟନ ସୁନ୍ଦର, ଜସପ୍ରିତ ବୁମରାହ ଓ ଶାହବାଜ ନଦୀମଙ୍କ ସ୍ଥାନରେ କୁଳଦୀପ ଯାଦବ, ଅକ୍ଷର ପଟେଲ ଓ ମହମ୍ମଦ ସିରାଜଙ୍କୁ ସୁଯୋଗ […]